Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ...

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ...

  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ...

  • ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ...

  • ମୁଁ ଦେଶ ପାଇଁ କାମ କରିବା କେବେ ହେଲେ ବନ୍ଦ ...

  • ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ

  • ସୁଶୀଳା କାର୍କିଙ୍କ ଦାୟିତ୍ଵ ଗ୍ରହଣ

ବାଣିଜ୍ୟ
Home ›› ବାଣିଜ୍ୟ ››ଶୁଦ୍ଧ, ଦେଶୀ ଓ ଜୈବିକ "ସିଦ୍ଧି ମସଲା" ଉଦଘାଟିତ

ଶୁଦ୍ଧ, ଦେଶୀ ଓ ଜୈବିକ "ସିଦ୍ଧି ମସଲା" ଉଦଘାଟିତ

2024-11-01 13:28:27
15220
Share:
Facebook
Twitter
E-Mail
WhatsApp
Telegram
ଶୁଦ୍ଧ, ଦେଶୀ ଓ ଜୈବିକ

ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଶୁଦ୍ଧ, ଦେଶୀ ଓ ଜୈବିକ ମସଲା "ସିଦ୍ଧି ମସଲା" ର ବିଭିନ୍ନ ମସଲା ଦ୍ରବ୍ୟ ଉଦଘାଟିତ ହୋଇଯାଇଛି । ରୋଟାରି କ୍ଲବର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ ଓ ସ୍ୱୟଂ ସିଦ୍ଧି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ରୀୟ ଶ୍ରମ ଅଧିକାରୀ ଶ୍ରୀ ନାରାୟଣ ତ୍ରିପାଠୀ, ସଂମାନିତ ଅତିଥି ଭାବରେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀ ଭିଭୂତି ଦାସ, କେନ୍ଦ୍ରୀୟ ଶ୍ରମ କଲ୍ୟାଣ ବିଭାଗ ସଚିବ ଶ୍ରୀ ସଂଜୀବ ବର୍ମା, XIMB ପ୍ରଫେସର ଶ୍ରୀ  ଗୋପାଳ କୃଷ୍ଣ ନାୟକ,  ପୂର୍ବତନ ମୁଖ୍ୟଯନ୍ତ୍ରୀ ଶ୍ରୀ ରଥ ଓ କମଳା କାନ୍ତ ମିଶ୍ର ଯୋଗ ଦେଇଥିଲେ ।  ଉଦଘାଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ମନମୋହନ ଶର୍ମା । ଅନୁଷ୍ଠାନ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରତାପ କୁମାର ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହ ବିଭିନ୍ନ ଦ୍ରବ୍ୟ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଖାଉଟି ମାନଙ୍କୁ ଶୁଦ୍ଧ, ଦେଶୀ ଓ ଜୈବିକ ମସଲା ସହ ବିଭିନ୍ନ ଡାଲି ଜାତୀୟ  ଦ୍ରବ୍ୟ ଯୋଗେଇବା ଓ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ଭିକରିବା କମ୍ପାନୀ ର ମୁଖ୍ୟ ଲକ୍ଷ ।

Powered by Froala Editor

Tags siddhi masala

Related articles Odisha News Lens 4.1

  • ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ
    ଦେଶ-ଦେଶାନ୍ତର

    ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

    13448
    Sep 14, 2025
  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’
    ଦେଶ-ଦେଶାନ୍ତର

    ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13678
    Sep 14, 2025
  • ମୁଁ ଦେଶ ପାଇଁ କାମ କରିବା କେବେ ହେଲେ ବନ୍ଦ କରିବି ନାହିଁ: ମୋଦୀ
    ଦେଶ-ଦେଶାନ୍ତର

    ମୁଁ ଦେଶ ପାଇଁ କାମ କରିବା କେବେ ହେଲେ ବନ୍ଦ କରିବି ନାହିଁ: ମୋଦୀ

    14487
    Sep 14, 2025
  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ
    ଦେଶ-ଦେଶାନ୍ତର

    ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

    14774
    Sep 14, 2025
  • ସୁଶୀଳା କାର୍କିଙ୍କ ଦାୟିତ୍ଵ ଗ୍ରହଣ
    ଦେଶ-ଦେଶାନ୍ତର

    ସୁଶୀଳା କାର୍କିଙ୍କ ଦାୟିତ୍ଵ ଗ୍ରହଣ

    15142
    Sep 14, 2025
  • ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

    14033
    Sep 14, 2025
  • ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ
    ଦେଶ-ଦେଶାନ୍ତର

    ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ

    14937
    Sep 14, 2025
  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’
    ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14470
    Sep 14, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    14908
    Sep 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ

    14937
    Sep 14, 2025
  • ଦେଶ-ଦେଶାନ୍ତର

    ଟାଟୁ ପାଇଁ ୧୫ ବର୍ଷ ଘରକୁ ଫେରିଲା ପୁଅ

    13448
    Sep 14, 2025
  • ଦେଶ-ଦେଶାନ୍ତର

    ସୁଶୀଳା କାର୍କିଙ୍କ ଦାୟିତ୍ଵ ଗ୍ରହଣ

    15142
    Sep 14, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16727
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16827
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17186
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15644
    Apr 03, 2021

ବିଶେଷ

  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13613
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14494
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15768
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15519
    Sep 10, 2025
  • ସହଜ ଉପାୟରେ ହଟାନ୍ତୁ ସନ୍‌ ଟ୍ୟାନ

    14519
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14915
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14334
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15569
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15231
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

    14774
    Sep 14, 2025
  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14470
    Sep 14, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    14908
    Sep 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In