Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ...

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ...

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ...

  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ...

  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ...

  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

  • ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର

  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››UPSC, ୨୦୨୩ ପରୀକ୍ଷା ଫଳ ପ୍ରକାଶ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

UPSC, ୨୦୨୩ ପରୀକ୍ଷା ଫଳ ପ୍ରକାଶ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

2024-04-16 19:32:06
16081
Share:
Facebook
Twitter
E-Mail
WhatsApp
Telegram
UPSC, ୨୦୨୩ ପରୀକ୍ଷା ଫଳ ପ୍ରକାଶ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ । ଆଦିତ୍ୟ ଶ୍ରୀବାସ୍ତବ ଏଥର ଟପ୍ପର ହୋଇଛନ୍ତି। ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ପାଇଛନ୍ତି।

୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ (୫୨), ଅଭିମନ୍ୟୁ ମଲ୍ଲିକ (୬୦), ଅମ୍ରିତାଂଶୁ ନାୟକ (୧୧୦), ଯଶୋବନ୍ତ ମଲ୍ଲିକ (୧୧୫), ପଦ୍ମନାଭ ମିଶ୍ର (୧୭୬), ବିଶ୍ୱଜିତ ପଣ୍ଡା (୩୪୩), ପ୍ରିୟଙ୍କା ପ୍ରିୟଦର୍ଶିନୀ (୩୮୭), ସନ୍ତୋଷ କୁମାର ପାତ୍ର (୪୦୯), ସୌରଭ ଦାସ (୪୬୬), ରାକେଶ କୁମାର ସାହୁ (୫୭୫), ନୟନ ରଞ୍ଜନ ଦାସ (୫୮୧), ହେମନ୍ତ କୁମାର ସାହୁ (୭୨୨), ବିଭାଂଶୁ ରାୟ (୭୭୨), ସିଦ୍ଧାନ୍ତ ବେସ୍ରା (୮୦୦), ରଶ୍ମି ପାଇକରାୟ (୮୮୧), ସୌରଭ ଦାସ (୯୮୨), ଅନୁପ ନାୟକ (୧,୦୦୧) ସ୍ଥାନରେ ଅଛନ୍ତି।

UPSC ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସେସ୍ ପରୀକ୍ଷା କରାଇଥାଏ, ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ଚୟନ କରାଯାଇଥାଏ। ଏଥିପାଇଁ ତିନିଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ହୋଇଥାଏ।

ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ ପରୀକ୍ଷା ୨୦୨୩ ମେ ୨୮ ରେ ଅନୁଷ୍ଠିତ ହୋଇଥିଲା। ପ୍ରିଲିମସ ରାଉଣ୍ଡ କ୍ଲିୟର କରିଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୧୫, ୧୬, ୧୭, ୨୩, ଏବଂ ୨୪, ୨୦୨୩ ରେ ଦୁଇଟି ସିଫ୍ଟରେ ହେବାକୁ ଥିବା ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ।

CSE 2023 ର ସାକ୍ଷାତକାର କିମ୍ବା ବ୍ୟକ୍ତିତ୍ୱ ପରୀକ୍ଷା ଜାନୁୟାରୀ ୨ ରୁ ଏପ୍ରିଲ ୯ ମଧ୍ୟରେ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।

Powered by Froala Editor

Tags upsc

Related articles Odisha News Lens 4.1

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି
    ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14234
    Apr 01, 2026
  •  ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ
    ବିଶେଷ

    ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14867
    Apr 02, 2026
  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ
    ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13871
    Apr 01, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ
    ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15351
    Apr 01, 2026
  •  ଏବେ ଦିଲ୍ଲୀବାସୀଙ୍କ ପାଇଁ  ବିଦ୍ୟୁତ୍ ସେବା ପାଇବା ହେବ ସହଜ
    ଦେଶ-ଦେଶାନ୍ତର

    ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ପାଇବା ହେବ ସହଜ

    13588
    Apr 02, 2026
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15164
    Apr 01, 2026
  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ
    ଦେଶ-ଦେଶାନ୍ତର

    କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15491
    Apr 01, 2026
  • ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର

    13633
    Apr 01, 2026
  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ
    ଦେଶ-ଦେଶାନ୍ତର

    ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

    15082
    Apr 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ

    15589
    Apr 01, 2026
  • ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13871
    Apr 01, 2026
  • ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14234
    Apr 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17391
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17456
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17805
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16282
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14867
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14272
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15744
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15423
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16154
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15308
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15037
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15540
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13836
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ

    15082
    Apr 01, 2026
  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ

    15491
    Apr 01, 2026
  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13871
    Apr 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In