Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, December 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି କାରଣରୁ ତ୍ୱଚାରେ ହୋଇଥାଏ ବ୍ରଣ ଓ ଦାଗ

  • ଝିଅର କଷ୍ଟୋଡି ପାଇଁ କନ୍ନଡ ...

  • ଏକ୍ସପ୍ରେସ୍-ୱେରେ ଭୟଙ୍କର ଦୁର୍ଘଟଣା, ୧୩ ...

  • ‘ବନତାରା’ରେ ବୁଲିଲେ ମେସି, କହିଲେ ଏହା ...

  • ଧୁରନ୍ଧର କ୍ରେଜ : ୧୦ ଦିନରେ ୫୦୦ କୋଟି ପାର୍

  • କଂଗ୍ରେସ ଜାରି କଲା ହ୍ୱିପ, ସେପଟେ ...

  • ଇସ୍ତଫା ଦେଲେ ପଶ୍ଚିମବଙ୍ଗର ...

  • ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ ...

  • ଏହି ୭ ଦେଶ ଉପରେ ସମ୍ପୂର୍ଣ୍ଣ ଯାତ୍ରା ...

  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ରାଜ୍ୟ
Home ›› ରାଜ୍ୟ ››ଆଜି ମନ୍ଥା’ କରିବ ଲ୍ୟାଣ୍ଡଫଲ୍‌, କେତେବେଳେ ଜାଣନ୍ତୁ.....

ଆଜି ମନ୍ଥା’ କରିବ ଲ୍ୟାଣ୍ଡଫଲ୍‌, କେତେବେଳେ ଜାଣନ୍ତୁ.....

2025-10-28 06:22:46
15107
Share:
Facebook
Twitter
E-Mail
WhatsApp
Telegram
ଆଜି ମନ୍ଥା’ କରିବ ଲ୍ୟାଣ୍ଡଫଲ୍‌, କେତେବେଳେ ଜାଣନ୍ତୁ.....

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ଘଣ୍ଟା ଧରି ସମୁଦ୍ରରେ ଏହା ଘଣ୍ଟା ପ୍ରତି ୧୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି।  ଆଜି ସନ୍ଧ୍ୟା କିମ୍ବା ରାତି(ପ୍ରାୟତଃ ଅପରାହ୍ଣ ସାଢ଼େ ୪ଟାରୁ ରାତି ୧୧ଟା) ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନାଡ଼ା ନିକଟବର୍ତ୍ତୀ କୌଣସି ଜାଗାରେ ‘ମନ୍ଥା’ ଉପକୂଳ ଅତିକ୍ରମ କରିବ। ‘ମନ୍ଥା’ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଓଡ଼ିଶା ଆଡ଼କୁ ମୁହଁାଇବ। ମାଲକାନଗିରି, କୋରାପୁଟ, ଗଜପତି ଏବଂ ରାୟଗଡ଼ା ଜିଲା ଦେଇ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ। ଓଡ଼ିଶାରେ ବାତ୍ୟାର ସର୍ବାଧିକ ପ୍ରଭାବ ପ୍ରାୟ ୮ଟି ଜିଲାରେ ପଡ଼ିବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି।

‘ମନ୍ଥା’ ସମୁଦ୍ର ଭିତରେ ଥିଲେ ବି ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ପ୍ରଭାବ ପକାଇଲାଣି। ଭୁବନେଶ୍ବର, କଟକ, ପାରାଦ୍ବୀପ, ଗୋପାଳପୁର, କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା ଆଦି ଜିଲା ଗୁଡ଼ିକରେ ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷାର ପ୍ରକୋପ କିଛି ମାତ୍ରାରେ ଆରମ୍ଭ ହୋଇଛି। ବାତ୍ୟା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ସମୁଦ୍ର ଅଶାନ୍ତ ହେବା ସହ କେତେକ ସ୍ଥାନରେ ଉଚ୍ଚ ଜୁଆର ଉଠିଲାଣି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିଲା। ପୂର୍ବ-ଦକ୍ଷିଣ-ପୂର୍ବରେ ଚେନ୍ନଇ(ତାମିଲନାଡୁ)ରୁ ପ୍ରାୟ ୪୪୦କି.ମି. ଦୂରରେ ଥିବାବେଳେ ଦକ୍ଷିଣ-ଦକ୍ଷିଣ-ପୂର୍ବରେ କାକିନାଡ଼ା(ଆନ୍ଧ୍ରପ୍ରଦେଶ)ରୁ ୪୯୦ କି.ମି., ଦକ୍ଷିଣ-ଦକ୍ଷିଣ-ପୂର୍ବରେ ବିଶାଖାପାଟଣା(ଆନ୍ଧ୍ରପ୍ରଦେଶ)ରୁ ୫୩୦କି.ମି., ଦକ୍ଷିଣରେ ଗୋପାଳପୁର(ଓଡ଼ିଶା)ରୁ ୭୧୦କି.ମି. ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ସ୍ଥଳଭାଗ ଛୁଇଁବା ବେଳେ ଆନ୍ଧ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୧୦କି.ମି. ଛୁଇଁପାରେ। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବ।

Powered by Froala Editor

Tags Cyclone

Related articles Odisha News Lens 4.1

  • କଂଗ୍ରେସ ଜାରି କଲା ହ୍ୱିପ, ସେପଟେ ରାହୁଲଙ୍କ ଜର୍ମାନୀ ଗସ୍ତକୁ ନେଇ ବିଜେପିର ଟାର୍ଗେଟ
    ଦେଶ-ଦେଶାନ୍ତର

    କଂଗ୍ରେସ ଜାରି କଲା ହ୍ୱିପ, ସେପଟେ ରାହୁଲଙ୍କ ଜର୍ମାନୀ ଗସ୍ତକୁ ନେଇ ବିଜେପିର ଟାର୍ଗେଟ

    15534
    Dec 17, 2025
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର
    ଦେଶ-ଦେଶାନ୍ତର

    ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    14009
    Dec 16, 2025
  • ‘ବନତାରା’ରେ ବୁଲିଲେ ମେସି, କହିଲେ ଏହା ସ୍ମୃତି ହୋଇ ରହିବ
    ଦେଶ-ଦେଶାନ୍ତର

    ‘ବନତାରା’ରେ ବୁଲିଲେ ମେସି, କହିଲେ ଏହା ସ୍ମୃତି ହୋଇ ରହିବ

    13808
    Dec 17, 2025
  •  ଏହି ୭ ଦେଶ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଏହି ୭ ଦେଶ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

    15328
    Dec 17, 2025
  • ଧୁରନ୍ଧର କ୍ରେଜ : ୧୦ ଦିନରେ  ୫୦୦ କୋଟି ପାର୍
    ମନୋରଞ୍ଜନ

    ଧୁରନ୍ଧର କ୍ରେଜ : ୧୦ ଦିନରେ ୫୦୦ କୋଟି ପାର୍

    14899
    Dec 17, 2025
  • ଏହି କାରଣରୁ ତ୍ୱଚାରେ ହୋଇଥାଏ ବ୍ରଣ ଓ ଦାଗ
    ବିଶେଷ

    ଏହି କାରଣରୁ ତ୍ୱଚାରେ ହୋଇଥାଏ ବ୍ରଣ ଓ ଦାଗ

    14883
    Dec 18, 2025
  • ଇସ୍ତଫା ଦେଲେ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସ
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସ

    15410
    Dec 17, 2025
  • ଏକ୍ସପ୍ରେସ୍-ୱେରେ ଭୟଙ୍କର ଦୁର୍ଘଟଣା, ୧୩ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍-ୱେରେ ଭୟଙ୍କର ଦୁର୍ଘଟଣା, ୧୩ ଜଣଙ୍କ ମୃତ୍ୟୁ

    15041
    Dec 17, 2025
  • ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ସମ୍ଭବ ନୁହେଁ: ପରିବେଶ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ସମ୍ଭବ ନୁହେଁ: ପରିବେଶ ମନ୍ତ୍ରୀ

    15153
    Dec 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କଂଗ୍ରେସ ଜାରି କଲା ହ୍ୱିପ, ସେପଟେ ରାହୁଲଙ୍କ ଜର୍ମାନୀ ଗସ୍ତକୁ ନେଇ ବିଜେପିର ଟାର୍ଗେଟ

    15534
    Dec 17, 2025
  • ମନୋରଞ୍ଜନ

    ଝିଅର କଷ୍ଟୋଡି ପାଇଁ କନ୍ନଡ ଅଭିନେତ୍ରୀଙ୍କୁ ଅପହରଣ କଲେ ସ୍ବାମୀ

    15321
    Dec 17, 2025
  • ଦେଶ-ଦେଶାନ୍ତର

    ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ସମ୍ଭବ ନୁହେଁ: ପରିବେଶ ମନ୍ତ୍ରୀ

    15153
    Dec 17, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17255
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17339
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17684
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16156
    Apr 03, 2021

ବିଶେଷ

  • ଏହି କାରଣରୁ ତ୍ୱଚାରେ ହୋଇଥାଏ ବ୍ରଣ ଓ ଦାଗ

    14883
    Dec 18, 2025
  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14569
    Dec 16, 2025
  • ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ, ଭିଟାମିନ ବି୧୨ରେ ଭରପୁର

    14585
    Dec 15, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    14335
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    16131
    Dec 12, 2025

ବାଣିଜ୍ୟ

ରୂପା ମୂଲ୍ୟରେ ବଡ଼ ବୃଦ୍ଧି

ଚଳିତ ବର୍ଷ ସୁନା ଏବଂ ରୂପା ନିବେଶକମାନଙ୍କୁ ଦୃଢ଼ ରିଟର୍ଣ୍ଣ ପ୍ରଦାନ କରିଛି। ତେବେ ରୂପା ଦର ୧୨ହଜାରରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଯାହା ଫଳରେ ନିବେଶକ ଏବଂ କ୍ରେତାଙ୍କ ନଜର ପୁଣି ଥରେ ସେମାନଙ୍କ ଉପରେ ନିର ...

  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15992
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15147
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14245
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    15013
    Nov 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ତଫା ଦେଲେ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସ

    15410
    Dec 17, 2025
  • ଏହି ୭ ଦେଶ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

    15328
    Dec 17, 2025
  • ଧୁରନ୍ଧର କ୍ରେଜ : ୧୦ ଦିନରେ ୫୦୦ କୋଟି ପାର୍

    14899
    Dec 17, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In