Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ...

ବିଶେଷ
Home ›› ବିଶେଷ ››ତକିଆ ତଳେ ରଖି ଦିଅନ୍ତୁ ହଳଦୀ ଖଣ୍ଡ, ଚାକିରି କ୍ଷେତ୍ରରେ ମିଳିଥାଏ ସଫଳତା

ତକିଆ ତଳେ ରଖି ଦିଅନ୍ତୁ ହଳଦୀ ଖଣ୍ଡ, ଚାକିରି କ୍ଷେତ୍ରରେ ମିଳିଥାଏ ସଫଳତା

2024-12-05 10:12:24
14322
Share:
Facebook
Twitter
E-Mail
WhatsApp
Telegram
ତକିଆ ତଳେ ରଖି ଦିଅନ୍ତୁ ହଳଦୀ ଖଣ୍ଡ,  ଚାକିରି କ୍ଷେତ୍ରରେ ମିଳିଥାଏ ସଫଳତା

ଅନେକ ସମୟରେ ଏପରି ଦେଖାଯାଏ,ଛୋଟ ଛୋଟ କାରଣରୁ ଚାକିରି କ୍ଷେତ୍ରରେ ସମସ୍ୟା ଲାଗିରହେ। କାର୍ୟ୍ୟରେ ସଠିକ୍‌‌ ଭାବେ ସଫଳତା ମିଳିପାରିନଥାଏ। କେତେକ ସମୟରେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଚାକିରିରେ ବିଳମ୍ବ ହେଉଥିବା ଦେଖାଯାଏା ତେବେ ବାସ୍ତୁରେ ଏପରି କେତେକ ସରଳ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
ଶୋଇବା ସମୟରେ ମୁଣ୍ଡ ଉପରକୁ ଏକ ମୟୁରପୁଚ୍ଛ ରଖନ୍ତୁ। ଏହା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଏହି ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଲଗାତାର ଧନହାନୀ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଶୋଇବା ସମୟରେ ମୁଣ୍ଡ ଉପରେ ଏକ କଏନ୍‌‌ ରଖି ଦିଅନ୍ତୁ। ଏହାଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା , ରୋଗ ଲାଗି ରହୁଥିଲେ ଦୂର ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ।
କିଛି ରସୁଣକୁ ଶୋଇବା ସମୟରେ ମୁଣ୍ଡ ଉପରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଉତ୍ତମ ନିଦ ହେବା ସହ କର୍ମକ୍ଷେତ୍ରରେ ଆସୁଥିବା ସମସ୍ୟା ଦୂର ହୋଇଥାଏ।
ଶୋଇବା ସମୟରେ ତକିଆ ତଳେ କିଛି ହଳଦୀ ଖଣ୍ଡ ରଖିବା ଦ୍ୱାରା କର୍ମକ୍ଷେତ୍ରରେ ଯୋଗ ଦେବାର ସୁଯୋଗ ଆସିଥାଏ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ନୂତନ କର୍ମନିଯୁକ୍ତି ସୁଯୋଗ ମିଳେ। ଧନର ଅଭାବ ଦୂର ହୋଇଥାଏ। ଅନେକ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଥିଲେ, ଏଥିରେ ସଫଳତା ମିଳିଥାଏ।
କିଛି ତୁଳସୀ ପତ୍ର ଓ ଗୁଜୁରାତିକୁ ଶୋଇବା ସମୟରେ ମୁଣ୍ଡ ଉପରକୁ ରଖି ଶୋଇବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

Powered by Froala Editor

Tags Bastu tips

Related articles Odisha News Lens 4.1

  • ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ
    ଅପରାଧ

    ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14679
    Jun 07, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15119
    Jun 07, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍
    ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14795
    Jun 07, 2025
  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର
    ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15537
    Jun 07, 2025
  • ରେଖା ଗୁପ୍ତାଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

    13551
    Jun 07, 2025
  • ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶି
    ଦେଶ-ଦେଶାନ୍ତର

    ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶି

    14826
    Jun 07, 2025
  • ଆଖି ପାଇଁ ସପୁରୀ ରସ
    ବିଶେଷ

    ଆଖି ପାଇଁ ସପୁରୀ ରସ

    15505
    Jun 08, 2025
  • ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ
    ବିଶେଷ

    ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14943
    Jun 08, 2025
  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !
    ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15408
    Jun 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଆଖି ପାଇଁ ସପୁରୀ ରସ

    15505
    Jun 08, 2025
  • ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15408
    Jun 07, 2025
  • ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14582
    Jun 08, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16649
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16946
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15476
    Apr 03, 2021

ବିଶେଷ

  • ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14943
    Jun 08, 2025
  • ଆଖି ପାଇଁ ସପୁରୀ ରସ

    15505
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14582
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14791
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15453
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15693
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16313
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14021
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14815
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15537
    Jun 07, 2025
  • ଆଖି ପାଇଁ ସପୁରୀ ରସ

    15505
    Jun 08, 2025
  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15408
    Jun 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In