Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 25, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ...

  • ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ...

  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ...

  • ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ...

  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ...

  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ...

  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ...

  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ...

  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

2025-06-25 11:37:27
14396
Share:
Facebook
Twitter
E-Mail
WhatsApp
Telegram
 ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

ନୂଆଦିଲ୍ଲୀ: ପ୍ରେମିକଙ୍କ ନିକଟରୁ ପ୍ରତାରିତ ହେବାପରେ ଜଣେ ଯୁବତୀ ପ୍ରତିଶୋଧ ପରାୟଣ ହୋଇ ଗୁଜରାଟ ସରକାରଙ୍କୁ ମୋଟ ୨୧ ଥର ବୋମା ଧମକ ଦେଇଥିବା ଜଣାପଡିଛି। ତାମିଲନାଡୁ ପୁଲିସ ଏହି ଘଟଣାରେ ରେନି ‌େ‌ଜାଶିଲଦା ନାମ୍ନୀ ଯୁବତୀଙ୍କୁ ଗିରଫ କରିଛି। ସୂଚନା ମୁତାବକ ଚେନ୍ନଇର ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିବା ଜୋଶିଲଦା ଦିଭିଜ୍‌ ପ୍ରଭାକର ନାମକ ଯୁବକଙ୍କୁ ପ୍ରେମ କରୁଥିଲେ। ଜୋଶିଲଦାଙ୍କୁ ବିବାହ କରିବେ ବୋଲି ଦିଭିଜ୍‌ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଚଳିତବର୍ଷ ପ୍ରାରମ୍ଭରେ ଦିଭିଜ୍‌ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ଜୋଶିଲଦା ପ୍ରତିଶୋଧ ପରାୟଣ ହୋଇପଡିଥିଲେ। ଦିଭିଜ୍‌ଙ୍କୁ ହରଡଘଣାରେ ପକାଇବାକୁ ସେ ଷଡଯନ୍ତ୍ର ରଚିଥିଲେ। ନିଜର କମ୍ପ୍ୟୁଟର ଜ୍ଞାନକୌଶଳକୁ ଆଧାର କରି ଜୋଶିଲଦା ଦିଭିଜ୍‌ଙ୍କ ନାମରେ ନକଲି ଇ-ମେଲ ଆଇଡି, ଭିପିଏନ, ଭର୍ଚୁଆଲ ମୋବାଇଲ ନମ୍ବର ଏବଂ ଡାର୍କ ୱେବ ପ୍ରସ୍ତୁତ କରି ଗୁଜରାଟର ବିଭିନ୍ନ ସ୍ଥାନକୁ ବୋମା ଧମକ ପଠାଇଥିଲେ। ଏହି ସ୍ଥାନଗୁଡିକ ମଧ୍ୟରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ବିଜେ ମେଡିକାଲ କଲେଜ ଏବଂ ଏକାଧିକ ସ୍କୁଲ ସାମିଲ ଥିଲା। ଏପରିିକି ଜୁନ ୧୨ରେ ଏୟାର ଇଣ୍ଡିଆ ବିମାନକୁ ବିସ୍ଫୋରଣ ଜରିଆରେ ଉଡାଇ ଦିଆଯାଇଛି ବୋଲି ଗୋଟିଏ ଇ-ମେଲରେ ଉଲ୍ଳେଖ କରାଯାଇଥିଲା। ଜୋଶିଲଦା କେବଳ ଗୁଜରାଟ ନୁହେଁ, ମହାରା‌ଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ ଓ କେରଳକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ଏ ପ୍ରସଙ୍ଗରେ ଏକାଧିକ ଏତଲା ଦାଏର କରାଯାଇଥିଲା। ତାମିଲନାଡୁ ପୁଲିସ ଶେଷରେ ମଙ୍ଗଳବାର ଜୋଶିଲଦାଙ୍କୁ ଚେନ୍ନଇସ୍ଥିତ ବାସଭବନରୁ ଗିରଫ କରିବାରେ ସଫଳ ହୋଇଛି।

Powered by Froala Editor

Tags Arrested

Related articles Odisha News Lens 4.1

  •  ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14396
    Jun 25, 2025
  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା
    ଦେଶ-ଦେଶାନ୍ତର

    ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14097
    Jun 25, 2025
  • ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇସ୍ରାଏଲ ଓ ଇରାନ ସମାନ ରୂପରେ ଯୁଦ୍ଧ ରୋକିବାକୁ ଚାହୁଁଥିଲେ: ଟ୍ରମ୍ପ

    14636
    Jun 25, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ ...
    ବାଣିଜ୍ୟ

    ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ ...

    14917
    Jun 25, 2025
  • ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ
    ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13943
    Jun 24, 2025
  • ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ
    ଦେଶ-ଦେଶାନ୍ତର

    ବଢିବ ଟ୍ରେନ ଭଡା, ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ

    14240
    Jun 24, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ
    ବିଶେଷ

    ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14453
    Jun 25, 2025
  • ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...
    ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ...

    14489
    Jun 24, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା
    ବିଶେଷ

    ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    14994
    Jun 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ମାଲବାହୀ ଜାହାଜ

    13943
    Jun 24, 2025
  • ଦେଶ-ଦେଶାନ୍ତର

    ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14414
    Jun 24, 2025
  • ଦେଶ-ଦେଶାନ୍ତର

    ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ଯୁବତୀ

    14489
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17018
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15510
    Apr 03, 2021

ବିଶେଷ

  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14453
    Jun 25, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    14994
    Jun 25, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    15138
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    14153
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15930
    Jun 23, 2025

ବାଣିଜ୍ୟ

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁ ...

  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15531
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15001
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14822
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14824
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14396
    Jun 25, 2025
  • ଭୂତ ପ୍ରେତକୁ ଆମନ୍ତ୍ରଣ କରିପାରେ ‘ପାଣିରେ ହଳଦୀ’ ଟ୍ରେଣ୍ଡ

    14414
    Jun 24, 2025
  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14097
    Jun 25, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In