Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ...

  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ ...

  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ...

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ...

  • ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ

  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ...

  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ...

  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ...

  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ...

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏଥର ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ

ଏଥର ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ

2024-05-03 11:17:56
15721
Share:
Facebook
Twitter
E-Mail
WhatsApp
Telegram
ଏଥର ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାୟବରେଲିରୁ ନାମାଙ୍କନ ଭରିବେ ରାହୁଲ । ସାଙ୍ଗରେ ରହିବେ ମା’ ସୋନିଆ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଶେଷ ମୁହୁର୍ତ୍ତରେ ରାହୁଲଙ୍କୁ ରାୟବରେଲିରୁ ଲଢ଼ିବାକୁ ଘୋଷଣା କରିଛି ଏଆଇସିସି । ବହୁ ଦିନରୁ ଲାଗିରହିଥିବା ସସପେନ୍ସରୁ ପରଦା ହଟିଛି । ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସର ଗଡ଼ ଥିବା ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ । ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଶେଷ ସମୟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ଏହି ଦୁଇଟି ଆସନ କଂଗ୍ରେସର ଗଡ଼ ଭାବେ ଜଣାଶୁଣା । ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍ମୃତି ଇରାନୀ । ଚଳିତ ନିର୍ବାଚନରେ ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେଣୁ ନିଜ ଗଡ଼ ରକ୍ଷା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ରାୟବରେଲିରେ ରାହୁଲ ଗାନ୍ଧୀ ଓ ଆମେଥି ପାଇଁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ରାଏବରେଲିରେ ବିଜେପିର ଦିନେଶ ପ୍ରତାପ ସିଂହଙ୍କ ସହ ରାହଲୁଙ୍କ ଲଢ଼େଇ ହେବ । ଏବଂ ଆମେଥିରେ ସ୍କୃତି ଇରାନୀଙ୍କୁ ଟକ୍କର ଦେବେ କିଶୋରୀଲାଲ ଶର୍ମା । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ଉଭୟ ପ୍ରାର୍ଥୀ ଆଜି ଏହି ଦୁଇ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।

Powered by Froala Editor

Tags Rahul gandhi

Related articles Odisha News Lens 4.1

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍
    ମନୋରଞ୍ଜନ

    ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍

    14599
    Jul 22, 2026
  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....
    ଦେଶ-ଦେଶାନ୍ତର

    ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13544
    Jul 22, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା
    ବାଣିଜ୍ୟ

    ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15378
    Jul 22, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...
    ବିଶେଷ

    ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14793
    Jul 22, 2026
  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ

    14330
    Jul 22, 2026
  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ
    ଦେଶ-ଦେଶାନ୍ତର

    ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ

    15664
    Jul 22, 2026
  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ
    ଦେଶ-ଦେଶାନ୍ତର

    ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15434
    Jul 22, 2026
  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର
    ଦେଶ-ଦେଶାନ୍ତର

    ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର

    14780
    Jul 22, 2026
  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ

    14687
    Jul 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14793
    Jul 22, 2026
  • ଦେଶ-ଦେଶାନ୍ତର

    ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ

    14330
    Jul 22, 2026
  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ

    14687
    Jul 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16991
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17599
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17650
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18053
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14793
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15883
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14160
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14440
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14782
    Jul 12, 2026

ବାଣିଜ୍ୟ

ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

-    ଖରା ଓ ଆର୍ଦ୍ରତାରୁଆଶ୍ୱସ୍ତି ପାଇଁ ବଡ଼ଦାଣ୍ଡରେ ଜଳ ସିଞ୍ଚନ ଯନ୍ତ୍ର ନିୟୋଜିତ

-      ପୁରୀ ସମୁଦ୍ର କୂଳରେ ମାଗଣା ରାତ୍ରି ଆଶ୍ରୟସ୍ଥଳରେ ଶ୍ରଦ୍ଧାଳୁଙ୍କ ପା ...

  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15052
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13857
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14101
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13922
    Jul 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ

    15664
    Jul 22, 2026
  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର

    14780
    Jul 22, 2026
  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15434
    Jul 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In