Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››କୁଶାଙ୍କ ପ୍ରେମରେ ପଡିଛନ୍ତି ଅର୍ଜୁନ

କୁଶାଙ୍କ ପ୍ରେମରେ ପଡିଛନ୍ତି ଅର୍ଜୁନ

2024-08-12 07:34:58
17500
Share:
Facebook
Twitter
E-Mail
WhatsApp
Telegram
କୁଶାଙ୍କ ପ୍ରେମରେ ପଡିଛନ୍ତି ଅର୍ଜୁନ

ଅର୍ଜୁନ କପୁର ଓ ମଲାଇକା ଆରୋରା ଦିନେ ଖୁବ ହିଟ୍‌ରେ ଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଅଲଗା ହୋଇଯାଇଛନ୍ତି । ଅନ୍ୟପଟେ ମଲାଇକାଙ୍କ ସ୍ୱାମୀ ଅରବାଜ ଦ୍ୱିତୀୟ ବିବାହ କରିସାରିଛନ୍ତି । ଅର୍ଜୁନ ମଧ୍ୟ ପାର୍ଟନର ବାଛି ସାରିଲେଣି ବୋଲି ଚର୍ଚ୍ଚା ଚାଲିଛି । ମଲାଇକା ଆରୋରାଙ୍କ ସହିତ ବ୍ରେକଅପ୍ ପରେ ଅର୍ଜୁନ କପୁର କୁଶାଙ୍କୁ ଡେଟ କରୁଥିବା ଖବର ରହିଛି। କୁଶା ଅର୍ଜୁନ କପୁରଙ୍କୁ ଏକ ସ୍ପେଶାଲ ହ୍ୟାସଟ୍ୟାଗ ଦେଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। କୁଶା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ଅର୍ଜୁନ କପୁରଙ୍କ ପାଇଁ 'କପୁର' ନାମକ ହ୍ୟାସଟ୍ୟାଗକୁ ବାଛିଛନ୍ତି।

ସାକ୍ଷାତକାର ସମୟରେ ତାଙ୍କୁ ଏହି ନାମ ପରାମର୍ଶ ଦିଆଯାଇଥିଲା ଏବଂ ସେ ଏହାକୁ ଗ୍ରହଣ କରିଥିଲେ । ଏହି ହ୍ୟାସଟ୍ୟାଗ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। କୁଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଡିଜ୍ନି ହଟଷ୍ଟାରରେ ତାଙ୍କ ସିରିଜ୍ 'ଲାଇଫ୍ ହିଲ୍ ଗୟି' ଦେଖୁଛନ୍ତି । ଏହି ଫଟୋ ସେୟାର କରିବାବେଳେ କୁଶା ସୋଲୋ ମୁଭି ଡେଟ୍ ଲେଖିଛନ୍ତି। ଅର୍ଥାତ୍ କୁଶା ବର୍ତ୍ତମାନ ଏକାକୀ ତାଙ୍କ ସିରିଜ୍ ଉପଭୋଗ କରୁଛନ୍ତି ।

ଗତ ବର୍ଷ କରଣ ଜୋହରଙ୍କ ପାର୍ଟିରୁ କୁଶା ଏବଂ ଅର୍ଜୁନ କପୁରଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା। କୁଶାଙ୍କ ଛାଡପତ୍ର ପରେ ଏହି ଗୁଜବ ଅଧିକ ହେଉଛି।ହେଲେ କୁଶା ହେଉଛି। ଅନେକ ସମୟରେ ଏହି ଗୁଜବକୁ ଖାରଜ କରିଦେଇଛନ୍ତି ।


Powered by Froala Editor

Tags kusha

Related articles Odisha News Lens 4.1

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ
    ବିଶେଷ

    ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15653
    May 29, 2025
  • ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ
    ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ

    14477
    May 29, 2025
  • ଚା’ ସହିତ ଏହି  ଜିନିଷ ଖାଇବା ମନା
    ବିଶେଷ

    ଚା’ ସହିତ ଏହି ଜିନିଷ ଖାଇବା ମନା

    14266
    May 29, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’
    ବାଣିଜ୍ୟ

    କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14051
    May 30, 2025
  • ଏଣିକି ନିଟ୍‌-ପିଜି ପରୀକ୍ଷା ହେବ ଗୋଟିଏ ସିଟିଂରେ
    ଦେଶ-ଦେଶାନ୍ତର

    ଏଣିକି ନିଟ୍‌-ପିଜି ପରୀକ୍ଷା ହେବ ଗୋଟିଏ ସିଟିଂରେ

    15072
    May 30, 2025
  • ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ...
    ଦେଶ-ଦେଶାନ୍ତର

    ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଏହି ପରିବାରକୁ ନିଯୁକ୍ତି ପତ୍ର ...

    13686
    May 30, 2025
  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ,  ୪ ମୃତ, ୨୭ ଗୁରୁତର
    ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୨୭ ଗୁରୁତର

    14107
    May 30, 2025
  • ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମସ୍କ

    15235
    May 29, 2025
  •  ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ
    ଦେଶ-ଦେଶାନ୍ତର

    ବାତିଲ ହେଲା ମୋଦୀଙ୍କ ସିକ୍କିମ୍‌ ଗସ୍ତ

    14537
    May 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଚା’ ସହିତ ଏହି ଜିନିଷ ଖାଇବା ମନା

    14266
    May 29, 2025
  • ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ

    14477
    May 29, 2025
  • ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୨୭ ଗୁରୁତର

    14107
    May 30, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16634
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16923
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15463
    Apr 03, 2021

ବିଶେଷ

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15653
    May 29, 2025
  • ଚା’ ସହିତ ଏହି ଜିନିଷ ଖାଇବା ମନା

    14266
    May 29, 2025
  • ରୁଦ୍ରାକ୍ଷ ପାଣି ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ...

    14427
    May 28, 2025
  • ଏକ କିଲୋ ଆମ୍ବକୁ ୨.୭ ଲକ୍ଷ ଟଙ୍କା

    15473
    May 28, 2025
  • ଏହି ଖାଦ୍ୟ ଗରମ କରି ଖାଇଲେ ସୃଷ୍ଟି ହୋଇଥାଏ ମାରାତ୍ମକ rogo

    14162
    May 26, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15680
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16291
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14006
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14800
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15653
    May 29, 2025
  • ମାତ୍ର ୪୫ ମିନିଟ୍‌ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ

    15510
    May 28, 2025
  • ଲସ୍କର-ଏ-ତୈବାର ଦୁଇ ଆତଙ୍କବାଦୀ କଲେ ଆତ୍ମସମର୍ପଣ

    14477
    May 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In