Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ...

  • ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ...

  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ...

  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ...

  • ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ ...

  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ...

  • ବହୁ ଉପାଦେୟ ମେଥିପାଣି

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

2025-08-02 18:06:36
14696
Share:
Facebook
Twitter
E-Mail
WhatsApp
Telegram
ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଆସନ୍ତା ୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।  ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଠାରୁ ଏହି ଯାତ୍ରାରେ ରୋକ ଲଗାଇଯାଇଛି ।

ଅମରନାଥ ଗୁମ୍ଫାକୁ ସଂଯୋଗ କରୁଥିବା ଉଭୟ ପହଲଗାଓଁ ଓ ବାଲତାଲ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ମରାମତି ପାଇଁ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳୁ କୌଣସି ଶ୍ରଦ୍ଧାଳୁଙ୍କୁ ଯାତ୍ରା ଅନୁମତି ପ୍ରଦାନ କରାଯାଇନାହିଁ। ଇତିମଧ୍ୟରେ ଚାରି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାସ୍ଥିତ ବରଫ ଲିଙ୍ଗ ଦର୍ଶନ କରିସାରିଲେଣି। ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଯାତ୍ରା ଶେଷ ହେବ । ରାସ୍ତା ସଫା ହେବା ପରେ ପୁଣି ଯାତ୍ରା ଆରମ୍ଭ ହେବାର ସମ୍ଭାବନା ରହିଛି । ତେବେ ବର୍ଷା ଓ ଭୂସ୍ଖଳନ ପାଇଁ ଜୁଲାଇ ୧୭ରେ ଯାତ୍ରା ବନ୍ଦ ରହିଥିଲା ।

Powered by Froala Editor

Tags amarnath

Related articles Odisha News Lens 4.1

  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15477
    Aug 02, 2025
  •  ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା

    13957
    Aug 02, 2025
  •  ବହୁ ଉପାଦେୟ ମେଥିପାଣି
    ବିଶେଷ

    ବହୁ ଉପାଦେୟ ମେଥିପାଣି

    15016
    Aug 02, 2025
  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ...
    ଦେଶ-ଦେଶାନ୍ତର

    ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ...

    15340
    Aug 02, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....
    ବିଶେଷ

    ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14984
    Aug 02, 2025
  • ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର
    ମନୋରଞ୍ଜନ

    ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର

    14559
    Aug 02, 2025
  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    13442
    Aug 02, 2025
  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ
    ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14798
    Aug 02, 2025
  • ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

    14696
    Aug 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14798
    Aug 02, 2025
  • ମନୋରଞ୍ଜନ

    ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର

    14559
    Aug 02, 2025
  • ବିଶେଷ

    ବହୁ ଉପାଦେୟ ମେଥିପାଣି

    15016
    Aug 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17088
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    14984
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15016
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14680
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14612
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15194
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14258
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14720
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14811
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ଟଙ୍କା

    15340
    Aug 02, 2025
  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14798
    Aug 02, 2025
  • ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର

    14559
    Aug 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In