Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ...

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ...

  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ...

  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

Home ›› ››ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

2021-07-19 06:43:03
15145
Share:
Facebook
Twitter
E-Mail
WhatsApp
Telegram
ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

ବେଳେବେଳେ ଆପଣଙ୍କ ଶରୀରରେ ଏମିତି କିଛି ପରିବର୍ତ୍ତନ ଆସିଥାଏ ଯାହା ଆପଣଙ୍କ ଖରାପ ସ୍ୱାସ୍ଥ୍ୟକୁ ଦର୍ଶାଇଥାଏ । ଯାହା ସାଧାରଣରେ ଆପଣ ଅନୁମାନ କରିପାରିନ୍ତି ନାହିଁ । ତେବେ ଜାଣନ୍ତୁ ଏମିତି କିଛି ସଙ୍କେତ ବିଷୟରେ ଯାହା ଆପଣଙ୍କ ଶରୀର ଆପଣଙ୍କୁ ସୂଚାଇଥାଏ, ଯେତେବେଳେ ଆପଣଙ୍କ ଶରୀର ଖରାପ ଥାଏ ।

୧. ଶୁଖିଲା ଚର୍ମ/ଓଠ-
ଯଦି ଆପଣଙ୍କ ଓଠ ଏବଂ ଚର୍ମ ସବୁବେଳେ ଶୁଖିଲା ରହୁଛି କିମ୍ବା ଫାଟୁଛି ତେବେ ଏହା ଆପଣଙ୍କ ଅସୁସ୍ଥ ଶରୀରର ସଙ୍କେତ । ଶୁଖିଲା ଓଠ ସାଧାରଣତଃ କମ ପାଣି ପିଇବା ଦ୍ୱାରା ହୋଇଥାଏ  କିନ୍ତୁ ଏହା ହାଇପର-ଥାଇରଏଡ ଏବଂ ଡାଇବେଟିକର ମଧ୍ୟ ସଙ୍କେତ ହୋଇଥାଏ । ତେଣୁ ଏହାକୁ ଅଣଦେଥା ନକରି କୁରନ୍ତ ଏହାର ଚିକିତ୍ସା କରାନ୍ତୁ ।

୨. ମୁହଁରେ ଅନାବଶ୍ୟକ ଚୁଟି ରହିବା-
ଯଦି ଆପଣଙ୍କ ଓଠ ଉପରେ, ଥୋଡ଼ିରେ ଏବଂ ଗାଲରେ ଅତିରିକ୍ତ ଚୁଟି ରହିଛି, ତେବେ ଏହା ହରମୋନ ଅସନ୍ତୁଳତା ସଙ୍କେତ । ପୋଲିସିସଟିକ୍ ଓଭାରୀ ସିନଣ୍ଡ୍ରମ ଏକ ହରମୋନ ବିକାଶ  । ଏହା ମହିଳା ମାନଙ୍କ ଶରୀରକୁ ପ୍ରଭାବିତ କରିଥାଏ ।

୩. ଆଖି ତଳ କଳା ପଡ଼ିବା-
ଆଖି ତଳ କଳା ପଡ଼ିବା ବା ଆଖି ସିଝିଯିବା ଭଳି ଦେଖାଗଲେ ଏହା ସାଧାରଣତଃ ରାତି ଅନିଦ୍ରାର ପାଇଁ ହୋଇଥାଏ । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଏହା କ୍ରୋନିକ ଆଲର୍ଜିର ଲକ୍ଷଣ ମଧ୍ୟ ହୋଇପାରେ । ତେଣୁ ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୪. ଦେହ ହଳଦିଆ ପଡ଼ିଯିବା-
ଯଦି ହଠାତ ଆପଣଙ୍କ ଦେହର ରଙ୍ଗ ହଳଦିଆ ପଡ଼ିଯାଏ ତେବେ ଏହା ଏନାଇମିଆ ( ଦେହରେ ରକ୍ତର ଅଭାବ )ର ଲକ୍ଷଣ । ଦେହରେ ରକ୍ତର ପରିମାଣ କମିଗଲେ ଦେହ ହଳଦିଆ ପଡ଼ିବାକୁ ଲାଗେ । ତେଣୁ ଏପରି ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଡାଙ୍କରଙ୍କ ସହ ପରାମର୍ଶ କରନ୍ତୁ ।

୫. ଦେହ କୁଣ୍ଡେଇ ହେବା-
ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦେଲେ ଦେହ କୁଣ୍ଡେଇ ଦେବାର ସମ୍ଭାବନା ରହିଛି । ମୁହଁ, ପିଠି, ଗୋଡ଼ ଆଦି କୁଣ୍ଡେଇ ହେଉଥିଲେ ଓଦ୍ଭଲକ୍ଷବଜ୍ଞଜ୍ଞବଗ୍ଧକ୍ଟକ୍ସଚ୍ଚ ଈକ୍ଟଙ୍ଗରକ୍ଷ ଊସଗ୍ଦରବଗ୍ଦର (ଓଈଊ) ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଯାହା ସିଧାସଖଳ ଆପଣଙ୍କ କୁଣ୍ଡିଆ ରୋଗକୁ ବଢ଼ାଇଥାଏ ।

୬. ଦେହରେ ନୂଆ କଳା ଜାଇ ବାହାରୁ ଥିଲେ-
ଆଜନ୍ମ କଳା ଜାଇ କୌଣସି ଚିନ୍ତାର କାରଣ ହୋଇନଥାଏ, କିନ୍ତୁ ଦେହରେ ଯଦି ନୂଆ କଳା ଯାଇ ବାହାରୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ସହ ପୂର୍ବରୁ ଥିବା କଳା ଜାଇ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ଯେପରି ସେଗୁଡ଼ିକ ଆକାର, ରଙ୍ଗ ଏବଂ ଚାରିପାଖରୁ ରକ୍ତ ନ ବାହାରୁଥାଏ ।    

୭. ଚୁଟି ଝଡ଼ିବା-
ପ୍ରତିଦିନ ମୁଣ୍ଡରୁ ଅଳ୍ପ ବହୁତେ ଚୁଟି ଝଡ଼ିଥାଏ । କିନ୍ତୁ ସେହି ଚୁଟି ଯଜି ଆଖି ପତା ଏବଂ ଆଇବ୍ରୋରୁ ଝଡ଼ିଥାଏ ତେବେ ଏହା ଚିନ୍ତାଜନକ । ଅଧିକ ଷ୍ଟ୍ରେସ୍ ବା ଚିନ୍ତାରେ ରହିଲେ ସାଧାରଣତଃ ଚୁଟି ଝଡ଼ିଥାଏ । Autoimmume Disorder  ଏଥିପାଇଁ ଦାୟୀ ହୋଇପାରେ । ଆଲୋପେସିଆ ଆରେଟିଆ  ଏକ ରୋଗ ଯାଗା କାରଣରୁ ମାତ୍ରାଧିକ ଚୁଟି ଝଡ଼ିଥାଏ ।

୮. ଆଖି ଡୋଳା ହଳଦିଆ ଦେଖାଦେବା-
ଶରୀରରେ କୋଲେଷ୍ଟ୍ରୋଲ ଅଧିକ ପରିମାଣରେ ପଢ଼ିଯାଇଥିଲେ ଆଖି ଡୋଲା ହଳଦିଆ ଦେଖାଦେଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଆଖି ଡୋଳା ସାମାନ୍ୟ ହଳିଦିଆ ଦେଖାଦେଇଥାଏ ସେମାନଙ୍କ ଧମନୀ ଧିରେ ଧିରେ କଠିନ ହେବାକୁ ଲାଗିଥାଏ ।

Powered by Froala Editor

Tags Health

Related articles Odisha News Lens 4.1

  •  ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13534
    Feb 24, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14440
    Feb 24, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15393
    Feb 24, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    15205
    Feb 23, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15062
    Feb 23, 2026
  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14772
    Feb 23, 2026
  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    15136
    Feb 24, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ
    ବିଶେଷ

    ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14629
    Feb 25, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15251
    Feb 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14772
    Feb 23, 2026
  • ବିଶେଷ

    ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14629
    Feb 25, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15062
    Feb 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17351
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17420
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17763
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16238
    Apr 03, 2021

ବିଶେଷ

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14629
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15509
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16107
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14506
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15275
    Feb 18, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15114
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14966
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14478
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16088
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15393
    Feb 24, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    15062
    Feb 23, 2026
  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ

    13567
    Feb 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In