ଦୁଇ ଗୋଷ୍ଠୀ ମୁହାଁମୁହିଁ, ଦୁଇ ଆହତ
ବ୍ରହ୍ମପୁର: ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ମେରାଇନ ଥାନା ପାତିସୋନପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଦୁଇ ଜଣ ଆହତ ହୋଇଛନ୍ତି । ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
Powered by Froala Editor