କମିଲା ସୁନା, ଜାଣନ୍ତୁ କେତେ?
ଭୁବନେଶ୍ୱର : କମିଲା ସୁନା । ଶନିବାର ପୁଣି କମିଛି ସୁନା ଦାମ୍। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୧୮୦ ଟଙ୍କା ରହିଛି । ଗତକାଲି ୧,୦୧,୨୪୦ ଟଙ୍କା ଥିଲା । ଏଥିରେ ୬୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୨,୭୫୦ ଟଙ୍କା ରହିଛି । ଗତକାଲି ୯୨,୮୦୦ ଟଙ୍କା ଥିଲା । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୫,୮୯୦ ଟଙ୍କା ରହିଛି । ଗତକାଲି ୭୫,୯୩୦ ଟଙ୍କା ଥିଲା ।
Powered by Froala Editor