Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

  • ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ...

  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି ...

  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ...

  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ...

  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ...

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

ବିଶେଷ
Home ›› ବିଶେଷ ››ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ ଜାଣନ୍ତୁ....

ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ ଜାଣନ୍ତୁ....

2024-06-01 05:26:17
16258
Share:
Facebook
Twitter
E-Mail
WhatsApp
Telegram
ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ ଜାଣନ୍ତୁ....

ଅନେକ ଗୃହିଣୀମାନେ ଅଧିକାଂଶ ସମୟରେ ସମୟ ଅଭାବରୁ ପ୍ରେସର କୁକରରେ ଭାତ, ଡାଲି ଓ ତରକାରୀ ରୋଷେଇ କରୁଥିବା ଦେଖିଥାଉ। ଅଳ୍ପ ସମୟରେ ଖାଦ୍ୟ ପ୍ରସ୍ତୁତ ହେଇଯିବାର ଏହି ସହଜ ଉପାୟକୁ ପ୍ରାୟତଃ ମହିଳାମାନେ ଆପଣାଇଥାନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଆମେ ଅନେକ ଏଭଳି ଭିଡ଼ିଓ ଦେଖିଥାଉ। ହେଲେ କିଛି ଲୋକେ ଏହା କହିଥାନ୍ତି ଯେ ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଦ୍ୱାରା ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ପ୍ରେସର କୁକର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କ୍ଷତିକାରକ କି? ଚାଲନ୍ତୁ ଜାଣିବା ଏ ସମ୍ପର୍କରେ . . .

ସାଧାରଣତଃ ଘରେ ପ୍ରତିଦିନ ଭାତ, ଡାଲି, ତରକାରୀ ଇତ୍ୟାଦି ପ୍ରସ୍ତୁତ କରିଥାଉ। ଏଥିରେ ଥିବା ଷ୍ଟିମ୍‌‌ ସିଷ୍ଟମ ପାଇଁ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ। ଡାଲିରେ ପ୍ରୋଟିନ୍‌‌, ଭିଟାମିନ୍‌‌, କାର୍ବୋହାଇଡ୍ରେଟ୍‌‌, ରୁଗ୍‌‌, ଫ୍ୟାଟ୍‌‌, ମିନେରାଲ୍ସ ଇତ୍ୟାଦି ବିଶେଷ ଭାବରେ ମିଳିଥାଏ। ବୈଜ୍ଞାନିକଙ୍କ ମତରେ ଯେତେବେଳେ ଡାଲି ଆଉ ଚାଉଳ ଏକା ସାଙ୍ଗରେ ରନ୍ଧାଯାଏ ସେଥିରେ ଥିବା ପୋଷକ ତତ୍ତ୍ୱ ବାହାରକୁ ଆସେ ଏବଂ ମଣିଷ ମାନେ ଏହାକୁ ଖାଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ। ଏହାସହିତ ପୁଷ୍ଟିକର ଉପାଦାନଗୁଡିକ ଶରୀରରେ ସିଧାସଳଖ ପହଞ୍ଚି ଆବଶ୍ୟକ ପୁଷ୍ଟିକର ପ୍ରଦାନ କରିଥାଏ। ହେଲେ ଏହି ଖାଦ୍ୟ କେଉଁଥିରେ ପ୍ରସ୍ତୁତ ହୋଇଛି ତାହା ଜାଣିବା ଜରୁରୀ। ପ୍ରେସର କୁକରରେ ନା, ମାଟିପାତ୍ରରେ ନା କଢେଇରେ ତିଆରି କରୁଛେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ:
ନିକଟରେ ଆସିଏମଆର ଦ୍ୱାରା ପ୍ରକାଶିତ ଗାଇଡଲାଇନ ଅନୁଯାୟୀ ଡାଲି, ଚାଉଳ ଏବଂ ଶସ୍ୟରେ କିଛି ଆଣ୍ଟି-ପୁଷ୍ଟିକର ସହିତ ଏନଜାଇମ୍‌‌ ରହିଥାଏ। ଯାହା ରାନ୍ଧିବା ପରେ କିମ୍ବା ପ୍ରେସର କୁକରରେ ଫୁଟିବା ପରେ ନଷ୍ଟ ହୋଇଯାଏ। ଏହାବ୍ୟତୀତ ଫାଇଟିକ୍‌‌ ଏସିଡ୍‌‌ ପରି ଉପାଦାନ ମଧ୍ୟ କମିଯାଏ। ଯେଉଁ କାରଣରୁ ଖାଦ୍ୟ ହଜମ କରିବା ଏବଂ ଜିଙ୍କ, ଆଇରନ୍‌‌, କ୍ୟାଲସିୟମ୍‌‌, ମ୍ୟାଗ୍ନେସିୟମ୍‌‌ ପରି ଖଣିଜ ପଦାର୍ଥ ଗ୍ରହଣ କରିବାର କ୍ଷମତା ବଢିଥାଏ। ଏଥିପାଇଁ ପ୍ରେସର କୁକରରେ ରୋଷେଇ କରିବା ଲାଭଦାୟକ ହୋଇଥାଏ। ପ୍ରେସର କୁକରରେ ଡାଲି, ଚାଉଳ ଏବଂ ଦଲିଆ ରୋଷେଇ କରୁଥିଲେ ବିଶେଷ ଧ୍ୟାନ ଦିଅନ୍ତୁ, ଯେପରି ପାଣି ସୀମିତ ପରିମାଣରେ ଦେବେ ଏବଂ ଅଧିକ ସିଟି ଦେବେ ନାହିଁ। ଅତ୍ୟଧିକ ସିଝିବା ଦ୍ୱାରା ସେଥିରେ ଥିବା ପ୍ରୋଟିନ୍‌‌ ନଷ୍ଟ ହୋଇଯାଏ। ଲାଇସେନ୍‌‌ ଭଳି ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ।
ତେବେ ପ୍ରେସର କୁକରରେ ରୋଷେଇ କରିବା ନେଇ ମନରେ ଦ୍ୱନ୍ଦ୍ୱ ରଖନ୍ତୁ ନାହିଁ। ଏଥିରେ ଆପଣ ଭାତ, ଡାଲି, ଦଲିଆ ଭଳି ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ। ଏଥିରୁ ପୁଷ୍ଟିକର ତତ୍ତ୍ୱ ମଧ୍ୟ ପାଇପାରିବେ।

Powered by Froala Editor

Tags Pressure cooker

Related articles Odisha News Lens 4.1

  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ
    ଦେଶ-ଦେଶାନ୍ତର

    ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13556
    Aug 18, 2026
  • ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

    14896
    Aug 18, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA
    ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15159
    Aug 17, 2026
  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ
    ଅପରାଧ

    ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ

    14773
    Aug 18, 2026
  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ
    ଦେଶ-ଦେଶାନ୍ତର

    ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

    14748
    Aug 18, 2026
  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14397
    Aug 17, 2026
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ
    ଦେଶ-ଦେଶାନ୍ତର

    ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

    14463
    Aug 18, 2026
  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ
    ଦେଶ-ଦେଶାନ୍ତର

    ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ

    14979
    Aug 18, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15648
    Aug 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15159
    Aug 17, 2026
  • ଦେଶ-ଦେଶାନ୍ତର

    ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13556
    Aug 18, 2026
  • ଦେଶ-ଦେଶାନ୍ତର

    ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

    14748
    Aug 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17036
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17656
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17706
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18105
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15648
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13736
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14853
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14626
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14465
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14246
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14374
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15271
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14643
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13556
    Aug 18, 2026
  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

    14748
    Aug 18, 2026
  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ

    14773
    Aug 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In