ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେ଼ଇ କରିଆସୁଛି: ନବୀନ
ଭୁବନେଶ୍ୱର: ପୋଲାଭରମ ପ୍ରସଙ୍ଗକୁ ନେଇ ବିଜେଡି ଏବେ ଆକ୍ସନ ମୁଡରେ । ବିଜେଡି ଟିମ ଏହି ପ୍ରକଳ୍ପକୁ ବିରୋଧ କରି ଦିଲ୍ଲୀ ଯାଇ ସେଠାରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି । ଏହାରି ଭିତରେ ଏହି ପ୍ରସଙ୍ଗକୁ ନେଇ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେ଼ଇ କରିଆସୁଛି । ଏହି ଲଢେ଼ଇ ଜାରି ରହିବ ।
Powered by Froala Editor