ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ : ଏୟାରଟେଲ୍ ନିଜର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ରିଚାର୍ଜ ପ୍ଲାନ୍ । ଏଥିରେ ଅସୀମିତ କଲିଙ୍ଗ୍ ଓ ଡାଟା ସହ ଅସୀମିତ ୫ଜି ମଧ୍ୟ ଅଫର୍ କରାଯାଉଛି । ଏୟାରଟେଲ୍ ନିଜର ଏହି ନୂଆ ପ୍ରିପେଡ୍ ପ୍ଲାନ୍ରେ ୧ ଟଙ୍କା ଅଧିକ ଖର୍ଚ୍ଚ କରି ୧୪ଜିବି ଅତିରିକ୍ତ ଡାଟା ମଧ୍ୟ ଅଫର୍ କରୁଛି । ଜାଣନ୍ତୁ ଏହି ପ୍ଲାନ୍ ବିଷୟରେ..
ଏୟାରଟେଲ୍ର ଏହି ଶସ୍ତା ପ୍ଲାନ୍ ୩୯୯ ଟଙ୍କାରେ ଆସୁଛି । ଏଥିରେ ଉପଭୋକ୍ତାଙ୍କୁ ୨୮ ଦିନର ସମୟସୀମା ଅଫର୍ କରାଯାଉଛି । କମ୍ପାନୀ ନିଜର ଏହି ପ୍ଲାନ୍ରେ ଅସୀମିତ ଭଏସ୍ କଲିଙ୍ଗ୍ ସହ ଦୈନିକ ୨.୫ଜିବି ହାଇସ୍ପିଡ୍ ଡାଟା ଅଫର୍ କରାଯାଉଛି । ଏହାସହ ୧୦୦ ମାଗଣା ଏସଏମଏସର ମଧ୍ୟ ଲାଭ ପାଇପାରିବେ ।
Powered by Froala Editor