Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, January 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମାଞ୍ଜା ସୂତାରେ କଟିଗଲା ବେକ

  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ...

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ...

  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ...

  • ବିବାଦରେ ‘ଟକ୍ସିକ’ ବୋଲ୍ଡ ସିନ୍

  • ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ...

  • ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କଲେ ...

  • ଏହି ଆପ୍‌ରେ ଟିକେଟ୍ ବୁକିଂ କଲେ ମିଳିବ ୩ ...

  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ...

  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଆଇଏଫଏଫଆଇ ପାନୋରମାରେ 'ମହିମା ଅଲେଖ'

ଆଇଏଫଏଫଆଇ ପାନୋରମାରେ 'ମହିମା ଅଲେଖ'

2025-11-09 19:38:08
14626
Share:
Facebook
Twitter
E-Mail
WhatsApp
Telegram
ଆଇଏଫଏଫଆଇ ପାନୋରମାରେ 'ମହିମା ଅଲେଖ'

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ନୂତନ ଚଳଚ୍ଚିତ୍ର 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି। କାଦମ୍ବିନୀ ମିଡିଆ ଓ ଡିଜି ଏଫ୍ ଫାଇଭ୍ ସି’ର ମିଳିତ ବ୍ୟାନରରେ ନିର୍ମିତ ତଥା ଡ.ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ହେଉଛନ୍ତି ଡ.ଇତି ସାମନ୍ତ ଓ ଡ.ସ୍ନେହାଶ୍ରୀ ସ୍ୱାଇଁ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଏକାଧିକବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ସୁଖ୍ୟାତ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ। ଓଡ଼ିଶାର ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ପରମ୍ପରା ମହିମା ଧର୍ମ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଆ ସିନେମା ଜଗତକୁ ଆଉ ଏକ ସଫଳତା ଆଣିଦେଇଛି।

ଚଳଚ୍ଚିତ୍ର ମାଧ୍ୟମରେ ଏହି ମହାନ ଦର୍ଶନକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶକ ଖଟୁଆ ଆଉ ଏକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ସେ ପୂର୍ବରୁ ମଧ୍ୟ ମହିମା ଧର୍ମ ଆଧାରରେ ଚଳଚ୍ଚିତ୍ର 'ଶୂନ୍ୟସ୍ୱରୂପ' ନିର୍ମାଣ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

'ମହିମା ଅଲେଖ' ଚଳଚ୍ଚିତ୍ରଟି ଓଡ଼ିଶାରେ ଜନ୍ମିତ ଏହି ବିଶିଷ୍ଟ ଧର୍ମର ଦର୍ଶନ, ନିୟମ, ଶୃଙ୍ଖଳା, ସୋପାନ ଭେଦ, ଧର୍ମ ପରିଚ୍ଛଦ, ଆହାର ବିହାର ବିଧି, ନିର୍ଦ୍ଦିଷ୍ଟ ପ୍ରଣାଳୀରେ ଈଶ୍ୱର ଧ୍ୟାନ ଓ ଭଜନ ସମେତ ସଂଘ ଚେତନାକୁ ଆଧାର କରି ନିର୍ମିତ ହୋଇଛି।

ଓଡିଶାର ଧର୍ମ ପ୍ରବାହରେ ମହିମା ଧର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏକ ବିଶେଷ ପୃଷ୍ଠଭୂମିରେ ଏହାର ଉଦ୍ଭବ ହୋଇଛି ଏବଂ ଓଡିଶାର ଧର୍ମଧାରାରେ ଏହାର ବିଶେଷ ସ୍ଥାନ ରହିଛି। ଆଜି ବି ଓଡିଶା ସମେତ ପଡୋଶୀ ରାଜ୍ୟମାନଙ୍କରେ ଶହଶହ ମହିମାପନ୍ଥୀ ଏହି ଧର୍ମ ପ୍ରତି ଅନୁରକ୍ତ ରହି ନିଜର ଇହ ଜୀବନଯାପନ କରୁଛନ୍ତି। ମହିମା ଧର୍ମର ମହତ୍ତ୍ଵ ଓ ମହାନତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ଖଟୁଆଙ୍କର ଏହା ଏକ ସୁନ୍ଦର ପ୍ରୟାସ।

ଏହା ପୂର୍ବରୁ କାଦମ୍ବିନୀ ମିଡିଆ ବ୍ୟାନରରେ ନିର୍ମିତ 'ଦି ସି ଆଣ୍ଡ ସେଭେନ୍ ଭିଲେଜେସ୍' (The Sea and Seven Villages) ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ବେଳେ, ବର୍ତ୍ତମାନ 'ମହିମା ଅଲେଖ' ଭାରତୀୟ ପାନୋରମାରେ ସ୍ଥାନ ପାଇବା ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ ସଫଳତା ଆଣି ଦେଇଛି।

Powered by Froala Editor

Tags mahima

Related articles Odisha News Lens 4.1

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ
    ଦେଶ-ଦେଶାନ୍ତର

    ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15355
    Jan 14, 2026
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା
    ଦେଶ-ଦେଶାନ୍ତର

    ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା

    14625
    Jan 13, 2026
  •  ଏହି ଆପ୍‌ରେ ଟିକେଟ୍ ବୁକିଂ କଲେ ମିଳିବ ୩ ପ୍ରତିଶତ ରିହାତି
    ଦେଶ-ଦେଶାନ୍ତର

    ଏହି ଆପ୍‌ରେ ଟିକେଟ୍ ବୁକିଂ କଲେ ମିଳିବ ୩ ପ୍ରତିଶତ ରିହାତି

    13558
    Jan 14, 2026
  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ
    ବିଶେଷ

    ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13605
    Jan 14, 2026
  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ
    ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14104
    Jan 14, 2026
  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ
    ଦେଶ-ଦେଶାନ୍ତର

    ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ

    14758
    Jan 14, 2026
  • ବିବାଦରେ ‘ଟକ୍ସିକ’ ବୋଲ୍ଡ ସିନ୍
    ମନୋରଞ୍ଜନ

    ବିବାଦରେ ‘ଟକ୍ସିକ’ ବୋଲ୍ଡ ସିନ୍

    14463
    Jan 14, 2026
  • ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର
    ଦେଶ-ଦେଶାନ୍ତର

    ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର

    15342
    Jan 14, 2026
  • ମାଞ୍ଜା ସୂତାରେ କଟିଗଲା ବେକ
    ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15457
    Jan 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15457
    Jan 14, 2026
  • ଦେଶ-ଦେଶାନ୍ତର

    ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା

    14625
    Jan 13, 2026
  • ବିଶେଷ

    ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13605
    Jan 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17292
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17372
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17718
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16192
    Apr 03, 2021

ବିଶେଷ

  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13605
    Jan 14, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13809
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    16010
    Jan 10, 2026
  • ଗ୍ୟାଷ୍ଟିକରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

    14628
    Jan 09, 2026
  • କେଶକୁ ଘନ କରିବ ଏହି ସ୍ପ୍ରେ

    15674
    Jan 07, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15460
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14427
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14528
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14237
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13605
    Jan 14, 2026
  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14104
    Jan 14, 2026
  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ

    14758
    Jan 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In