Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ...

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ଗ୍ରାହକଙ୍କ କଲ୍ୟାଣ ନିରାପଦ ରଖିବା ଏବଂ ନିଜର ବିତରକଙ୍କୁ ସମର୍ଥନ ଯୋଗାଇବାକୁ ପ୍ରୟାସ ସୁଦୃଢ କରୁଛି

ଆମୱେ ଇଣ୍ଡିଆ ଗ୍ରାହକଙ୍କ କଲ୍ୟାଣ ନିରାପଦ ରଖିବା ଏବଂ ନିଜର ବିତରକଙ୍କୁ ସମର୍ଥନ ଯୋଗାଇବାକୁ ପ୍ରୟାସ ସୁଦୃଢ କରୁଛି

2024-10-09 11:17:28
15507
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ଗ୍ରାହକଙ୍କ କଲ୍ୟାଣ ନିରାପଦ ରଖିବା ଏବଂ ନିଜର ବିତରକଙ୍କୁ ସମର୍ଥନ ଯୋଗାଇବାକୁ ପ୍ରୟାସ ସୁଦୃଢ କରୁଛି

ଭୁବନେଶ୍ୱର: ଉଭୟ ଖାଉଟି ଏବଂ ବିତରକଙ୍କ ସ୍ୱାର୍ଥ ଓ କଲ୍ୟାଣ ନିରାପଦ ରଖିବା ନିମନ୍ତେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ପ୍ରଦର୍ଶନ କରି ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନିଜର ଉତ୍ପାଦଗୁଡିକର ଅଣସ୍ୱୀକୃତ ବିକ୍ରି ଉପରେ ସହଭାଗୀଙ୍କୁ ପ୍ରଶିକ୍ଷିତ କରିବାକୁ ଏକ ଦମ୍ଦାର ସଚେତନତା ଅଭିଯାନ ଆରମ୍ଭ କରିଛି। ଏହି ପୂର୍ଣ୍ଣାଙ୍ଗ ରଣକୋଶଳରେ ଏହାସହିତ ରହିଥିବା ଆପଦ ସମ୍ପର୍କରେ ସହଭାଗୀଙ୍କୁ ପ୍ରଶିକ୍ଷିତ କରିବା, ଯୋଗାଣ ଶୃଙ୍ଖଳ ନିରୀକ୍ଷଣରେ ବୃଦ୍ଧି ଘଟାଇବା, ଉଲ୍ଲଘଂନକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ ଏବଂ ସ୍ୱୀକୃତିପ୍ରାପ୍ତ ବିତରଙ୍କ ନିମନ୍ତେ ଲକ୍ଷ୍ୟଭିତ୍ତିକ ସମର୍ଥନକାରୀ ସେସନ୍ ଏବଂ ସମ୍ବଳ ଉପଲବ୍ଧ କରାଇବା ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ପଦକ୍ଷେପ ଉପଭୋକ୍ତାମାନେ ଆମୱେ ବିତରକ ଅଥବା ବିଧିବଦ୍ଧ ଆମୱେ ୱେବସାଇଟରୁ ଉତ୍ପାଦ କ୍ରୟ କରିବା ସମୟରେ ଯେଭଳି ଅସଲି ଆମୱେ ଉତ୍ପାଦ ଏବଂ ତତ୍ସହିତ ସଂଯୁକ୍ତ ଫାଇଦା ପାଇବେ ତାହା ସୁନିଶ୍ଚିତ କରିବାକୁ ଆମୱେର ଉତ୍ସର୍ଗୀକୃତ ଭାବ ପୁନଃ ସୁଦୃଢ କରୁଛି।


ଅଣସ୍ୱୀକୃତ ବିକ୍ରି କେବଳ ପ୍ରତ୍ୟକ୍ଷ ବିକ୍ରି କ୍ଷେତ୍ରରେ ସୀମିତ ନାହିଁ। ଅନେକ କମ୍ପାନୀ ଏହି ପ୍ରସଙ୍ଗକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଠାରେ ଅନେକ ସମୟରେ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ଅଥବା ତୃତୀୟ ପକ୍ଷ ବିକ୍ରେତା ଆଦି ଅଣସ୍ୱୀକୃତ ମାଧ୍ୟମ ଜରିଆରେ ବିତରଣ କରାଯାଉଛି, ଯାହା ଉତ୍ପାଦର ପ୍ରାମାଣିକତା ଏବଂ ଖାଉଟି ନିରାପତ୍ତାକୁ କମ୍ଜୋର କରିଦେଉଛି। ଆମୱେ ଇଣ୍ଡିଆ ଗ୍ରାହକ ନିରାପତ୍ତା ଏବଂ ଉତ୍ପାଦର ପ୍ରମାଣିକତା ପ୍ରତି ନିଜର ପ୍ରତିବଦ୍ଧତା ସହିତ ଖାଉଟିଙ୍କୁ ସମ୍ଭାବ୍ୟ ନକଲି ଓ କ୍ଷତିକାରକ ଉତ୍ପାଦଗୁଡିକରୁ ସୁରକ୍ଷିତ ରଖିବା ନିମନ୍ତେ ସକ୍ରିୟ ଭାବରେ ମୁକାବିଲା କରୁଛି। ଅଣସ୍ୱୀକୃତ ବିକ୍ରେତାମାନେ ଅନେକ ସମୟରେ ଆମୱେ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କ ନିକଟରେ ପହଞ୍ଚୁଥିବା ପ୍ରତ୍ୟେକ ଉତ୍ପାଦ ଯେଭଳି ସର୍ବୋଚ୍ଚ ମାନଗତ ଆବଶ୍ୟକତା ପୂରଣ କରିବ ସେହି କଡାକଡି ଗୁଣବତ୍ତା ନିୟନ୍ତଣ ପଦକ୍ଷେପକୁ ଅନୁପାଳନ କରୁନାହାନ୍ତି। ଏହା କେବଳ ଉପଭୋକ୍ତାମାନଙ୍କୁ ବିପଦରେ ପକାଉନାହିଁ ତାହାସହିତ ଉତ୍ସର୍ଗୀକୃତ ଆମୱେ ବିତରକଙ୍କର ବିଶ୍ୱାସ ଓ କଠିନ ପରିଶ୍ରମକୁ ଫିକା କରିଦେଉଛି। କମ୍ପାନୀ ଅଣସ୍ୱୀକୃତ ବିକ୍ରି ବିପକ୍ଷରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି, ଯେଉଁଥିରେ ଅଣସ୍ୱୀକୃତ ବିକ୍ରି କ୍ଷେତ୍ରରେ ସଂପୃକ୍ତ ବିତରକଙ୍କୁ ନିଲମ୍ବନ କରିବା ଅଥବା ସେମାନଙ୍କୁ ଉଚ୍ଛେଦ କରିବା ପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ଓ ସ୍ପଷ୍ଟ ନିର୍ଦେଶାବଳୀ ସାମିଲ ରହିଛି ଯାହା କେବଳ ଆମୱେ-ସ୍ୱୀକୃତ ମାଧ୍ୟମ ଜରିଆରେ ଅସଲି ଆମୱେ ଉତ୍ପାଦଗୁଡିକର ଉପଲବ୍ଧତାକୁ ସୁନିଶ୍ଚିତ କରାଉଛି।


ଆମୱେ ଇଣ୍ଡିଆ ତାହାର ଉତ୍ପାଦଗୁଡିକ ସ୍ୱତନ୍ତ୍ର ଭାବରେ ଆମୱେ ବିତରକ ଏବଂ ତାହାର ଆନୁଷ୍ଠାନିକ ୱେବସାଇଟ (ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭ). ଆଦି ସ୍ୱୀକୃତିପ୍ରାପ୍ତ ମାଧ୍ୟମ ଜରିଆରେ ବିତରଣ କରି ସାଲିସହୀନ ଗୁଣବତ୍ତା ଓ ଅସଲିପଣ ସୁନିଶ୍ଚିତ କରୁଛି। କମ୍ପାନୀ ଦୋକାନପ, ସୁପରମାର୍କେଟ, ବ୍ରୋକର, ଡିଲର ଅଥବା ଅନ୍ୟ କୋ÷ଣସି ତୃତୀୟ ପକ୍ଷ ଇ-କମର୍ସ ପ୍ଲାଟଫର୍ମଗୁଡିକ ଜରିଆରେ ବିକ୍ରିକୁ କଡାକଡି ଭାବରେ ନିଷେଧ କରିଛି ଏବଂ ଏହିସବୁ ସୂତ୍ରରୁ ଅଣାଯାଉଥିବା ଉତ୍ପାଦଗୁଡିକର ଅସଲି ଏବଂ ଗୁଣବତ୍ତା ନିମନ୍ତେ ଗ୍ୟାରେଣ୍ଟି ପ୍ରଦାନ କରୁନାହିଁ। ଭାରତରେ ସମସ୍ତ ଆମୱେ ଉତ୍ପାଦଗୁଡିକ ଉପରେ ‘କେବଳ ଆମୱେ ପ୍ରତ୍ୟକ୍ଷ ବିକେତ୍ରା ସହଯୋଗୀଙ୍କ ଜରିଆରେ ବିକ୍ରି’ ବୋଲି ଲେବଲ ଲଗାଯାଇଛି ଯାହାଦ୍ୱାରା ସେଗୁଡିକର ଅସଲିପଣ ଏବଂ ଗୁଣବତ୍ତାକୁ ସୁଦୃଢ କରାଯାଉଛି। ଆନୁଷ୍ଠାନିକ ସୂତ୍ରରୁ କ୍ରୟ କରିବା ଦ୍ୱାରା ଗ୍ରାହକମାନେ ଯେକୋ÷ଣସି ପ୍ରସଙ୍ଗରେ ଅର୍ଥ-ଫେରସ୍ତ ଗ୍ୟାରେଣ୍ଟି ସହିତ ବିଶ୍ୱ-ଶ୍ରେଣୀର ଉତ୍ପାଦ ଗୁଣବତ୍ତା ପାଇବାକୁ ନିଶ୍ଚିତ ହେଉଛନ୍ତି, ଏବଂ ତାହାସହିତ ସ୍ୱୀକୃତିପ୍ରାପ୍ତ ବିତରକଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆବଶ୍ୟକତା ଭିତ୍ତିକ ସୁପାରିଶର ଫାଇଦା ପାଉଛନ୍ତି। 


ସ୍ୱଚ୍ଛତା ନିମନ୍ତେ ଆମୱେର ପ୍ରତିବଦ୍ଧତା ଗ୍ରାହକଙ୍କୁ ଉତ୍ପାଦର ଯାତ୍ରା କଞ୍ଚାମାଲରୁ ନେଇ ଉତ୍ପାଦିତ ସାମଗ୍ରୀ ପର୍ୟ୍ୟନ୍ତ ସବୁସ୍ତରରେ ଠାବ କରିବାକୁ ସୁଯୋଗ ଦେଉଛି, ଯାହା ନିରାପତ୍ତା ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ବ୍ରାଣ୍ଡ୍ର ଉତ୍ସର୍ଗୀକୃତ ଭାବକୁ ପୁନଃସୁଦୃଢ କରୁଛି। ଗ୍ରାହକଙ୍କ ଅନୁସନ୍ଧାନର ଉତ୍ତର ଦେବା ନିମନ୍ତେ ବିତରକଙ୍କୁ ସମର୍ଥନ କରିବା ପାଇଁ ଆମୱେ ପୂର୍ଣ୍ଣାଙ୍ଗ ସମ୍ବଳ ଯୋଗାଇ ଦେଉଛି ଯାହା ସଠିକ ସୂଚନା ସୁନିଶ୍ଚିତ କରୁଛି। କମ୍ପାନୀ ଅଣସ୍ୱୀକୃତ ବିକ୍ରିଜନିତ ଆପଦ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପ୍ରଚାର ଅଭିଯାନ, ଖବର କାଗଜରେ ଆଇନଗତ ନୋଟିସ ପ୍ରକାଶନ ଏବଂ ୱେବ୍ସାଇଟରେ ସତର୍କତାମୂଳକ ବାର୍ତ୍ତା ଆଦି ଜରିଆରେ ବିତରକ ଓ ଗ୍ରାହକଙ୍କୁ ପ୍ରଶିକ୍ଷିତ କରୁଛି, ତାହାସହିତ ଅନୁପାଳନକାରୀ ଟିମ୍ ଦ୍ୱାରା ଆମୱେ ବିତରକଙ୍କ ନିମନ୍ତେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି।


ଏସବୁ ସହିତ ଏହାର ଉତ୍ପାଦଗୁଡିକ ଦ୍ରୁତତର ଉପଲବ୍ଧ ହେବା ନିମନ୍ତେ ନିରନ୍ତର ଉଦ୍ୟମ ଜାରି ରଖି ଆମୱେ ଇଣ୍ଡିଆ ନିଜର ଯୋଗାଣ ନେଟୱର୍କକୁ ମଜଭୁତ କରିଛି। ସମ୍ପ୍ରତି ୧୭୦୦୦ରୁ ଅଧିକ ପିନକୋଡରେ ଉପସ୍ଥିତି ରଖି ଆମୱେ ହାରାହାରି ଯୋଗାଣ ସମୟ ୧.୬ ଦିନ ରଖିବାରେ ସମର୍ଥ ହୋଇଛି, ଯେଉଁଥିରେ ମେଟ୍ରୋ ସହରଗୁଡିକରୁ ୮୭% ଅର୍ଡର ଗ୍ରାହକଙ୍କ ନିକଟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପହଞ୍ଚୁଛି। ଶେଷ ମାଇଲ ଯୋଗାଣ ଉପରେ ଏହି ଦୃଷ୍ଟିବଦ୍ଧତା ଗ୍ରାହକ ସନ୍ତୁଷ୍ଟିରେ ବୃଦ୍ଧି ଘଟାଇବା ସହିତ ଅଣସ୍ୱୀକୃତ ବିକ୍ରିର ପ୍ରଚେଷ୍ଟାକୁ ସଫଳତାର ସହିତ ହ୍ରାସ କରୁଛି।

Powered by Froala Editor

Tags Amway

Related articles Odisha News Lens 4.1

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13581
    Sep 21, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14349
    Sep 21, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14399
    Sep 21, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14544
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13624
    Sep 21, 2026
  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15217
    Sep 21, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13666
    Sep 20, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14566
    Sep 21, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
    ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13323
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13323
    Sep 21, 2026
  • ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13624
    Sep 21, 2026
  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14544
    Sep 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17111
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17798
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18182
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14544
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14422
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14675
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16300
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14824
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15606
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15364
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14656
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14330
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13666
    Sep 20, 2026
  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14349
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ

    13581
    Sep 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In