ଭିଜିଲାନ୍ସ ଜାଲରେ ବାସୁଦେବପୁର କନିଷ୍ଠ ଯନ୍ତ୍ରୀ

ଭଦ୍ରକ : ଭିଜିଲାନ୍ସ ଜାଲରେ ଫସିଲେ ବାସୁଦେବପୁର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ । ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ। ବ୍ରାହ୍ମଣୀ ଗାଁ ଛକରେ ପୋଖରୀ ପୁନଃରୁଦ୍ଧାର ଓ ମାର୍କେଟ କମ୍ପ୍ଲେକ୍ସ ବିଲ କରାଇ ଦେବାକୁ କହି ନିୟୁଇଣ୍ଡିଆ ସାହି ସ୍ଥିତ ଭଡା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
Powered by Froala Editor