Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, March 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ...

  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ...

  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

  • ମୋତେ ବହିଷ୍କାର ପରେ ଝିଅକୁ କୌଣସି ...

  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ...

  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ...

  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

  • ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ...

  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

ମନୋରଞ୍ଜନ
Home ›› ମନୋରଞ୍ଜନ ››ସଲମାନ କଳା ହରିଣକୁ ହତ୍ୟା କରିନାହିଁ, କାହିଁକି କ୍ଷମା ମାଗିବ : ସଲିମ

ସଲମାନ କଳା ହରିଣକୁ ହତ୍ୟା କରିନାହିଁ, କାହିଁକି କ୍ଷମା ମାଗିବ : ସଲିମ

2024-10-19 19:28:00
16377
Share:
Facebook
Twitter
E-Mail
WhatsApp
Telegram
ସଲମାନ କଳା ହରିଣକୁ ହତ୍ୟା କରିନାହିଁ, କାହିଁକି କ୍ଷମା ମାଗିବ : ସଲିମ

ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ସଲମାନ ଖାନଙ୍କ ଘର ଉପରେ କଡ଼ା ନଜର ରଖିଥିବା ବେଳେ ହତ୍ୟା କରିବା ନେଇ ବାରମ୍ବାର ଧମକ ଦେବାରେ ଲାଗିଛନ୍ତି। ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସଲମାନ ନିଜ ପୋଷା କୁକୁରର ବହୁତ ଯତ୍ନ ନେଇଥିଲେ। ସେ ଚାଲିଯିବା ପରେ ବହୁତ କାନ୍ଦିଥିଲେ। ଯେତେବେଳେ ଏହି କଳା ହରିଣ ମାରିବା ନେଇ ବିବାଦ ଆରମ୍ଭ ହେଲା ମୁଁ ସଲମାନକୁ ଏବିଷୟରେ ପଚାରିଥିଲି। ସେ ମୋତେ ଏଭଳି କିଛି କରିନଥିବା କହିଥିଲା। ସଲମାନ ମୋତେ କେବେ ବି ମିଛ କହେ ନାହିଁ। ପଶୁ ହତ୍ୟା କରିବାର ସଉକ ମୋ ପୁଅର ନାହିଁ। ଯଦି ସଲମାନ କ୍ଷମା ମାଗିଦେବ ତେବେ ଏହା ପ୍ରମାଣ ହୋଇଯିବ ଯେ, ସେ ହିଁ କଳା ହରିଣକୁ ହତ୍ୟା କରିଥିଲା। ହେଲେ ସେ ସେଭଳି କିଛି କରିନାହିଁ ଯଦି କାହିଁକି କ୍ଷମା ମାଗିବ।"

ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

Powered by Froala Editor

Tags salim

Related articles Odisha News Lens 4.1

  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!
    ମନୋରଞ୍ଜନ

    ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

    15178
    Mar 17, 2026
  • ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ
    ରାଜନୀତି

    ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ

    13359
    Mar 17, 2026
  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ
    ଦେଶ-ଦେଶାନ୍ତର

    ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ

    13973
    Mar 18, 2026
  • ଅସ୍କାର-୨୦୨୬:
    ଦେଶ-ଦେଶାନ୍ତର

    ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ଆନାଦର' ଶ୍ରେଷ୍ଠ ଫିଲ୍ମ

    14925
    Mar 17, 2026
  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ
    ଦେଶ-ଦେଶାନ୍ତର

    ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

    14254
    Mar 18, 2026
  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ
    ଦେଶ-ଦେଶାନ୍ତର

    ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ

    14956
    Mar 17, 2026
  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍
    ଦେଶ-ଦେଶାନ୍ତର

    ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15197
    Mar 17, 2026
  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ
    ଦେଶ-ଦେଶାନ୍ତର

    ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14737
    Mar 17, 2026
  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ
    ଦେଶ-ଦେଶାନ୍ତର

    ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13378
    Mar 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14737
    Mar 17, 2026
  • ବିଶେଷ

    ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14984
    Mar 18, 2026
  • ଦେଶ-ଦେଶାନ୍ତର

    ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15197
    Mar 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17376
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17439
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17788
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16256
    Apr 03, 2021

ବିଶେଷ

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14984
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14047
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13979
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14250
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    14002
    Mar 12, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15685
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15146
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14996
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14507
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    14984
    Mar 18, 2026
  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

    15178
    Mar 17, 2026
  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ

    13973
    Mar 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In