ବିମାନବନ୍ଦରରେ ୪କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକରୁ ଭୁବନେଶ୍ୱର ନେଇ ଆସିଥିଲେ ଜଣେ ଯୁବକ ଓ ଯୁବତୀ । ତାଙ୍କୁ ବିମାନବନ୍ଦରରେ ଧରିଲା କଷ୍ଟମ ବିଭାଗ । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୪କୋଟି ହେବ ବୋଲି ସୂଚନା ମିଳିଛି । ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ବାନ୍ଧିଲା କଷ୍ଟମ ବିଭାଗ ।
Powered by Froala Editor