ଆଗାମୀ ଦୁଇ ଦିନ ହେବ ଝଡ ତୋଫାନ ବର୍ଷା
ଭୁବନେଶ୍ଵର : ବିଦାୟ ବେଳାରେ ମୌସୁମୀ। ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ଦୁଇ ଦିନ ଝଡ ତୋଫାନ ବର୍ଷା ହେବ। ଆଜି ପାଇଁ ପ୍ରବଳ ବର୍ଷା ନେଇ ୩ ଜିଲ୍ଲା କୋରାପୁଟ, କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି।
Powered by Froala Editor