Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ନେଫ୍ରୋପ୍ଲସ୍ ଭୁବନେଶ୍ୱରରେ ପ୍ରଚଳନ କଲା ‘ଡାଏଲିସିସ୍ ଅନ କଲ୍’: ଘରେ ସୁଲଭ, ଉଚ୍ଚ ଗୁଣମାନର ଡାଏଲିସିସ୍ ଯୋଗାଇ ଦେଉଛି

ନେଫ୍ରୋପ୍ଲସ୍ ଭୁବନେଶ୍ୱରରେ ପ୍ରଚଳନ କଲା ‘ଡାଏଲିସିସ୍ ଅନ କଲ୍’: ଘରେ ସୁଲଭ, ଉଚ୍ଚ ଗୁଣମାନର ଡାଏଲିସିସ୍ ଯୋଗାଇ ଦେଉଛି

2024-12-10 13:28:10
14572
Share:
Facebook
Twitter
E-Mail
WhatsApp
Telegram
ନେଫ୍ରୋପ୍ଲସ୍ ଭୁବନେଶ୍ୱରରେ ପ୍ରଚଳନ କଲା ‘ଡାଏଲିସିସ୍ ଅନ କଲ୍’: ଘରେ ସୁଲଭ, ଉଚ୍ଚ ଗୁଣମାନର ଡାଏଲିସିସ୍ ଯୋଗାଇ ଦେଉଛି

ଭୁବନେଶ୍ୱର : ଏସିଆର ସର୍ବବୃହତ ଡାଏଲିସିସ୍ ନେଟୱର୍କ ନେଫ୍ରୋପ୍ଲସ୍ ଏହାର ‘ଡାଏଲିସିସ୍ ଅନ କଲ୍’ ସେବା ଭୁନନେଶ୍ୱରରେ ଶୁଭାରମ୍ଭ କରିଛି, ଯାହା ଉଚ୍ଚ ଗୁଣମାନର ଡାଏଲିସିସ୍କୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ରଖିଥିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହି ସମ୍ପ୍ରସାରଣ ନେଫ୍ରୋପ୍ଲସ୍ର ସୁପ୍ରସିଦ୍ଧ ଡାଏଲିସିସ୍ ଅନ କଲ୍ (ଡି ଓ ସି) ସେବା ଭୁବନେଶ୍ୱର ସହରକୁ ଆଣିଛି ଏବଂ ଏହାଦ୍ୱାରା ରୋଗୀମାନଙ୍କୁ ସେମାନଙ୍କ ନିଜ ଘରେ ସ୍ୱାଚ୍ଛନ୍ଦ୍ୟ ଓ ସୁବିଧା ଡାଏଲିସିସ୍ ସେବା ଗ୍ରହଣ କରିବାକୁ ସମର୍ଥ କରାଉଛି ।

ଡାଏଲିସିସ୍ ଅନ କଲ୍ ସେହି ରୋଗୀମାନଙ୍କ ପାଇଁ ଏକ ନବୋନ୍ମେଷୀ ପ୍ରୟାସ ହୋଇଛି, ଯେଉଁମାନେ ସେମାନଙ୍କ ବୟସ, ଯାତାୟତକୁ ନେଇ ସମସ୍ୟା, ଦୂରତା ଅଥବା କେବଳ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଡାଏଲିସିସ୍ କ୍ଲିନିକକୁ ଯିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡିଓସି ସହିତ ରୋଗୀମାନେ ଜଣେ ଆଟଣ୍ଡାଣ୍ଟଙ୍କ ବିନା ଆବଶ୍ୟକତାରେ ଡାଏଲିସିସ୍ କରାଇପାରିବେ, ଯେଉଁଥିରେ ପରିବାର ସଦସ୍ୟମାନେ ସେମାନଙ୍କର ସ୍ୱାଭାବିକ କାର୍ଯ୍ୟ ନିମନ୍ତେ ଯାଇପାରିବେ । ପ୍ରତ୍ୟେକ ଥର ଡାଏଲିସିସ୍କୁ ଜଣେ ଅଭିଜ୍ଞ ଟେକ୍ନିସିଆନ ଯନôର ସହିତ ନିରୀକ୍ଷଣ କରୁଛନ୍ତି ଏବଂ ଯେକୋ÷ଣସି ସମସ୍ୟା ଦେଖାଦେଲେ ତାହା ପରିଚାଳନା କରିବାକୁ ଜଣେ ନେଫ୍ରୋଲୋଜିଷ୍ଟ ଅନ୍ କଲ୍ ରହିଥାନ୍ତି ।

ଏହି ସେବା ଉଭୟ ସ୍ୱାଚ୍ଛନ୍ଦ୍ୟ ଏବଂ ସୁଲଭତା ପ୍ରଦାନ କରୁଛି, ପ୍ରତ୍ୟେକ ଥର ନିମନ୍ତେ ମୂଲ୍ୟ ନିୟମିତ ହୋମ୍ ଡାଏଲିସିସ୍ ଠାରୁ କମ୍ ରହୁଛି । ନିୟମିତ ହୋମ୍ ଡାଏଲିସିସ୍ ସହିତ ତୁଳନା କଲେ ଡିଓସି ସେହି ସମାନ ଉଚ୍ଚ ଗୁଣମାନର ଚିକିତ୍ସା ନେଫ୍ରୋପ୍ଲସ୍ ଭଳି କମ୍ ଖର୍ଚ୍ଚରେ ଯୋଗାଉଛି ।

ବିକ୍ରମ ଭୁପ୍ଲାଲା, ପ୍ରତିଷ୍ଠାତା ଓ ଗ୍ରୁପ୍ ସିଇଓ, ନେଫ୍ରୋପ୍ଲସ୍ ଏହି ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି କହିଛନ୍ତି, “ଡାଏଲିସିସ୍ ଅନ କଲ୍ ରୋଗୀମାନଙ୍କ ଘରେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟରେ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣମାନର ଡାଏଲିସିସ୍ ସେବା ଯୋଗାଇ ଦେଉଛି । ନିୟମିତ ହୋମ୍ ଡାଏଲିସିସ୍ ଏହି ସେବା ତୁଳନାରେ ଉଲ୍ଲେଖନୀୟ ଭାବରେ ଅଧିକ ବ୍ୟୟସାପେକ୍ଷ । ସମ୍ପ୍ରତି ଡାଏଲିସିସ୍ ଅନ କଲ୍ ସହିତ ରୋଗୀମାନେ ନେଫ୍ରୋପ୍ଲସ୍ ସୁପରିତ ଥିବା ସମାନ ଗୁଣମାନର ଡାଏଲିସିସ୍ ସେବା କମ୍ ଖର୍ଚ୍ଚରେ ପାଇପାରିବେ । ଭୁବନେଶ୍ୱରରେ ଏହି ସେବା ପ୍ରଚଳନ କରି ଆମେ ଉଲ୍ଲସିତ ଅନୁଭବ କରୁଛୁ ।”

ନେଫ୍ରୋପ୍ଲସ୍ ନିରାପତ୍ତା ଓ ଗୁଣବତ୍ତାକୁ ଅଗ୍ରାଧିକାର ପ୍ରଦାନ କରୁଛି । ଡାଏଲିସିସ୍ ଅନ କଲ୍ ସେବାର ପ୍ରତ୍ୟେକଟି ଅଂଶ, ଯେପରିକି ଡାଏଲିସିସ୍ ଉପକରଣଗୁଡିକର ଉପଯୋଗୀତା ପୂର୍ବରୁ ଜଳର ମାନ ପରୀକ୍ଷଣ ଠାରୁ ସେଗୁଡିକ ସଫା କରିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ପର୍ଯ୍ୟାୟ ଏକ ସୁଦୃଢ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ ଓ ପି) ଦ୍ୱାରା ପରିଚାଳିତ ହୋଇଥାଏ । ଚିକିତ୍ସା ସମୟରେ ସୃଷ୍ଟି ହେଉଥିବା ବାୟୋମେଡିକାଲ ବର୍ଜ୍ୟକୁ ଉପଯୁକ୍ତ ଭାବରେ ନଷ୍ଟ କରିବା ନିମନ୍ତେ ଯନôର ସହିତ ନେଫ୍ରୋପ୍ଲସ୍ ବ୍ୟବସ୍ଥାକୁ ସ୍ଥାନାନ୍ତର କରାଯାଏ, ଯଦ୍ଦ୍ୱାରା ରୋଗୀଙ୍କ ଘରେ କୋ÷ଣସି ଅଦରକାରୀ ପଦାର୍ଥ ରହିବ ନାହିଁ । ଡିଓସିରେ ଡାଏଲିସିସ୍ ମେସିନଗୁଡିକୁ ସଠିକ ଚିକିତ୍ସା ଯୋଗାଣ ନିମନ୍ତେ ସୁନିଶ୍ଚିତ କରିବାକୁ ଯାଞ୍ଚ କରାଯାଉଛି, ଏବଂ ପ୍ରତ୍ୟେକଟି ସେସନ୍କୁ ପୂର୍ଣ୍ଣାଙ୍ଗ ଚିକିତ୍ସା ସାରଣୀରେ ଲିପିବଦ୍ଧ କରାଯାଉଛି ଯାହାକୁ ନେଫ୍ରୋଲୋଜିଷ୍ଟଙ୍କ ସହିତ ସହଭାଗୀତା କରାଯାଉଛି ।

Powered by Froala Editor

Tags dialysis

Related articles Odisha News Lens 4.1

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14581
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15100
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14191
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14759
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14834
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14464
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14624
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14577
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13444
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14834
    Jun 16, 2026
  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14624
    Jun 16, 2026
  • ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14581
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14624
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14328
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15044
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13646
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15529
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14577
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14464
    Jun 16, 2026
  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15362
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In