Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

  • ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ

  • JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ...

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ...

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ...

  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ...

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ...

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

Home ›› ››ଜୁଲାଇରେ ଓଡିଶାକୁ ମିଳିବ ୪୦ ଲକ୍ଷ ଡୋଜ ଟିକା

ଜୁଲାଇରେ ଓଡିଶାକୁ ମିଳିବ ୪୦ ଲକ୍ଷ ଡୋଜ ଟିକା

2021-06-28 07:24:20
13600
Share:
Facebook
Twitter
E-Mail
WhatsApp
Telegram
ଜୁଲାଇରେ ଓଡିଶାକୁ ମିଳିବ ୪୦ ଲକ୍ଷ ଡୋଜ ଟିକା


ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଟିକାନୀତିକୁ ନେଇ ୩୮୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଟିକା ଉପଲବ୍ଧ କରାଯିବାକୁ ନେଇ ତଥ୍ୟ ଉପସ୍ଥାପନ କରାଯାଇଛି । ଏଥିରେ ପ୍ରଦତ୍ତ ତଥ୍ୟ ଅନୁସାରେ ଓଡିଶାକୁ ଜୁଲାଇ ମାସରେ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ କୋଭିସିଲ୍ଡର ୩୩,୭୫,୭୩୦ ଡୋଜ ଓ କୋଭାକ୍ସିନର ୬,୯୨,୧୫୦ ଡୋଜ ଉପଲବ୍ଧ କରାଯିବ । ଏଥିମଧ୍ୟରୁ କୋଭିସିଲ୍ଡର ୨୫,୩୧,୮୦୦ ଡୋଜ ସରକାରୀ ଟିକାକରଣ କେନ୍ଦ୍ରମାନଙ୍କରେ ଓ ୮,୪୩,୯୩୦ ଡୋଜ୍ ଘରୋଇ ଟିକାକରଣ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବ । ସେହିପରି କୋଭାକ୍ସିନର ୫,୧୯,୧୧୦ ଡୋଜ ସରକାରୀ କେନ୍ଦ୍ରରେ ଓ ୧,୭୩,୦୪୦ ଡୋଜ ପ୍ରାଇଭେଟ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବ । ସତ୍ୟପାଠରେ ରାଜ୍ୟରେ ସମୁଦାୟ ୩୪୭୪ କରୋନା ଟିକାକରଣ କେନ୍ଦ୍ର ଥିବା ଉଲ୍ଲେଖ କରାଯାଇଛି । କୋୱିନ ପୋର୍ଟାଲରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟର ଟିକାକରଣ କେନ୍ଦ୍ରମାନଙ୍କରେ ମେ ୧ରୁ ଜୁନ ୨୩ ପର୍ଯ୍ୟନ୍ତ ୬୭,୭୩,୦୨୦ ଡୋଜ ଟିକା ଦିଆଯାଇଛି । ଏଥି ମଧ୍ୟରୁ ୨,୧୦୨ ଗ୍ରାମୀଣ ଅଂଚଳରେ ଥିବା ଟିକାକରଣ କେନ୍ଦ୍ରରେ ୩୬,୪୭,୧୦୪ ଡୋଜ ଓ ୯୦୫ ସହରାଂଚଳ ଟିକାକରଣ କେନ୍ଦ୍ରରେ ୨୭,୮୫,୪୩୯ ଡୋଜ ଦିଆଯାଇଥିବା କୁହାଯାଇଛି । ଓଡିଶାର ୬୧ ପ୍ରତିଶତ ଗ୍ରାମୀଣ ଟିକାକରଣ କେନ୍ଦ୍ରରେ ୫୪ ପ୍ରତିଶତ ଡୋଜ ଦିଆଯାଇଛି । ଷ୍ଟେଟୱାଇଜ କୋଲ୍ଡଚେନ ଇକୁ୍ୟପମେଣ୍ଟ ଅନ୍ତର୍ଗତ ଓଡିଶାରେ ୧୭୯୩ ଆଇସ୍ ଲାଇନ୍ଡ ରେଫ୍ରିଜରେଟର, ୧୭୧୨ ଡିପ୍ ଫ୍ରିଜର ତଥା ୧୨୨୪ କୋଲ୍ଡ ଚେନ ପଏଣ୍ଟସ ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ଟିକାନୀତି ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠର ଜୁନ ୩୦ରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।

Powered by Froala Editor

Tags Vaccine

Related articles Odisha News Lens 4.1

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ
    ବିଶେଷ

    ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14165
    Apr 21, 2026
  • ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ
    ଦେଶ-ଦେଶାନ୍ତର

    ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ

    15383
    Apr 21, 2026
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି
    ଦେଶ-ଦେଶାନ୍ତର

    ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15722
    Apr 20, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼
    ଦେଶ-ଦେଶାନ୍ତର

    ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15172
    Apr 21, 2026
  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ
    ଦେଶ-ଦେଶାନ୍ତର

    ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13335
    Apr 21, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13687
    Apr 20, 2026
  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର
    ଦେଶ-ଦେଶାନ୍ତର

    ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14559
    Apr 20, 2026
  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା
    ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    13899
    Apr 21, 2026
  • ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

    14428
    Apr 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14165
    Apr 21, 2026
  • ଦେଶ-ଦେଶାନ୍ତର

    ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15722
    Apr 20, 2026
  • ଦେଶ-ଦେଶାନ୍ତର

    ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

    14428
    Apr 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17427
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17481
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17839
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16310
    Apr 03, 2021

ବିଶେଷ

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14165
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13687
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16153
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15849
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16205
    Apr 12, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15346
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15077
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15579
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13877
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14559
    Apr 20, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15172
    Apr 21, 2026
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15722
    Apr 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In