Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ୱଣ୍ଡେର୍ଲା ଭୁବନେଶ୍ୱର ସ୍ୱତନ୍ତ୍ର ସଫ୍ଟ ଲଞ୍ଚ୍‌ ଅଫର ଘୋଷଣା କରୁଛି: ଟିକେଟ ମାତ୍ର ୬୪୯ ଟଙ୍କା ରୁ ଆରମ୍ଭ ହେଉଛି

ୱଣ୍ଡେର୍ଲା ଭୁବନେଶ୍ୱର ସ୍ୱତନ୍ତ୍ର ସଫ୍ଟ ଲଞ୍ଚ୍‌ ଅଫର ଘୋଷଣା କରୁଛି: ଟିକେଟ ମାତ୍ର ୬୪୯ ଟଙ୍କା ରୁ ଆରମ୍ଭ ହେଉଛି

2024-05-06 10:57:49
15741
Share:
Facebook
Twitter
E-Mail
WhatsApp
Telegram
ୱଣ୍ଡେର୍ଲା ଭୁବନେଶ୍ୱର ସ୍ୱତନ୍ତ୍ର ସଫ୍ଟ ଲଞ୍ଚ୍‌ ଅଫର ଘୋଷଣା କରୁଛି: ଟିକେଟ ମାତ୍ର ୬୪୯ ଟଙ୍କା ରୁ ଆରମ୍ଭ ହେଉଛି

ଭୁବନେଶ୍ୱର: ଭାରତର ସର୍ବବୃହତ ମନୋରଂଜନକାରୀ ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ କୁମ୍ଭାରବସ୍ତ, ଭୁବନେଶ୍ୱରଠାରେ ତାହାର ମନୋରଂଜନକାରୀ ପାର୍କର ମେ ୨୪ ତାରିଖରେ ସଫ୍ଟ ଲଞ୍ଚ ପୂର୍ବରୁ ସ୍ୱତନ୍ତ୍ର ପୂର୍ବ ଶୁଭାରମ୍ଭ ଅଫର ସମ୍ପର୍କରେ ଘୋଷଣା କରିଛି । ୱଣ୍ଡେର୍ଲା ହଲିଡେଜ୍‌ ସମ୍ପ୍ରତି କୋଚି, ବେଙ୍ଗାଲୁରୁ, ହାଇଦରାବାଦରେ ତିନିଟି ମନୋରଂଜନକାରୀ ପାର୍କ ଏବଂ ତାହା ସହିତ ବେଙ୍ଗାଲୁରୁରେ ଏକ ରିସର୍ଟର ମାଲିକାନା ଓ ପରିଚାଳନା କରୁଛି ଏବଂ ସମ୍ପ୍ରତି ଏହା ଭୁବନେଶ୍ୱର ଆସୁଛି । 

ଶୁଭାରମ୍ଭ ଉତ୍ସବର ଅଂଶଭାବରେ ପ୍ରଥମ ୧୦୦୦ ଟିକେଟ ଅନ୍‌ଲାଇନ ପ୍ରାକ୍‌ ବୁକିଂ ନିମନ୍ତେ ଉପଲବ୍ଧ ହେବ ଯାହା ଫାଷ୍ଟ ଡେ ଫାଷ୍ଟ ସୋ ଅଫର୍‌ର ଅଂଶ ଭାବରେ ମେ ୬ ତାରିଖରୁ ବୁକିଂ ଆରମ୍ଭ ହେବ ଏବଂ ପ୍ରତି ବୟସ୍କ ବ୍ୟକ୍ତିଙ୍କ ପିଛା ୬୪୯ ଟଙ୍କାରେ ଆରମ୍ଭ ହେଉଥିବା ଟିକେଟ ସ୍ୱତନ୍ତ୍ର ଭାବରେ ସଫ୍ଟ ଲଞ୍ଚ୍‌ ଦିବସ, ମେ ୨୪ ଦିନ ପ୍ରବେଶ ନିମନ୍ତେ ବୈଧ ରହିବ । 

ତାହା ପରେ ଏକ ୟର୍ଲି ବାର୍ଡ ଅଫର୍‌ ୨୫% ରିହାତି ସହିତ ପରବର୍ତ୍ତୀ ସମୟରେ ପାର୍କରେ ପ୍ରବେଶ ଟିକେଟ ଉପରେ ସୀମିତ ସମୟ ନିମନ୍ତେ ଅନ୍‌ଲାଇନ ପ୍ରାକ୍‌-ବୁକିଂରେ କେବଳ ଉପଲବ୍ଧ ହେବ । 

ଶ୍ରୀ ଅରୁଣ କେ ଚିଟ୍ଟିଲାପିଲ୍ଲି, ମ୍ୟାନେଜିଂ ଡାଇରେକ୍ଟର, ୱଣ୍ଡେର୍ଲା ହଲିଡେଜ୍‌ ଲିମିଟେଡ କହିଛନ୍ତି, “ଓଡ଼ିଶାକୁ ୱଣ୍ଡେର୍ଲାର ଅନନ୍ୟ ମନୋରଂଜନ ଅନୁଭୂତି ଆଣିବା ନେଇ ଆମେ ଉଲ୍ଲସିତ ଅଛୁ, ଯାହା ଆମ ପରିଦର୍ଶକଙ୍କ ପାଇଁ ଅବସର ବିନୋଦନ ଏବଂ ରୋମାଞ୍ଚର ଏକ ନୂତନ ଯୁଗର ଆରମ୍ଭ କରିବାକୁ ଯାଉଛି । ଓଡିଶାକୁ ଆମର ପ୍ରବେଶ ସହିତ ଆମ ଦର୍ଶକମାନଙ୍କୁ ଉକ୍ରର୍ଷ ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତା, ସେମାନଙ୍କ ପାଇଁ ଅଭୁଲା ମୁହୂର୍ତ୍ତଗୁଡିକ ଏବଂ ଆକାଂକ୍ଷିତ ସ୍ମୃତି ଆଣିଦେବାକୁ ପ୍ରୋତ୍ସାହିତ କରିବ, ଆମେ କେବଳ ବର୍ତ୍ତମାନ ପାଇଁ ଆନନ୍ଦ ପ୍ରଦାନ କରିବା ଆଶା ରଖୁନାହୁଁ ତାହାସହିତ ଭବିଷ୍ୟତ ପିଢି ନିମନ୍ତେ ଆକାଂକ୍ଷିତ ଏକ ସ୍ଥାୟୀ ପରମ୍ପରା ସୃଷ୍ଟି ଲକ୍ଷ୍ୟ ରଖୁଛୁ ।”

ହୃଦୟର ସ୍ପନ୍ଦନ ବଢାଇଦେବା ଭଳି ରୋଲର କୋଷ୍ଟରଠାରୁ ଆନ୍ତର୍ଜାତିୟ ୱାଟର ରାଇଡ ଏବଂ ପରିବାର ଉପଯୋଗୀ ଆକର୍ଷଣଗୁଡିକ ସହିତ ୱଣ୍ଡେର୍ଲା, ଓଡ଼ିଶା ପ୍ରତ୍ୟେକ ଉପଭୋଗ କରିବା ଭଳି କିଛି ନା କିଛି ଯୋଗାଇଦେବ । ଏହାର ଅନେକ ରାଇଡ୍‌ସ୍‌ ନିର୍ଦ୍ଦିଷ୍ଟ ଭାବରେ ନିର୍ମିତ ଏବଂ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତିକ ଯୋଗାଣକାରୀଙ୍କ ନିକଟରୁ ଆମଦାନୀ କରାଯାଇଛି, ଯାହା ସେଗୁଡିକୁ ଭାରତରେ ଅନନ୍ୟ କରି ଗଢିତୋଳୁଛି । ୱଣ୍ଡେର୍ଲା ଭାରତ ଓ ଏସିଆରେ ଶ୍ରେଷ୍ଠ ସ୍ଥାନରେ ଥିବା ମନୋରଂଜନକାରୀ ପାର୍କଗୁଡିକ ମଧ୍ୟରେ ଅନ୍ୟତମ ।

Powered by Froala Editor

Tags Wonderla

Related articles Odisha News Lens 4.1

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14570
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13437
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14574
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14570
    Jun 16, 2026
  • ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14321
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15043
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13645
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15528
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In