Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 20, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ...

  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ...

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

  • ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ...

  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ...

  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଦଲଜିତ୍‌ଙ୍କ ପୋଷ୍ଟ ଦେଖି ନିଖିଲ କହିଲେ, ଶସ୍ତା ମିଡିଆ ଆଟେନସନ ନେଉଛନ୍ତି

ଦଲଜିତ୍‌ଙ୍କ ପୋଷ୍ଟ ଦେଖି ନିଖିଲ କହିଲେ, ଶସ୍ତା ମିଡିଆ ଆଟେନସନ ନେଉଛନ୍ତି

2024-06-04 19:50:32
16270
Share:
Facebook
Twitter
E-Mail
WhatsApp
Telegram
ଦଲଜିତ୍‌ଙ୍କ ପୋଷ୍ଟ ଦେଖି ନିଖିଲ କହିଲେ, ଶସ୍ତା ମିଡିଆ ଆଟେନସନ ନେଉଛନ୍ତି

ଟେଲି ଅଭିନେତ୍ରୀ ଦଲଜିତ୍ କୌର ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ବିବାହରେ ଥିବା ମତଭେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳିଛି କି ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଥିଲେ। କେବଳ ଏତିକି ନୁହେଁ, ସେ ନିଖିଲଙ୍କ ଉପରେ ଧୋକା ଦେବାର ଆରୋପ ମଧ୍ୟ ଲଗାଇଛନ୍ତି।

ହ‌େଲେ ଦଲଜିତ କୌରଙ୍କ ଏସବୁ ଅଭିଯୋଗକୁ ମିଛ ବୋଲି କହିସାରିଛନ୍ତି ନିଖିଲ। ନିଖିଲ କହିଛନ୍ତି କି ଉଭୟ ଆଇନଗତ ଭାବରେ ବିବାହ କରି ନଥିଲେ। ଏସବୁ ମଧ୍ୟରେ ନିଖିଲ ଦଲଜିତଙ୍କୁ ଚେତାବନୀ ଦେଇଛନ୍ତି। କେନିଆରୁ ତାଙ୍କର ଅବଶିଷ୍ଟ ସାମଗ୍ରୀ ପ୍ୟାକ୍ କରିବାକୁ ଚେତାବନୀ ଦେଇଛନ୍ତି। ସେ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଗୁଡ଼ିକୁ ଶସ୍ତା ମିଡିଆ ଆଟେନସନ୍ ବୋଲି କହିଛନ୍ତି।

ଯେଉଁଦିନ ନାଇରୋବି ଛାଡ଼ି ଭାରତ ଚାଲିଗଲେ ସେହି ଦିନ ଆମ ସମ୍ପର୍କ ଭାଙ୍ଗିଗଲା ବୋଲି କହିଥିଲେ ନିଖିଲ। ଏହା ସହ ଆମେ ବିବାହ କରିଛୁ ବୋଲି କୌଣସି ଆଇନଗତ ପ୍ରମାଣ ନାହିଁ ବୋଲି ନିଖିଲ କହିଥିଲେ। ଏସବୁ ପରେ ବି ଦଲଜିତ୍ ବିବାହର ଭିଡିଓ ସେୟାର କରିଥିଲେ।
ତାଙ୍କର ଏଭଳି ହାବଭାବ ଦେଖି ସେ ପୁଣି ଥରେ ନିଖିଲଙ୍କ ପାଖକୁ ଫେରିବାକୁ ଚାହୁଥିବା କଥା ଲୋକେ କହିବା ଆରମ୍ଭ କରିଛନ୍ତି। ହେଲେ ନିଖିଲଙ୍କ ପ୍ରତିକ୍ରିୟାରୁ ସେ ବି ସମାନ କଥା ଚାହୁଥିବା ଜଣାପଡ଼ୁନାହିଁ।

Powered by Froala Editor

Tags daljit

Related articles Odisha News Lens 4.1

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
    ଦେଶ-ଦେଶାନ୍ତର

    ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

    13324
    Nov 20, 2025
  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ
    ଦେଶ-ଦେଶାନ୍ତର

    ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

    14088
    Nov 19, 2025
  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...
    ଦେଶ-ଦେଶାନ୍ତର

    ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...

    15206
    Nov 20, 2025
  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ
    ମନୋରଞ୍ଜନ

    ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

    13870
    Nov 20, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ ...
    ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ ...

    14238
    Nov 20, 2025
  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ
    ଦେଶ-ଦେଶାନ୍ତର

    ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14148
    Nov 20, 2025
  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !
    ମନୋରଞ୍ଜନ

    ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

    14134
    Nov 20, 2025
  • ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ରୂପ
    ଦେଶ-ଦେଶାନ୍ତର

    ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ରୂପ

    15533
    Nov 20, 2025
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍
    ଦେଶ-ଦେଶାନ୍ତର

    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍

    13324
    Nov 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14238
    Nov 20, 2025
  • ଦେଶ-ଦେଶାନ୍ତର

    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍

    13324
    Nov 20, 2025
  • ଦେଶ-ଦେଶାନ୍ତର

    ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ରୂପ

    15533
    Nov 20, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16858
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17299
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15771
    Apr 03, 2021

ବିଶେଷ

  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14651
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14627
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16181
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15198
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14472
    Nov 13, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14846
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14726
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14317
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13961
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

    14088
    Nov 19, 2025
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍

    13324
    Nov 20, 2025
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14651
    Nov 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In