ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ହୋଇପଡ଼ିଥିବା ବାଘୁଣୀ ‘ସାରା’ର ମୃତୁ୍ୟ ହୋଇଥିବା ଜଣାଯାଇଛି । ୧୮ ବର୍ଷ ବୟସରେ ଚିିକିତ୍ସାଧୀନ ଅବସ୍ଥାରେ ‘ସାରା’ର ମୃତୁ୍ୟ ହୋଇଛି । ୨୦୦୬ ମସିହାରେ ‘ସାରା’କୁ ବାନ୍ଧବଗଡ଼ରୁ ନନ୍ଦନକାନନ ଅଣାଯାଇଥିଲା ।
Powered by Froala Editor