Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ...

  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ...

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ...

  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ...

  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ...

  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ...

ରାଜନୀତି
Home ›› ରାଜନୀତି ››ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

2025-06-24 15:08:15
15860
Share:
Facebook
Twitter
E-Mail
WhatsApp
Telegram
ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୪/୦୬: ଆଜି ଦେଶରେ କଂଗ୍ରେସ ନିଜର ଅସ୍ଥିତ୍ୱ ରକ୍ଷା ପାଇଁ ଚେଷ୍ଟା କରୁଛି। କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରୁଥିବାବେଳେ ଏହାର ଭୋଟ ହାର ଦିନକୁ ଦିନ କମିଚାଲିଛି। ଏଭଳିସ୍ଥିତିରେ ଦଳ ନିଜର ସ୍ଥିତି ବଂଚାଇବା ପାଇଁ ଓ ଗଣମାଧ୍ୟମରେ ରହିବା ପାଇଁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରୁଛି। କଂଗ୍ରେସ ବୋଧହୁଏ ଭୁଲିଯାଇଛି ଯେ, ଛବିରାଣୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଘଟଣା ତାଙ୍କ ଦଳର ନେତୃତ୍ୱଙ୍କ ଦ୍ୱାରା ପ୍ରାୟୋଜିତ ଥିଲା। ଖାଲି ସେତିକି ନୁହେଁ, ନେନା ସାହାଣୀ ଘଟଣାରେ ଦିଲ୍ଲୀର କଂଗ୍ରେସ ନେତୃତ୍ୱଙ୍କ ସମ୍ପୃକ୍ତି ଥିଲା। ନେନାଙ୍କ ଶରୀରକୁ ଯେଉଁଭଳି ଭାବେ କଟାଯାଇ ତନ୍ଦୁରି ଚୁଲା ଭିତରେ ଭର୍ତି କରାଯାଇଥିଲା, ତାହାକୁ ନା ଓଡ଼ିଶାବାସୀ ନା ଦେଶବାସୀ ଭୁଲିପାରିଛନ୍ତି। ଏଥିଯୋଗୁ ଆଇନାରେ କଂଗ୍ରେସ ପ୍ରଥମେ ନିଜ ମୁଁହ ନିଜେ ଦେଖିୁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମ ଆଗରେ କହିଛନ୍ତି।


ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗୋପାଳପୁର ଗଣବଳାତ୍କାର ମାମଲା ଅତ୍ୟନ୍ତ ଦୁଃଖଦାୟକ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ତୁରନ୍ତ କ୍ରାଇମବାଂଚକୁ ଦାୟିତ୍ୱ ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ମାତ୍ର ୨୪ ଘଂଟା ମଧ୍ୟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଯେପରି ଦୁଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୋଲିସ ପ୍ରଶାସନ ଓ କ୍ରାଇମବାଂଚକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଅପରପକ୍ଷେ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସ ଆଜି ଅଞ୍ଜନା ମିଶ୍ର ଘଟଣାରେ ଦଳର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଏହି କାଣ୍ଡ ଯୋଗୁ ଦଳ କ୍ଷମତାରୁ ଗଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ନେତୃମଣ୍ଡଳୀଙ୍କର ସ୍ପଷ୍ଟୀକରଣପରେ ଦଳ ସମ୍ପୂର୍ଣ୍ଣ ରୂପେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇବା ପାଇଁ ନିଜର ନୈତିକ ଅଧିକାର ହରାଇଛି। କିନ୍ତୁ ଓଡ଼ିଶାର ମାତୃ ଜାତି ପ୍ରତି ବିଜେପି ସରକାର ସମର୍ପିତ। ମା’ ଓ ଭଉଣୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କ ଆର୍ଥିକ ଉନ୍ନତି ଓ ଶିକ୍ଷାର ବିକାଶ ପାଇଁ ବିଜେପି ସରକାର ପ୍ରାଥମିକତା ଦେଉଛନ୍ତି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।

Powered by Froala Editor

Tags odisha bjp

Related articles Odisha News Lens 4.1

  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ
    ଦେଶ-ଦେଶାନ୍ତର

    ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ

    13765
    Jul 14, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’
    ଦେଶ-ଦେଶାନ୍ତର

    ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14477
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...

    15447
    Jul 14, 2026
  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ
    ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14476
    Jul 14, 2026
  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...

    15030
    Jul 14, 2026
  •  ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ
    ଦେଶ-ଦେଶାନ୍ତର

    ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14718
    Jul 14, 2026
  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ
    ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15075
    Jul 14, 2026
  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି
    ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14809
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...
    ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...

    13383
    Jul 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    13818
    Jul 14, 2026
  • ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15075
    Jul 14, 2026
  • ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14476
    Jul 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16974
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17586
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18040
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14549
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14841
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15592
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15700
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15512
    Jul 05, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13383
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14656
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15845
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15712
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି

    15030
    Jul 14, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14477
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15447
    Jul 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In