କମିଲା ସୁନା ଦାମ୍, ଜାଣନ୍ତୁ କେତେ ?
ଭୁବନେଶ୍ୱର : ସେପ୍ଟେମ୍ବର ୮ ଅର୍ଥାତ୍ ସୋମବାର କମିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୮,୩୮୦ ଟଙ୍କା ରହିଛି । ଗତକାଲି ୧,୦୮,୪୯୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୯,୩୫୦ ଟଙ୍କା ରହିଛି । ଗତକାଲି ୯୯,୪୫୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୧,୨୯୦ ଟଙ୍କା ରହିଛି । ଗତକାଲି ୮୧,୩୭୦ ଟଙ୍କା ଥିଲା । ଏଥିରେ ୮୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor