Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ...

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ...

  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ...

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ...

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ...

  • କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ...

  • ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ...

  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

Home ›› ››ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା, ଆଜି ହାଇଦ୍ରାବାଦ ଯିବେ ୧୩ ଜନ୍ତୁ

ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା, ଆଜି ହାଇଦ୍ରାବାଦ ଯିବେ ୧୩ ଜନ୍ତୁ

2024-11-26 05:53:30
14076
Share:
Facebook
Twitter
E-Mail
WhatsApp
Telegram
ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା, ଆଜି ହାଇଦ୍ରାବାଦ ଯିବେ ୧୩ ଜନ୍ତୁ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ୧୧ ପ୍ରଜାତିର ୨୬ ନୂଆ ଅତିଥି ଆସିଛନ୍ତି । ସୋମବାର ସନ୍ଧ୍ୟାରେ ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀଉଦ୍ୟାନରୁ ୧୭ଜଣିଆ ଟିମ୍‌ ହଳେ ସାରସ ପକ୍ଷୀ, ହଳେ ଚାମୁଚ ଥଣ୍ଟିଆ, ହଳେ ଧୂସର ରଙ୍ଗର ଜଙ୍ଗଲୀ କୁକୁଡ଼ା, ଦୁଇଟି ମାଈ ଆମେରିକା ଏଣ୍ଡୁଅ, ଦୁଇହଳ ବାବାରୀ କପୋତ, ଦୁଇହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ ବାଲି ବୋଡା, ହଳେ ନାଲି ବୋଡା, ଦୁଇଟି ଅଣ୍ଡିରା ବନେଟ ମାକାକ୍ୟୁ, ହଳେ ଚନ୍ଦନ ବୋଡା ଆସିଛନ୍ତି । ପ୍ରତିବଦଳରେ ନନ୍ଦନକାନନରୁ ୫ପ୍ରଜାତିର ୧୩ଜନ୍ତୁ ପଠାଯିବ । ସେଗୁଡ଼ିକ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ୨ଟି ମାଈ ସିଆମିଜ କୁମ୍ଭୀର, ଦୁଇହଳ ସୁନେଲି କୁକ୍କୁଟ, ହଳେ ଲେଡି ଆର୍ମରେଷ୍ଟ କୁକ୍କୁଟ, ହଳେ କୁଜି ହରିଣ, ହଳେ ଗୁରାଣ୍ଡି ଆଜି ପଠାଯିବ। ଏହି ୨୬ଜନ୍ତୁ ଆସିବା ପରେ ନନ୍ଦନକାନନରେ ନୂତନ ଧୂସର ଜଙ୍ଗଲୀ କୁକୁଡାଙ୍କ ପକ୍ଷୀଶାଳରେ ଶୋଭା ବଢ଼ିବା ସହ ବଂଶବୃଦ୍ଧିରେ ସହାୟକ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନତ କୁମାର ନାରାୟଣ କହିଛନ୍ତି । ଏହି ୧୧ପ୍ରଜାତିର ୨୬ଜନ୍ତୁ ପ୍ରାଣୀଉଦ୍ୟାନରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସାଳୟର ନୂତନ କ୍ବାରେଣ୍ଟାଇନରେ ରଖାଯାଇ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ। ଦ୍ବିତୀୟ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ହାଇଦରାବାଦରୁ ୨ମାଈ ବନେଟ ମାକାକ୍ୟୁ ଆସିବ। ପ୍ରତିବଦଳରେ ନନ୍ଦନକାନନରୁ ଦୁଇହଳ ଗେଣ୍ଡାଳିଆ ଓ ଦୁଇହଳ ଆସାମୀ ମାକାକ୍ୟୁ ପଠାଯିବ ବୋଲି ଉପନିର୍ଦେଶକ ଶ୍ରୀ ନାରାୟଣ ସୂଚନା ଦେଇଛନ୍ତି ।

Powered by Froala Editor

Tags nandankanan

Related articles Odisha News Lens 4.1

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14801
    Jun 07, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ
    ଦେଶ-ଦେଶାନ୍ତର

    ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    13938
    Jun 08, 2026
  •  ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର

    15119
    Jun 07, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
    ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15488
    Jun 08, 2026
  •  ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ...

    14898
    Jun 08, 2026
  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ
    ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13795
    Jun 08, 2026
  • କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ

    14006
    Jun 07, 2026
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    14822
    Jun 08, 2026
  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
    ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14695
    Jun 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14695
    Jun 08, 2026
  • ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    14822
    Jun 08, 2026
  • ଦେଶ-ଦେଶାନ୍ତର

    କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

    14834
    Jun 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16912
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17529
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17578
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17968
    Sep 06, 2023

ବିଶେଷ

  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    13903
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13975
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14901
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14766
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15306
    May 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15455
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15197
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15684
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14023
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13795
    Jun 08, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    13938
    Jun 08, 2026
  • ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର

    15119
    Jun 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In