Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ...

  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

  • ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ...

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ...

  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ...

  • ଭାରତ ମହାସାଗରରେ ଆମେରିକା ନୌସେନା ...

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ...

  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ...

  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର

Home ›› ››ଶୌଚାଳୟରେ ମୃତ ଶିଶୁପୁତ୍ରକୁ ଜନ୍ମ ଦେଲେ ଛାତ୍ରୀ

ଶୌଚାଳୟରେ ମୃତ ଶିଶୁପୁତ୍ରକୁ ଜନ୍ମ ଦେଲେ ଛାତ୍ରୀ

2025-03-21 06:58:48
15539
Share:
Facebook
Twitter
E-Mail
WhatsApp
Telegram
ଶୌଚାଳୟରେ ମୃତ ଶିଶୁପୁତ୍ରକୁ ଜନ୍ମ ଦେଲେ ଛାତ୍ରୀ

ନୟାଗଡ଼: ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଛାତ୍ରୀଙ୍କ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ ସାବାଳିକା ବୋଲି ଜଣାପଡ଼ିଛି। ତେବେ ଛାତ୍ରୀନିବାସରେ ରହୁଥିଲେ ମଧ୍ୟ ଛାତ୍ରୀଜଣକ ଗର୍ଭବତୀ ଥିବା ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତନାଘନା ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ଆଜି ଭୋର୍‌ ସମୟରେ ଛାତ୍ରୀଜଣକ ପେଟରେ ଜୋର୍‌ରେ ଯନ୍ତ୍ରଣା ହେଉଥିବା ନେଇ ତାଙ୍କ ସହପାଠୀଙ୍କୁ ଜଣାଇଥିଲେ। ପରେ ଛାତ୍ରୀନିବାସ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଏକ ଇଞ୍ଜେକସନ୍ ଦେଇଥିଲେ। ଏହାର କିଛି ସମୟ ‌ପରେ ଛାତ୍ରୀଜଣକ ପାଇଖାନା ଯିବେ ବୋଲି ଡାକ୍ତରଙ୍କୁ କହିଥିଲେ। ପାଇଖାନା ଯାଉ ଯାଉ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇ ସେଠାରେ ଅଚେତ ‌ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ସେଠାରୁ ନେଇ ହସ୍ପିଟାଲ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଛାତ୍ରୀଙ୍କ ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଅଜୟ ବାହିନୀପତି ସୂଚନା ଦେଇଛନ୍ତି।

ଏ ସଂକ୍ରାନ୍ତରେ ହଷ୍ଟେଲ ମୁଖ୍ୟ ରିଙ୍କୁ ଖାଡ଼ଙ୍ଗା କହିଛନ୍ତି, ପ୍ରତ୍ୟେକ ଦିନ ସେ ଛାତ୍ରୀନିବାସ ପରିଦର୍ଶନରେ ଯାଆନ୍ତି। ଗତକାଲି ମଧ୍ୟ ଯାଇଥିଲେ ଓ ଉକ୍ତ ଛାତ୍ରୀଙ୍କୁ ଦେଖିଥିଲେ। ମାତ୍ର ଛାତ୍ରୀଙ୍କର ଏପରି ଅବସ୍ଥା ସମ୍ପର୍କରେ ସେ ଅବଗତ ହୋଇ ପାରିନଥିଲେ। ଆଜି ଭୋର୍‌ ୫ଟା ୩୦ ମିନିଟରେ ତାଙ୍କର ଜଣେ ବନ୍ଧୁ ଫୋନ୍ କରି ଛାତ୍ରୀଙ୍କ ଅବସ୍ଥା ଖରାପ ଥିବା କହିଥିଲେ। ଏହା ପରେ ଡାକ୍ତରଖାନାରେ ଏମିତି ଘଟଣା ଘଟିଛି। ଛାତ୍ରୀନିବାସକୁ ଡାକ୍ତର ନିୟମିତ ଭାବେ ଆସି ଛାତ୍ରୀମାନଙ୍କର ସ୍ବାସ୍ଥ୍ୟାବ୍ୟସ୍ଥା ପରୀକ୍ଷା କରନ୍ତି। ବୋଧହୁଏ ଏହି ଛାତ୍ରୀଜଣକ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନାହାନ୍ତି। ଆଜି ଏହି ଘଟଣା ପରେ ତାଙ୍କ ଅଭିଭାବକଙ୍କୁ ଅବଗତ କରାଯାଇଛି। ନୟାଗଡ଼ରେ ପହଞ୍ଚିବା ପରେ ସେମାନଙ୍କ ସହ ଆଲୋଚନା କରାଯିବ। ଅନ୍ୟପଟେ ଏ ନେଇ ଟାଉନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଛାତ୍ରୀଜଣକ ଏଠାରେ କିମ୍ବା ତାଙ୍କ ଅଞ୍ଚଳରେ ଥିବା ଥାନାରେ ଏତଲା ଦେବା ପରେ ଏହାର ତଦନ୍ତ ଆରମ୍ଭ ହେବ ବୋଲି ଥାନା ଇନ୍‌ସ୍ଫେକ୍ଟର ରଶ୍ମୀରଞ୍ଜନ ମହାପାତ୍ର କହିଛନ୍ତି।

Powered by Froala Editor

Tags Student pregnent

Related articles Odisha News Lens 4.1

  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା
    ଦେଶ-ଦେଶାନ୍ତର

    ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13610
    Mar 07, 2026
  •  ଏହି  ସ୍ଥାନରେ କଳାଜାଇ ଥିଲେ  ଖୋଲେ ପୂର୍ବଜନ୍ମର ରହସ୍ୟ
    ବିଶେଷ

    ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14054
    Mar 07, 2026
  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ନାମାଙ୍କନ ଦାଖଲ କଲେ ନୀତିଶ କୁମାର

    15188
    Mar 05, 2026
  • ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ
    ଦେଶ-ଦେଶାନ୍ତର

    ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

    14088
    Mar 06, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ
    ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14855
    Mar 06, 2026
  • ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ
    ଦେଶ-ଦେଶାନ୍ତର

    ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ

    13365
    Mar 07, 2026
  •  UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ
    ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13423
    Mar 06, 2026
  •  ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର
    ଦେଶ-ଦେଶାନ୍ତର

    ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର

    14146
    Mar 07, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15168
    Mar 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅଲ୍ଲୁ ସିରିଶ ଓ ନୟନିକା ରେଡ୍ଡୀଙ୍କ ବିବାହ ସମ୍ପନ୍ନ

    13365
    Mar 07, 2026
  • ବିଶେଷ

    ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14690
    Mar 05, 2026
  • ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14855
    Mar 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16247
    Apr 03, 2021

ବିଶେଷ

  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14054
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14690
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15157
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14365
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15069
    Feb 28, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15668
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15127
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14978
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14492
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15168
    Mar 05, 2026
  • ସାରା ଦେଶରେ ଗ୍ୟାସ ସିଲିଣ୍ଡର ମହଙ୍ଗା

    13610
    Mar 07, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14855
    Mar 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In