ଓଡ଼ିଶା ଲୋକସଭା: ଟ୍ରେଣ୍ଡରେ ବିଜେପି ଆଗୁଆ
ଭୁବନେଶ୍ୱର:ଆସୁଛି ନିର୍ବାଚନ ଫଳାଫଳ । ଓଡ଼ିଶା ଲୋକସଭା କ୍ଷେତ୍ରରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଲୋକସଭା କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ବିଜେପି ୧୭ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ଓ କଂଗ୍ରେସ ଯଥାକ୍ରମେ ୨ଟି ଲେଖାଏଁ ଆସନରେ ଆଗୁଆ ଅଛନ୍ତି ।
Powered by Froala Editor