Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

2025-06-25 15:10:19
15792
Share:
Facebook
Twitter
E-Mail
WhatsApp
Telegram
ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁନିକ, ଆମୋନିଆ ମୁକ୍ତ କ୍ରିମ ହେୟାରକଲର୍‌ ‘ଭାସମଲ୍‌ ହେନା କ୍ରିମି ହେୟାର କଲର ପ୍ରଚଳନ ସହିତ ଏକ ପ୍ରଭାବଶାଳୀ ନୂତନ ଅଧ୍ୟାୟ ଆଭମ୍ଭ କରିଛି । 

ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି, ବ୍ରାଣ୍ଡ୍‌ ନେତୃବୃନ୍ଦ ଏବଂ  ବ୍ରାଣ୍ଡ୍‌ର ନୂତନ ଅଭିଯାନ ଓ ମୂଲ୍ୟବୋଧକୁ ଧରି ରଖୁଥିବା ଏକ ମନମୋହକ ବାଲୁକା ସ୍ଥାପତ୍ୟ ଉନ୍ମୋଚନ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି । 

ଭବ୍ୟ ରଥଯାତ୍ରା ସହିତ ସମାନ ସମୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଉଭୟ ବିଧି ବିଧାନ ଏବଂ ଆତ୍ମ-ଅଭିବ୍ୟକ୍ତିକୁ ସମ୍ମାନ ଜଚ୍ଚାଉଥିବା ସୋନ୍ଦର୍ଯ୍ୟର ଏକ ଉତ୍ସବ ଭାବରେ #ରୁଟେଡ୍‌ଇନ୍‌ଭାସମଲ୍‌ହେନା ଦର୍ଶନ ତତ୍ତ୍ୱ ଉପରେ ଆଧାରିତ ହୋଇଛି । ଜୁନ୍‌ ୨୨ ତାରିଖରେ ଉନ୍ନୋଚିତ ହୋଇଥିବା ଏହି ପ୍ରଚାର ଅଭିଯାନର କେନ୍ଦ୍ର ସ୍ଥଳରେ ରହିଛି ପଦ୍ମଶ୍ରୀ ପଟ୍ଟନାୟକଙ୍କର ହୃଦୟସ୍ପର୍ଶୀ ସ୍ଥାପତ୍ୟ, ଯେଉଁଥିରେ ସମାନ ନାରୀଙ୍କୁ ଦୁଇଟି ରୂପରେ ସ୍ଥାନ ପାଇଛନ୍ତି: ଗୋଟିଏ ପରିଦୃଶ୍ୟ ହେଉଥିବା ଧୂସର, ଏବଂ ଅନ୍ୟଟି  ଭାସମଲ୍‌ ହେନା କ୍ରିମି ହେୟାର କଲର ବ୍ୟବହାର କରିବା ପରେ ପ୍ରାକୃତିକ ଭାବରେ ଉଜ୍ଜ୍ୱଳ କଳା ରଙ୍ଗରେ । ଏହାର ମୂଳରେ ରହିଛି ନୂଆ ଭାସମଲ୍‌ ହେନା କ୍ରିମି ହେୟାର କଲର ଉତ୍ପାଦ ପ୍ୟାକ୍‌, ଯାହା ଚତୁର୍ପାଶ୍ୱର୍ରେ ଆକର୍ଷଣୀୟ ତିନି ରଥ ରହିଛି ଏବଂ ଏହା ପରମ୍ପା ଏବଂ ରୂପାନ୍ତରଣକୁ ଏକତ୍ର ପରିଦୃଶ୍ୟ ହେବାଭଳି ବାନ୍ଧି ରଖୁଛି । 

ଭାସମଲ୍‌ର ମୂଳ କମ୍ପାନୀ ଏଚଆରଆଇପିଏଲ୍‌ର ଏମ୍‌ଡି ଓ ସିଇଓ ଧିରଜ ଆରୋରା ବ୍ରାଣ୍ଡ୍‌ର ଦୂରଦୃଷ୍ଟି ସମ୍ପର୍କରେ ଉଲ୍ଲେଖ କରି କହିଥିଲେ, “ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଭାସମଲ୍‌ ଭାରତୀୟ ପରିବାରଗୁଡିକର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି, ଯାହା ଦୈନନ୍ଦିନ ବିଧି ବିଧାନରେ କେବଳ ଆକାଂକ୍ଷିତ ହେଉନାହିଁ, ତାହାସହିତ ଆମମାନଙ୍କ ହୃଦୟରେ ଗଭୀର ଭାବରେ ସ୍ଥାନ ପାଇଛି । ଆମର ନବୀନତମ ଉତ୍ପାଦ ଭାସମଲ୍‌ ହିନା କ୍ରିମି ହେୟାର କଲର ଆଗକୁ ଆଉ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରୁଛି, ଯେଉଁଠାରେ ଆଧୁନିକ ସ୍ୱାଚ୍ଛନ୍ଦ୍ୟ ସହିତ ପରମ୍ପରାର ମିଳନ ଘଟୁଛି । ଏହି ନବସୃଜନରେ ସାମ୍ପ୍ରତିକ ଗ୍ରାହକଙ୍କ ଇକ୍ତା ସହିତ ଐତିହ୍ୟର ପରିପୋଷଣକାରୀ ଯନôର ସହଜ ଓ ବିଶ୍ୱାସଭାବର ସହିତ ସମ୍ମିଶ୍ରଣ ଘଟିଛି । ଏହାର ଶୁଭାରମ୍ଭ ସହିତ ପ୍ରତ୍ୟେକ ନାରୀ ଗର୍ବର ସହିତ କହିପାରିବେ ଯେ, “ସୁରକ୍ଷିତ ରହେ ମେରେ ବାଲ୍‌, ଭାସମଲ୍‌ ହେନା କ୍ରିମି ହେୟାର କଲର କା କମାଲ୍‌ ।”

ଏଚଆରଆଇପିଏଲ୍‌ର ସିନିୟର ଭିପି-ମାର୍କେଟିଂ ପ୍ରିୟଙ୍କା ପୁରୀ କହିଥିଲେ, “ଏହି ପ୍ରଚାର ଅଭିଯାନର ମୂଳ ପରମ୍ପରା, ଆତ୍ମ-ଅଭିବ୍ୟକ୍ତି ଏବଂ ପିଢି ପରେ ପିଢି ସୋନ୍ଦର୍ଯ୍ୟର ଭାବପ୍ରବଣ ଭାଷାରେ ରହିଛି । #ରୁଟେଡଇନ୍‌ଭାସମଲ୍‌ହିନା ସହିତ ଆମେ କେବଳ ହେୟାର କଲରକୁ ନେଇ ଖୁସି ମନାଉନାହୁଁ- ଆମେ ସାମ୍ପ୍ରତିକ ଭାରତୀୟ ନାରୀଙ୍କ ପାଇଁ ସମୟ ସ୍ରୋତରେ ଅତିବାହିତ ହୋଇଥିବା ପୁନଃପରିକଳ୍ପିତ ବିଧି ବିଧାନଗୁଡିକୁ ସମ୍ମାନ ପ୍ରଦର୍ଶନ କରୁଛୁ । ନୂଆ ଭାସମଲ୍‌ ହେନା କ୍ରିମିର ଶୁଭାରମ୍ଭ ସେହି ଯାତ୍ରାରେ ଆଉ ଏକ ଅଗ୍ରଣୀ ପ୍ରୟାସ ହୋଇଛି- ଏହା ଏକ ନବସୃଜନ ଯାହା ପରମ୍ପରାର ଯନô ଏବଂ ଆଧୁନିକତାର ସହଜକୁ ଏକତ୍ରିତ କରୁଛି । ଏଥିସହିତ ପ୍ରତ୍ୟେକ ନାରୀ ଦର୍ଶନ ପୂର୍ବମରୁ ଏବଂ ତାହାର ଦୀର୍ଘ ସମୟ ପରେ ବଜାୟ ରହୁଥିବା ସେହି ସୋନ୍ଦର୍ଯ୍ୟ ସହିତ ଏବେ କହିପାରିବେ, “ସୁରକ୍ଷିତ ରହେ ମେରେ ବାଲ୍‌, ଭାସମଲ୍‌ ହେନା କ୍ରିମି ହେୟାର କଲର କା କମାଲ୍‌’ । ବର୍ତ୍ତମାନକୁ ଗର୍ବର ସହିତ ଆପଣେଇବା ବେଳେ ନିଜର ମୂଳସ୍ତରରେ ସାମର୍ଥ୍ୟକୁ ସନ୍ଧାନ କରୁଥିବା ପ୍ରତ୍ୟେକ ନାରୀଙ୍କ ସହିତ ଏହା ବାର୍ତ୍ତାଳାପ କରୁଛି ।”

କାର୍ଯ୍ୟକ୍ରମରେ ପ୍ରକାଶ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ, “ବାଲୁକା ଏଭଳି ଏକ ଶକ୍ତିଶାଳୀ ମାଧ୍ୟମ ଯେ ଏହା ଜଣକୁ ଆତ୍ମାରୁ ସିଧା ଆସୁଥିବା କାହାଣୀ ଆତ୍ମାକୁ କହିଥାଏ । ଐତିହ୍ୟ ଏବଂ ଭାବପ୍ରବଣ ସୋନ୍ଦର୍ଯ୍ୟରେ ଗଭୀର ଭାବରେ ସଂଯୁକ୍ତ ଏକ ବ୍ରାଣ୍ଡ୍‌ ଭାସମଲ୍‌ ସହିତ କାର୍ଯ୍ୟକରିବା ମୋତେ ଏଭଳି କିଛି ସୃଷ୍ଟି କରିବାକୁ ସୁଯୋଗ ଦେଇଛି ଯାହା କେବଳ ପରମ୍ପରାକୁ ସମ୍ମାନ ଜଣାଉନାହିଁ, ତାହାସହିତ ସେଗୁଡିକ ଆଜିର ଦୁନିଆରେ କିଭଳି ପରିବର୍ତ୍ତିତ ହେଉଛି ତାହା ପ୍ରତିଫଳିତ କରୁଛି ।”

ଋଥଯାତ୍ରା ଆଗକୁ ବଢୁଥିବାବେଳେ ଭାସମଲ୍‌ ମଧ୍ୟ ବିଶ୍ୱାସବୋଧ, ଯନô ଏବଂ ପ୍ରତ୍ୟେକ ପିଢି ନିମନ୍ତେ ନିରାପଦ ହେୟାର କଲର୍‌ର ଏକ ପରମ୍ପରାକୁ ନେଇ ଆଗକୁ ବଢୁଛି ।

Powered by Froala Editor

Tags Vasmol

Related articles Odisha News Lens 4.1

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14827
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13437
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14574
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14321
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15043
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13645
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15528
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In