Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

2025-09-02 07:45:50
14468
Share:
Facebook
Twitter
E-Mail
WhatsApp
Telegram
ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

-    ନୁ୍ୟଟ୍ରିଲାଇଟ ଅଲ୍‌ ପ୍ଲାଣ୍ଟ ପ୍ରୋଟିନ,  ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍‌ ଏବଂ ନୁ୍ୟଟ୍ରିଲାଇଟ ସାଲମନ୍‌ ଓମେଗା-୩ ସଫ୍ଟଜେଲ୍‌ସ୍‌ ସମେତ ପାଞ୍ଚଟି ଅଗ୍ରଣୀ ନୁ୍ୟଟ୍ରିଲାଇଟ ସପ୍ଲିମେଣ୍ଟ କ୍ରୀଡାକ୍ଷେତ୍ରରେ ନିଷିଦ୍ଧ ପଦାର୍ଥ ବିପକ୍ଷରେ ଯାଞ୍ଚ ନିମନ୍ତେ ବିଶ୍ୱସନୀୟ ସାବ୍ୟସ୍ତ

-    ଏନଏଫଏସୟୁ-ଏନଏସ୍‌ଟିଏସ୍‌ ଦ୍ୱାରା ବିଶ୍ୱସନୀୟ ସ୍ୱୀକୃତି କ୍ରୀଡା ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ଉପଭୋକ୍ତାଙ୍କ ନିମନ୍ତେ ବିଶ୍ୱସନୀୟ ଏବଂ ନିରାପଦ ବିଷୟକୁ ସୁଦୃଢ କରୁଛି

ଭୁବନେଶ୍ୱର: ବଜାରରେ ସମ୍ପ୍ରତି ଉପଲବ୍ଧ ପୋଷଣୀୟ ଉତ୍ପାଦଗୁଡିକର ନିରାପଦ ଏବଂ ଶୁଦ୍ଧତାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ବର୍ଦ୍ଧିତ ଚିନ୍ତା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନିକଟରେ ତାହାର ଅଗ୍ରଣୀ ନୁ୍ୟଟ୍ରିଲାଇଟ ବ୍ରାଣ୍ଡ୍‌ର ମୁଖ୍ୟ ସପ୍ଲିମେଣ୍ଟଗୁଡିକ ନିମନ୍ତେ ସମ୍ମାଜନକ ବିଶ୍ୱସନୀୟ ପ୍ରମାଣନ କାର୍ଯ୍ୟକ୍ରମ ଅଧୀନରେ ନ୍ୟାସନାଲ ଫରେନ୍‌ସିକ ସାଇନ୍ସେସ ୟୁନିଭରସିଟି (ଏନଏଫଏସ୍‌ୟୁ)- ନୁ୍ୟଟ୍ରିସନାଲ ସପ୍ଲିମେଣ୍ଟେସନ ଟେଷ୍ଟିଂ ଫର ସ୍ପୋର୍ଟସ୍‌ପର୍ସନ୍ସ (ଏନଏସ୍‌ଟିଏସ) ପରୀକ୍ଷଣ ପ୍ରାପ୍ତ ହୋଇଥିବା ଘୋଷଣା କରିଛି । ଏହି ସ୍ୱୀକୃତି ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ନିରାପଦ ଏବଂ ବିଜ୍ଞାନ ଆଧାରରେ ସମର୍ଥିତ ପୋଷଣୀୟ ଉତ୍ପାଦଗୁଡିକ ଯୋଗାଇବା ନିମନ୍ତେ ଆମୱେର ଏକନିଷ୍ଠ ପ୍ରତିବଦ୍ଧତାକୁ ପୁନଃସୁଦୃଢ କରୁଛି ଏବଂ ଏହା ନୁ୍ୟଟ୍ରିଲାଇଟ ଅଲ୍‌ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ କାଲ୍‌ ମାଗ୍‌ ଡି ପ୍ଲସ୍‌ କେ୨, ନୁ୍ୟଟ୍ରିଲାଇଟ ଗ୍ଲୁକୋସାମାଇନ୍‌ ଏଚସିଏଲ ୱିଥ୍‌ ବୋସୱେଲିଆ, ନୁ୍ୟଟ୍ରିଲାଇଟ ସାଲ୍‌ମନ ଓମେଗା ୩ସଫ୍ଟଜେଲସ୍‌ ଏବଂ ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍‌ ଆଦି ପାଞ୍ଚଟି ମୁଖ୍ୟ ଉତ୍ପାଦକୁ ୱର୍ଲଡ ଡୋପିଙ୍ଗ ଏଜେନ୍ସି (ଡବ୍ଲୁ୍ୟଏଡିଏ) ଦ୍ୱାରା ନିର୍ଦ୍ଧାରିତ ଆନ୍ତର୍ଜାତିକ ମାନ ଅନୁପାଳନକୁ ସମର୍ଥନ କରୁଛି । ଏହି ଉତ୍ପାଦଗୁଡିକ ଏହିଭଳି ଭାବରେ ଅସୁରକ୍ଷିତ ପଦାର୍ଥ ନିମନ୍ତେ ନିରପେକ୍ଷ ଭାବରେ ଯାଞ୍ଚ କରାଯାଉଛି ଏବଂ କ୍ରୀଡା ପୋଷଣ ସହିତ ସଂହତିକୁ ସୁନିଶ୍ଚିତ କରୁଛି । 


ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ପ୍ରକାଶ କରି ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଏକଦା ପୋଷଣୀୟ ସପ୍ଲିମେଣ୍ଟଗୁଡିକର ନିରାପଦ ଦିଗ ଓ ଶୁଦ୍ଧତାକୁ ନେଇ ଆଲୋଚନା ଜୋର୍‌ ଧରୁଥିବାବେଳେ ଏହି ସ୍ୱୀକୃତି ଆମର ୯୦- ବର୍ଷର ପୁରାତନ ବ୍ରାଣ୍ଡ୍‌ ନୁ୍ୟଟ୍ରିଲାଇଟ ଉପରେ ସ୍ପଷ୍ଟତା ଏବଂ ଆସ୍ଥାକୁ ପୁନଃ ସୁଦୃଢ କରିବାରେ ସହାୟକ ହେଉଛି । ପୁନଶ୍ଚ ଏହା ଏକ ବିଶ୍ୱସନୀୟ ପାରିବାରିକ ବ୍ରାଣ୍ଡ୍‌ଭାବରେ ଆମର ସ୍ଥିତି ସୁଦୃଢ କରିବା ସହିତ ପ୍ରମାଣିତ ଗୁଣବତ୍ତା ଚାହୁଁଥିବା ଆଥଲେଟ ଏବଂ ଫିଟ୍‌ନେସ୍‌ ଆକାଂକ୍ଷୀମାନଙ୍କ ପାଇଁ ଏହାର ପ୍ରାସଙ୍ଗିକତାକୁ ପରିବର୍ଦ୍ଧିତ କରୁଛି । ଆମୱେ ଇଣ୍ଡିଆରେ ଆମେ ସର୍ବଦା ଗୁଣବତ୍ତା, ନିରାପତ୍ତା ଏବଂ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇଆସିଛୁ । ଜନସାଧାରଣ ଉତ୍ତମ ଜୀବନ ଜୀଇଁବାରେ ସେମାନଙ୍କୁ ସହାୟତା କରିବା ନିମନ୍ତେ ଆମର ଦୂରଦୃଷ୍ଟି ମୁତାବକ ଆମେ ସର୍ବଦା ଏହା ସୁନିଶ୍ଚିତ କରୁଛୁ ଯେ ଆମେ ହାତକୁ ନେଉଥିବା ପ୍ରତ୍ୟେକଟି ପଦକ୍ଷେପ ଏହି ଉଦେ୍ଦଶ୍ୟକୁ ପ୍ରତିଫଳିତ କରୁ । ବିଶ୍ୱର  ୰୧ ବିକ୍ରୟକାରୀ  ଭିଟାମିନ ଏବଂ ଖାଦ୍ୟ ଭିତ୍ତିକ ପୋଷଣୀୟ ବ୍ରାଣ୍ଡ୍‌ନୁ୍ୟଟ୍ରିଲାଇଟ ସମର୍ଥନରେ ପୋଷଣ କ୍ଷେତ୍ରରେ ଦୀର୍ଘ ଦଶନ୍ଧି ଧରି ଆମର ବିଦ୍ୱତା ପୂର୍ଣ୍ଣାଙ୍ଗ କଲ୍ୟାଣକୁ ସମର୍ଥନ କରୁଥିବା ବିଶ୍ୱସନୀୟ ପୋଷଣୀୟ ଉତ୍ପାଦ ଯୋଗାଇଦେବା ନିମନ୍ତେ ଆମର ଦୀର୍ଘକାଳର ପ୍ରତିବଦ୍ଧତାକୁ ପୁନଃସୁଦୃଢ କରୁଛି । ନୁ୍ୟଟ୍ରିଲାଇଟ ଉତ୍ପାଦଗୁଡିକ ପାରମ୍ପରିକ ଭାବରେ ବିଭିନ୍ନ ବୟସ ବର୍ଗରେ ବ୍ୟକ୍ତିଗତ ଓ ପାରିବାରିକ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । ୮୦୦ରୁ ଅଧିକ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍‌ନିସିଆନଙ୍କୁ ନେଇ ଆମର ବୈଶ୍ୱିକ ପରିବାର ବିଶ୍ୱ ଶ୍ରେଣୀର ଉତ୍ପାଦର ବିକାଶ ଏବଂ ତାହା ଆପଣମାନଙ୍କୁ ଯୋଗାଇଦେବାକୁ ନିରଳସ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରତି ବର୍ଷ ୫,୦୦,୦୦୦ରୁ ଅଧିକ ଗୁଣବତ୍ତା ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯାହା ଶୀର୍ଷସ୍ତରର ନିରାପତ୍ତା ଏବଂ ପ୍ରଭାବଶାଳୀ ପ୍ରମାଣିତ ଉତ୍ପାଦଗୁଡିକ ଯୋଗାଣ ନିମନ୍ତେ ଆମର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରୁଛି । ଏନଏଫଏସ୍‌ୟୁ ଦ୍ୱାରା ଏହି ସ୍ୱୀକୃତି ସେହି ଉତ୍ସର୍ଗୀକୃତ ଭାବର ଏକ ନିଦର୍ଶନ ହୋଇଛି ଏବଂ ଏହା ଆମର ଉତ୍ପାଦଗୁଡିକୁ ନୂତନ ମାନକ ସ୍ତରକୁ ଉନ୍ନୀତ କରୁଛି ।”


କ୍ରୀଡା ପୋଷଣ ସପ୍ଲିମେଣ୍ଟ ପରୀକ୍ଷଣ ନିମନ୍ତେ ସରକାରୀ ସ୍ୱୀକୃତିପ୍ରାପ୍ତ ଗୁଜରାଟର ଏନଏଫ୍‌ଏସ୍‌ୟୁସ୍ଥିତ ଏକ ବ୍ୟବସ୍ଥା ନ୍ୟାସନାଲ ସପ୍ଲିମେଣ୍ଟ ଟେଷ୍ଟିଂ ଫର୍‌ ସ୍ପୋର୍ଟସ୍‌ପର୍ସନସ୍‌ (ସିଓଇ-ଏନଏସ୍‌ଟିଏସ) ଦ୍ୱାରା ବିଶ୍ୱସନୀୟତାର ସ୍ୱୀକୃତି ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ, ଏଫଏସଏସ୍‌ଆଇଏବଂ କେନ୍ଦ୍ର ଯୁବ ବ୍ୟାପାା ଓ କ୍ରୀଡା ମନ୍ତ୍ରଣାଳୟ ମଧ୍ୟରେ ଏକ ତ୍ରି-ପାକ୍ଷିକ ବୁଝାମଣାପତ୍ର ଅନୁଯାୟୀ ସିଓଓ- ଏନଏସ୍‌ଟିଏସ୍‌ ଡବ୍ଲୁୂ୍ୟଏଡିଏ ଦ୍ୱାରା ନିଷିଦ୍ଧ ଘୋଷିତ ପଦାର୍ଥ କ୍ଷେତ୍ରରେ ଉନ୍ନତ ବିଶ୍ଲେଷଣାତ୍ମକ ଓ ବ୍ୟାଚ୍‌ୱାରୀ ପରୀକ୍ଷଣ କରୁଛି । ପ୍ରମାଣୀକୃତ ଉତ୍ପାଦଗୁଡିକ ଏନଏଫଏସ୍‌ୟୁ ପୋର୍ଟାଲରେ ତାଳିକାଭୁକ୍ତ କରାଯାଉଛି ଏବଂ ସେଥିରେ ‘ଏନଏଫଏସ୍‌ୟୁ- ଏନଏସ୍‌ଟିଏସ୍‌ ଟ୍ରଷ୍ଟେଡ’ ମୋହର ଲଗାଯାଉଛି, ଯାହା ଆଥଲେଟ ଓ ସଂସ୍ଥାନଗୁଡିକୁ ସେମାନଙ୍କର ପିରାପତ୍ତା  ଅନୁପାଳନକୁ ସୁନିଶ୍ଚିତ କରୁଛି । ଫଳସ୍ୱରୂପ ୫ଟି ନୁ୍ୟଟ୍ରିଲାଇଟ ଉତ୍ପାଦ ସମ୍ପ୍ରତି ସେଗୁଡିକର ପ୍ୟାକେଜିଂ ଉପରେ ଏନଏଫ୍‌ଏସୟୁ- ଏନଏସ୍‌ଟିଏସ୍‌ ଲୋଗୋ ସହିତ ଭରସା, ବିଶ୍ୱାସ ଏବଂ ସ୍ୱଚ୍ଛତାର ଏକ ସ୍ୱାଧୀନ ମୋହର ଲଗାଇବାକୁ ସ୍ୱୀକୃତିପ୍ରାପ୍ତ ହୋଇଛି ।

Powered by Froala Editor

Tags Nutrilite, Amway

Related articles Odisha News Lens 4.1

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14827
    Jun 16, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14574
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14570
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14574
    Jun 16, 2026
  • ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13437
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14321
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15043
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13645
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15528
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14570
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In