ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍
ପୁରୀ: ପହଲଗାଓଁ ଆକ୍ରମଣ ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି । ସୁରକ୍ଷା ନେଇ ପୁରୀ ଏସପି ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି ଏହି ସ୍ୱତନ୍ତ୍ର ଟିମ୍ । ମେ ୭ତାରିଖରେ ଦେଶରେ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ କରାଯିବ । ଗୃହ ମନ୍ତ୍ରାଣଳାୟ ପକ୍ଷରୁ ଓଡ଼ିଶାର ୧୨ଟି ସ୍ଥାନରେ ମକ୍ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିମଧ୍ୟରେ ପୁରୀରେ ମକ୍ଡ୍ରିଲ୍ କରାଯିବ ।
Powered by Froala Editor