୧୫ ସୁଦ୍ଧା ୨ୟ ପର୍ଯ୍ୟାୟ ଟିକେଟ: ଶରତ ପଟ୍ଟନାୟକ
ଭୁବନେଶ୍ୱର : କଂଗ୍ରେସର ଟିକେଟ୍ କସରତ ଜାରି ରହିଛି। ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ଶୁକ୍ରବାର ଜଣାପଡିଛି।ଆସନ୍ତା ୧୫ ସୁଦ୍ଧା ୨ୟ ପର୍ଯ୍ୟାୟ ଟିକେଟ ଆସିବ ବୋଲି ସେ କହିଛନ୍ତି। ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ଚୂଡାନ୍ତ ହେବ।
Powered by Froala Editor