ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ଏଥର କରିପାରିବେ ଆବେଦନ, ଆଜିଠୁ ଖୋଲିବ ସୁଭଦ୍ରା ପୋର୍ଟାଲ
ଭୁବନେଶ୍ବର: ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି । ବୟସ କମ ଥିବାରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଥିଲେ ସେମାନେ ଏଥର ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୨୧ବର୍ଷ ହୋଇଥିବା ଯୁବତୀ ମାନେ ଏଥର ଆବେଦନ କରିପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇ କହିଛନ୍ତି।
Powered by Froala Editor