Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ...

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ...

  • ଇଣ୍ଡିଗୋ ବିମାନରେ ବୋମା ଧମକ

  • ସେନା ଘାଟି ଉପରେ ବିସ୍ଫୋରଣ

ବିଶେଷ
Home ›› ବିଶେଷ ››ଆପଣଙ୍କ ବୟସ ଯଦି ୩୦ ଜାଣନ୍ତୁ କିଭଳି ରହିବେ ଫିଟ୍

ଆପଣଙ୍କ ବୟସ ଯଦି ୩୦ ଜାଣନ୍ତୁ କିଭଳି ରହିବେ ଫିଟ୍

2021-07-19 06:36:04
13570
Share:
Facebook
Twitter
E-Mail
WhatsApp
Telegram
ଆପଣଙ୍କ ବୟସ ଯଦି ୩୦ ଜାଣନ୍ତୁ କିଭଳି ରହିବେ ଫିଟ୍


ବୟସ ଧିରେ ଧିରେ ବଢୁ ଥିବାବେଳେ ଆପଣ ନିଜି ବିଜି ଲାଇଫ ଷ୍ଟାଇଲ ଭିତରେ ସ୍ବାସ୍ଥ୍ୟର ଯତ୍ନ କିଭଳି ନେବେ ତାହା ବେଶ ଜରୁରୀ । ତେବେ ଆପଣଙ୍କ ବୟସ ଯଦି ତିରିଶ ଛୁଇଁ ସାରିଛି କଣ କରିବେ ଓ କଣ କରିବେ ନାହିଁ ତାହା ଜାଣି ରଖିବା ଦରକାର  । ୩୦ ବର୍ଷ ବୟସ ପରେ ନିଜ ସ୍ବାସ୍ଥ୍ୟ ନେଇ ସଚତେନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଆପଣ କଣ ଖାଇବେ କଣ ନଖାଇବେ ସେଥିପ୍ରତି ଧ୍ୟାନଦେବା ଜରୁରୀ । କାରଣ ବୟସ ବଢିବା ସହ ଆପଣଙ୍କ ଶରୀରରେ ଅନେକ ପରିର୍ବତ୍ତନ ଦେଖିବାକୁ ମିଳେ । ଯଦି ଆପଣ ସଠିକ ଖାଦ୍ୟ ଖାଉଛନ୍ତି ଏବଂ ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କ ଶରୀରର ବୃକକ୍, ଯକୃତ, ହୃତପିଣ୍ଡ, ହାଡ ସବୁ ସୁସ୍ଥ ରହିବ । କେବଳ ସେତିକି ନୁହେଁ ଆପଣ ଏ ସବୁ କରିବା ଦ୍ୱାରା ସୁସ୍ଥ ରହିବା ସହ ୟଙ୍ଗ ମଧ୍ୟ ରହିବେ । ତେବେ ୩୦ ବର୍ଷ ପରେ ଆପଣ କଣ ଖାଇବା ଦରକାର ଏବଂ କଣ ନୁହେଁ ଆସନ୍ତୁ ସେ ବିଷୟରେ ଜାଣିରଖିବା ।

ଚିନି ଏବଂ ମିଠା ଜାତୀୟ ଖାଦ୍ୟ

୩୦ ବର୍ଷ ପରେ ଚିନି, ମିଠା, ଚକୋଲେଟ, କୋଲ୍ଡ ଡ୍ରିଙ୍କ୍ସ, ଚା ଭଳି ଖାଦ୍ୟ କମ୍ କରିଦେବା ଆବଶ୍ୟକ । ମିଠା ଜାତୀୟ ଖାଦ୍ୟ ଆମ ଶରୀରରେ କ୍ୟାଲୋରୀ ବୃଦ୍ଧି କରିଥାଏ । ଦୀର୍ଘ ଦିନ ଧରି ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରରେ ଡାଏବେଟିସ୍ ବୃଦ୍ଧି କରିବା ସହ ମୋଟାପା ବଢାଇଥାଏ ଏବଂ ହାଡ ଦୁର୍ବଳ ହେବାର ଆଶଙ୍କା ମଧ୍ୟ ଥାଏ ।

ବାହାର ଖାଦ୍ୟ ଖାଇବା କମ୍ କରନ୍ତୁ

ବାହାରର ଖାଦ୍ୟ ଘର ଖାଦ୍ୟ ଅପେକ୍ଷା ଅଧିକ ସୁସ୍ୱାଦୁ ଲାଗୁଥିବାବାବେଳେ ଆମେ ଅନକେ ସମୟରେ ଷ୍ଟ୍ରିଟ ଫୁଡ ଏବଂ ରେସ୍ତୋରାଁରୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତେବେ ବାହାର ଖାଦ୍ୟ ଅଧିକ ତେଲ,ମସଲା ଏବଂ କେମିକାଲ ଯୁକ୍ତ ହୋଇଥିବାବାବେଳେ ଏହା କୋଲେଷ୍ଟ୍ରଲ ବଢାଇଥାଏ ଯାହା ଶରୀର ପାଇଁ ବେଶ୍ କ୍ଷତିକାରକ ହୋଇପାରେ ।

ଅଟା ଏବଂ ମଇଦାଠାରୁ ଦୁରେଇ ରୁହନ୍ତୁ

୩୦ ର୍ବଷ ବୟସ ପରେ ଆପଣ ଅଟା ଓ ମଇଦା ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ବଜାରରେ ମିଳୁଥିବା ଅନେକ ରେଡିମେଡ୍ ଫୁଡ୍ ମଇଦା ଯୁକ୍ତ ହୋଇଥାଏ ତେଣୁ ଏଥିରୁ ଦୁରେଇ ରହିବା ଦରକାର । ଗହମ ରୁଟି ବ୍ୟତୀତ ବଜାରରେ ମିଳୁଥିବା ମକା, ବାଜରା, ଚଣା ଏବଂ ମାଣ୍ଡିଆରେ ପ୍ରସ୍ତୁତ ଅଟାର ଆପଣ ବ୍ୟବହାର କରିପାରିବେ । ଏଭଳି ମିକ୍ସ ଅଟା ଖାଇବା ଦ୍ବାରା ଡାଏବଟେିସ୍ ଏବଂ ମୋଟାପଣର ଭୟ କମ୍ ଥାଏ ।

ମଦ, ମାଂସକୁ ନାଁ

ଯଦି ଆପଣ ମାଂସାହାରୀ ତେବେ ତିରିଶ ପରେ ମାଂସ ଖାଇବା କମ କରିଦିଅନ୍ତୁ । ରେଡ୍ ମିଟ୍ ଏବଂ ପ୍ରୋସେସଡ୍ ମିଟ୍ ଖାଇବା ଦ୍ୱାରା ଏହା ଶରୀରରେ ଅନେକ କୁପ୍ରଭାବ ପକାଉଥିବା ରିସର୍ଚ୍ଚ ରିପୋର୍ଟ କହୁଛି । ଅନ୍ୟପଟେ ୩୦ବର୍ଷ ପରେ ଲିଭର ଏବଂ କିଡନୀର କ୍ଷମତା ଧିରେ ଧିରେ କମିବାକୁ ଲାଗେ ତେଣୁ ଆପଣ ଯଦି ମାଦକ ଦ୍ରବ୍ୟର ସେବନ କରୁଛନ୍ତି ଏହାକୁ ଯଥା ଶୀଘ୍ର ବର୍ଜନ କରନ୍ତୁ  । ଏଥିସହ ନିୟମିତ ଅତିକମରେ ଦିନକୁ ୩୦ ମିନିଟ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ଏସବୁ ନିୟମକୁ ପାଳନ କରିବା ସହ ଆପଣ ନିଜକୁ ସୁସ୍ଥ ରଖିବା ସହ ୟଙ୍ଗ ମଧ୍ୟ ରହିପାରିବେ । ନିଜ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରନ୍ତୁ ଓ ଫିଟ୍ ରୁହନ୍ତୁ ।

Powered by Froala Editor

Tags Fit after age of 30

Related articles Odisha News Lens 4.1

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14414
    Oct 01, 2025
  • ସେନା ଘାଟି ଉପରେ ବିସ୍ଫୋରଣ
    ଦେଶ-ଦେଶାନ୍ତର

    ସେନା ଘାଟି ଉପରେ ବିସ୍ଫୋରଣ

    16120
    Sep 30, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13999
    Sep 30, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14254
    Oct 01, 2025
  • ଇଣ୍ଡିଗୋ ବିମାନରେ ବୋମା ଧମକ
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନରେ ବୋମା ଧମକ

    15077
    Sep 30, 2025
  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ
    ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14487
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14381
    Oct 03, 2025
  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15652
    Sep 30, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15967
    Sep 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15967
    Sep 30, 2025
  • ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ଜାଣନ୍ତୁ ?

    14414
    Oct 01, 2025
  • ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13999
    Sep 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16758
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17217
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15672
    Apr 03, 2021

ବିଶେଷ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14487
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14381
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15524
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14620
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15095
    Sep 29, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14248
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14046
    Sep 16, 2025
  • ଶସ୍ତା ହେଲା ସୁନା

    14373
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14947
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15652
    Sep 30, 2025
  • ଇଣ୍ଡିଗୋ ବିମାନରେ ବୋମା ଧମକ

    15077
    Sep 30, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14381
    Oct 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In