Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ...

  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ...

  • ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ...

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ...

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ...

  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ...

  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ...

  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

Home ›› ››୬୫ ବର୍ଷ ବୟସରେ ମଧ୍ୟ ନେଇ ପାରିବେ ସ୍ବାସ୍ଥ୍ୟ ବୀମା

୬୫ ବର୍ଷ ବୟସରେ ମଧ୍ୟ ନେଇ ପାରିବେ ସ୍ବାସ୍ଥ୍ୟ ବୀମା

2024-04-22 19:10:06
15059
Share:
Facebook
Twitter
E-Mail
WhatsApp
Telegram
୬୫ ବର୍ଷ ବୟସରେ ମଧ୍ୟ ନେଇ ପାରିବେ ସ୍ବାସ୍ଥ୍ୟ ବୀମା

ଏଣିକି ଜଣେ ବ୍ୟକ୍ତି ୬୫ ବର୍ଷ ବୟସରେ ମଧ୍ୟ ସ୍ବାସ୍ଥ୍ୟ ବୀମା କିଣିପାରିବେ। ସ୍ବାସ୍ଥ୍ୟ ବୀମା କ୍ରୟ କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷକୁ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଆର୍‌ଡିଏଆଇ) ପକ୍ଷରୁ ହଟାଇ ଦିଆଯାଇଛି। ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଏହି ନୂଆ ନିୟମ କରାଯାଇଛି।ସ୍ୱାସ୍ଥ୍ୟ ବୀମା ପଲିସି ପାଇଁ ଏହି ନୂତନ ନିୟମ ୧ ଏପ୍ରିଲ ୨୦୨୪ରୁ କାର୍ଯ୍ୟକାରୀ ହୋଇଛି।

ବୀମା ନିୟନ୍ତ୍ରକ ସଂସ୍ଥା ଆଇଆର୍‌ଡିଏଆଇର ଏକ ବିଜ୍ଞପ୍ତି ଅନୁସାରେ, ବୀମା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ସ୍ବାସ୍ଥ୍ୟ ବୀମାର ଏମିତି ପ୍ରଡକ୍ଟ ଆଣିବାକୁ ପଡ଼ିବ, ଯାହାକି ବରିଷ୍ଠ ନାଗରିକ, ଛାତ୍ରୀଛାତ୍ର, ପିଲା ଓ ମାତୃତ୍ୱ ଆବଶ୍ୟକତାକୁ ପୂରଣ କରିପାରୁଥିବ। ଏହି ନିର୍ଦ୍ଦେଶନାମା ଜାରି ହେବା ଫଳରେ ଜୀବନ ସ୍ଥିତି ଓ ସ୍ବାସ୍ଥ୍ୟ ଆବଶ୍ୟକତାର ବିବିଧ କ୍ଷେତ୍ରକୁ ସାମିଲ କରିବା ପାଇଁ ବୀମା କମ୍ପାନୀଗୁଡ଼ିକ ଉତ୍ସାହିତ ହେବେ।

ଏହାବାଦ୍‌ ବରିଷ୍ଠ ନାଗରିକଙ୍କୁ ସୁବିଧା ପ୍ରଦାନ ଲାଗି ଆଇଆର୍‌ଡିଏଆଇ କେତେକ ନୂଆ ପଲିସି ଆଣିବାକୁ ବାଧ୍ୟତାମୂଳକ କରିଛି। ଦାବିଗୁଡ଼ିକର ତୁରନ୍ତ ଫଇସଲା ଏବଂ ଅଭିଯୋଗ ଶୁଣାଣି ନିମନ୍ତେ ସ୍ବତନ୍ତ୍ର ଚ୍ୟାନେଲ ଖୋଲିବାକୁ ମଧ୍ୟ ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କର୍କଟ, ହୃଦ୍‌ଘାତ, କିଡ୍‌ନୀ ଫେଲ୍ୟୁର୍‌ ଏବଂ ଏଡ୍ସ ଆଦିରେ ଆକ୍ରାନ୍ତ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା କିଣିବାରେ ଅଧିକ ସୁବିଧା ପାଇବେ। ଆଇଆରଡିଏଆଇ ସ୍ୱାସ୍ଥ୍ୟ ବୀମା ୱେଟିଂ ପରିୟଡ ସମୟକୁ ୪୮ ମାସ ପରିବର୍ତ୍ତେ ୩୬ ମାସକୁ ହ୍ରାସ କରିଛି।

ଏହାପୂର୍ବରୁ, କେବଳ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଲୋକମାନେ ଏକ ନୂତନ ସ୍ୱାସ୍ଥ୍ୟ ବୀମା ପଲିସି କିଣି ପାରିବାର ନିୟମ ଥିଲା। ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବୀମା ନିୟାମକ ଆଇଆରଡିଏଆଇ ୬୫ ବର୍ଷର ବୟସ ସୀମା ହଟାଇ ଦେଇଛି।


Powered by Froala Editor

Tags health

Related articles Odisha News Lens 4.1

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ
    ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13883
    Apr 01, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ
    ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15363
    Apr 01, 2026
  •  ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ
    ବିଶେଷ

    ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14879
    Apr 02, 2026
  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ
    ଦେଶ-ଦେଶାନ୍ତର

    କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15503
    Apr 01, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି
    ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14245
    Apr 01, 2026
  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ
    ଦେଶ-ଦେଶାନ୍ତର

    ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ

    15601
    Apr 01, 2026
  •  ଏବେ ଦିଲ୍ଲୀବାସୀଙ୍କ ପାଇଁ  ବିଦ୍ୟୁତ୍ ସେବା ପାଇବା ହେବ ସହଜ
    ଦେଶ-ଦେଶାନ୍ତର

    ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ପାଇବା ହେବ ସହଜ

    13603
    Apr 02, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14376
    Apr 02, 2026
  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...
    ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...

    13608
    Apr 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15503
    Apr 01, 2026
  • ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14245
    Apr 01, 2026
  • ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14376
    Apr 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17391
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17456
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17805
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16282
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14879
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14284
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15756
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15424
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16155
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15308
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15037
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15540
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13836
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14879
    Apr 02, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15363
    Apr 01, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14376
    Apr 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In