Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, February 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଆଁରେ ପୋଡ଼ି ହୋଇ ଜୁଆଙ୍ଗ ମହିଳା ମୃତ

  • CTY ଘୋଷଣା, ବିଶ୍ବର ପ୍ରତିଭାଶାଳୀ ଛାତ୍ରୀ ...

  • ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ...

  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : ...

  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

  • ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ...

  • ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ...

  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ...

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ବଜାରକୁ ଆଣିଲା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍

ଆମୱେ ଇଣ୍ଡିଆ ବଜାରକୁ ଆଣିଲା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍

2021-06-16 16:11:38
23642
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ବଜାରକୁ ଆଣିଲା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍

+ ଏହାର ବଜାର ପ୍ରବେଶ ସହିତ ୨୦୨୧ ଶେଷସୁଦ୍ଧା ୫୦ କୋଟି ରାଜସ୍ୱ ସୃଷ୍ଟି ଲକ୍ଷ୍ୟ ରଖିଛି

+ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ଲୋକମାନଙ୍କ ନିମନ୍ତେ ଏହି ଉତ୍ପାଦ ଉଦ୍ଦିଷ୍ଟ

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି, ଯାହା ବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତି ଫାଇଦା ସହିତ ଆସୁଛି । ଏଥିସହିତ ଆମୱେ ଇଣ୍ଡିଆ ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଭାବରେ ବ୍ୟବହାର ହେବା ସକାଶେ ଏକ ଉତ୍ପାଦ ପ୍ରଚଳନ କରି ଦେଶେରେ ନିଜର ପୁଷ୍ଟିସାଧନ ଏବଂ ରୋଗ ପ୍ରତିରୋଧ ଶକ୍ତିକୁ ସହାୟକ ହେଉଥିବା ଉତ୍ପାଦ ବର୍ଗମାଳାକୁ ଅଧିକ ସୁଦୃଢ କରିଛି । ନ୍ୟୁଟ୍ରାଲାଇଟ ଭିଟାମିନ ସି ଚେରି ପ୍ଲସ୍‍ ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶରୀରକୁ ଲଗାତର ଭିଟାମିନ ସି ଯୋଗାଇ ଦେଉଛି, କାରଣ ଏହା ସାରା ଦିନ ରୋଗ ପ୍ରତିରୋଧ ନିମନ୍ତେ ସହାୟତା କରିବାକୁ ପରିବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତିରେ ପ୍ରସ୍ତୁତ ହୋଇଛି । 

ଏହି ବର୍ଗ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି, “ଏହି ମହାମାରୀ ବିରୁଦ୍ଧରେ ଆମେ ଲଢେଇ ଜାରି ରଖିଥିବାବେଳେ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣୁଛୁ ଏବଂ ସେହି ସମୟରେ ଆମେ ଆମର ପୁଷ୍ଟିସାଧନ ଏବଂ ରୋଗ ପ୍ରତିରୋଧ ଆବଶ୍ୟକତାକୁ ପୁନଃଅଗ୍ରାଧିକାର ପ୍ରଦାନ କରୁଥିବା ଲକ୍ଷ୍ୟ କରୁଛୁ । ଚଳିତ ସମୟରେ ଆମେ ଲକ୍ଷ୍ୟ କରିଛୁ ଯେ ସ୍ୱାସ୍ଥ୍ୟ ସଚେତନ ଏବଂ ଦୁର୍ବଳ ରୋଗ ପ୍ରତିରୋଧ ଶ୍‍ତି ଥିବା ବ୍ୟକ୍ତିବିଶେଷ ସେମାନଙ୍କର ରୋଗ ପ୍ରତିରୋଧ କ୍ଷମତାକୁ ସହାୟତା କରିବା ଏବଂ ନିଜକୁ ନିରାପଦ ରଖିବା ସକାଶେ ପ୍ରତିଷେଧମୂଳକଏବଂ ସ୍ମାର୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପରିବର୍ତ୍ତିତ ହୋଇଛନ୍ତି । ବିଶ୍ୱସ୍ତରରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସଙ୍କଟର ପରିଣତି ସ୍ୱରୂପ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ପରିପୂରକର ଚାହିଦାରେ ବୃଦ୍ଧି ଘଟାଇଛି ଏବଂ ଭିଟାମିନ ସି ସେଥିମଧ୍ୟରେ ଅନ୍ୟତମ, ଯେହେତୁ ଏହା ନିଜର ରୋଗ ପ୍ରତିରୋଧ କ୍ଷମତାକୁ ସମର୍ଥନକାରୀ ତତ୍ତ୍ୱ ପାଇଁ ପରିଚିତ । ୨୦୨୦ରେ ବୟସ୍କଙ୍କ ଭିଟାମିନ ସି ବଜାର ପ୍ରାୟ ୧୮୫ କୋଟି ଟଙ୍କା ଥିଲା ଏବଂ ଏହା ଏବେ ବାର୍ଷିକ ୧୫% ସିଏଜିଆର୍‍ରେ ଅଭିବୃଦ୍ଧି ଘଟୁଛି । ଏହି ଅଭିବୃଦ୍ଧି ଧାରାକୁ ଲକ୍ଷ୍ୟକରି ଏବଂ ପୁଷ୍ଟିସାଧନ ଓ ରୋଗ ପ୍ରତିରୋଧ ଶ୍ରେଣୀ ଅଧୀନରେ, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ଲୋକସଂଖ୍ୟାକୁ ଲକ୍ଷ୍ୟରେ ରଖି, ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍ ବଜାର ପ୍ରବେଶ ଜରିଆରେ ଆମ ଉତ୍ପାଦ ବର୍ଗକୁ ସଂପ୍ରସାରିତ କରି ୨୦୨୫ ସୁଦ୍ଧା ୧୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ କରିବା ଲକ୍ଷ୍ୟ ରଖିଛୁ ।”

ଏହି ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ପ୍ର୍ରକାଶ କରି ଆମୱେ ଇଣ୍ଡିଆର ସିଏମ୍‍ଓ ଅଜୟ ଖାନ୍ନା କହିଛନ୍ତି, “ନିକଟରେ କରାଯାଇଥିବା ସର୍ଭେ ଅନୁଯାୟୀ ୨୦୨୦ରେ ୫୦% ଗ୍ରାହକ ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ସମର୍ଥନ କରିବା ସକାଶେ ଅଧିକ ପରିପୂରକ ନେଉଥିବା ପ୍ରକାଶ କରିଥିଲେ ଏବଂ ଏହି ଧାରା ଦୀର୍ଘକାଳ ପର୍ଯ୍ୟନ୍ତ ଅବ୍ୟାହତ ରହିବ । ଭିଟାମିନ ସି ରୋଗ ପ୍ରତିରୋଧ ସହାୟକ ଫାଇଦା ଯୋଗାଇବା ସହିତ ଏହାର ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ପାଇଁ ପରିଚିତ । ନ୍ୟୁଟିଲାଇଟର ନୂଆ ଭିଟାମିନ ସି ଚେରି ପ୍ଲସ୍‍ ଧୀର, ଲଗାତର ଭାବରେ ୮ ଘଣ୍ଟା ପାଇଁ ଶରୀରକୁ ଭିଟାମିନ ସି ନିର୍ଗତ କରିଚାଲିଥାଏ, କାରଣ ଏକ ଦିନତମାମ ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ସହାୟକ ହେବାକୁ ଭିଟାମିନ ସି’ର ଉନ୍ନତ୍ତତର ଉପଯୋଗ ନିମନ୍ତେ ଏହା ପରିବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତିରେ ପ୍ରସ୍ତୁତ କରାଯାଇଛି । ଏହି ଉତ୍ପାଦ ଏସରୋଲା ଚେରି ଭଳି ଉଦ୍ଭିଦଭିତ୍ତିକ ଭିଟାମିନ ସି ଉତ୍ସରୁ ପ୍ରସ୍ତୁତ କରାଯାଇଛି, ଯାହା ପ୍ରକୃତିରେ ଥିବା ଭିଟାମିନ ସି’ର ଅନ୍ୟତମ ସର୍ବାଧିକ ସାନ୍ଦ୍ରତା ବିଶିଷ୍ଟ ଉତ୍ପାଦ ଏବଂ ଏହା ବ୍ରାଜିଲରେ ଆମ ନିଜର ଜୈବିକ କ୍ଷେତରେ ଉତ୍ପନ୍ନ କରାଯାଉଛି । ଏହି ଉତ୍ପାଦ ସେହି ବୟସ୍କ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଉଦ୍ଦିଷ୍ଟ, ଯେଉଁମାନଙ୍କର ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ରହିଛି ।”

ଆମୱେ ତାହାର ନ୍ୟୁଟ୍ରିଲାଇଟ ଖାଦ୍ୟ ପରିପୂରକ ଉତ୍ପାଦଗୁଡିକ ନିମନ୍ତେ ଉପାଦାନ ପ୍ରମାଣିକୃତ ଜୈବିକ ସଂସ୍ଥାରୁ ସଂଗ୍ରହ କରିଥାଏ । ନ୍ୟୁଟ୍ରିଲାଇଟ ଦେଶର ବିଭିନ୍ନ ଭାଗରେ ପ୍ରମାଣିକୃତ ସହଭାଗୀ ଜୈବିକ ଫାର୍ମଗୁଡିକରେ ଉଦ୍ଭିଦ ଚାଷ, ଅମଳ ଏବଂ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିଥାଏ । ଆମୱେ ଇଣ୍ଡିଆର ଏକ ବ୍ୟାପକ ପିଛାକରିବା ଯୋଜନା ରହିଛି, ଯାହା ବିହନ ଠାରୁ ପରିପୂରକ ପର୍ଯ୍ୟନ୍ତ ଯାତ୍ରାର ଟିକିନିଖି ତଥ୍ୟ ରଖିଥାଏ ଏବଂ ସର୍ବୋଚ୍ଚ ଗୁଣମାନର ଉପାଦାନ ଯେଭଳି ନ୍ୟୁଟ୍ରିଲାଇଟ ଉତ୍ପାଦରେ ବ୍ୟବହାର କରାଯିବ, ତାହା ସୁନିଶ୍ଚିତ କରୁଛି । ନ୍ୟୁଟ୍ରିଲାଇଟ ଉତ୍ପାଦ ଭରସାଯୋଗ୍ୟ ସ୍ତରର ଶୁଦ୍ଧତା, ନିରାପତ୍ତା ଏବଂ ସାମର୍ଥ୍ୟ ଯୋଗାଇ ଦେଉଛି ଏବଂ ଏହା ପଛରେ ଆମୱେର ସୁଦୃଢ ବୈଜ୍ଞାନିକ ଗବେଷଣା ପୃଷ୍ଠଭୂମି ରହିଛି, ଯାହା ଉକ୍ତ ଉତ୍ପାଦଗୁଡିକୁ ଜଣକର ସ୍ୱାସ୍ଥ୍ୟ ବଜାୟ ରଖିବା ନିମନ୍ତେ ଏକ ସଫଳ ମାଧ୍ୟମରେ ପରିଣତ କରିଛି । 

ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍ ସମ୍ପର୍କରେ:

+ ଏହି ଉତ୍ପାଦ ଏସରୋଲା ଚେରି ଭଳି ଉଦ୍ଭିଦଭିତ୍ତିକ ଭିଟାମିନ ସି ଉତ୍ସରୁ ପ୍ରସ୍ତୁତ କରାଯାଇଛି, ଯାହା ପ୍ରକୃତିରେ ଥିବା ଭିଟାମିନ ସି’ର ଅନ୍ୟତମ ସର୍ବାଧିକ ସାନ୍ଦ୍ରତା ବିଶିଷ୍ଟ ଉତ୍ପାଦ ଏବଂ ଏହା ବ୍ରାଜିଲରେ ଆମ ନିଜର ଜୈବିକ କ୍ଷେତରେ ଉତ୍ପନ୍ନ କରାଯାଉଛି ।

+ ଦୈନିକ ଗୋଟିଏ ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲାସ୍‍ ବଟିକା ୯ଟି କମଳା ଅଥବା ୮ଟି ଲେମ୍ବୁ ସହିତ ସମାନ ପରିମାଣର ଭିଟାମିନ ସି (୪୦୦ ମିଲିଗ୍ରାମ) ଯୋଗାଇଥାଏ । ୧୨୦୦ ଟଙ୍କା ମୂଲ୍ୟ ରଖାଯାଇଥିବା(ସମସ୍ତ ଟିକସ ସହିତ) ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍ କେବଳ ସମଗ୍ର ଭାରତରେ ଆମୱେ ପ୍ରତ୍ୟକ୍ଷ ବିକ୍ରେତା/ ଖୁଚୁରା ବିକ୍ରେତାଙ୍କ ଦ୍ୱାରା ବିକ୍ରି କରାଯିବ ଏବଂ ଅଧିକ ଜାଣିବା ପାଇଁ କମ୍ପାନୀର ୱେବସାଇଟ ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭ ଦେଖନ୍ତୁ ।

+ ଏହି ବଟିକାଗୁଡିକର ବର୍ଦ୍ଧିତ-ନିର୍ଗତ ପ୍ରଯୁକ୍ତି ବଜାରରେ ସଂପ୍ରତି ଉପଲବ୍ଧ ଏହି ଧରଣର ପ୍ରଥମ, ଯାହା ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ୍‍କୁ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହି କୌଶଳସହିତ ଏହି ଉତ୍ପାଦ ବର୍ଗରେ ପ୍ରଥମ କରି ଉପସ୍ଥାପନ କରୁଛି । 


Powered by Froala Editor

Tags amway

Related articles Odisha News Lens 3.2

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...
    ଦେଶ-ଦେଶାନ୍ତର

    ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...

    13353
    Feb 07, 2023
  •  ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି
    ଦେଶ-ଦେଶାନ୍ତର

    ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

    13863
    Feb 07, 2023
  • ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ଭିଡିଓ ବି ଛାଡ଼ିଦେଲେ ଦମ୍ପତି
    ଦେଶ-ଦେଶାନ୍ତର

    ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ଭିଡିଓ ବି ଛାଡ଼ିଦେଲେ ଦମ୍ପତି

    14863
    Feb 07, 2023
  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15142
    Feb 07, 2023
  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି
    ଦେଶ-ଦେଶାନ୍ତର

    ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13799
    Feb 07, 2023
  • ନିଆଁରେ ପୋଡ଼ି ହୋଇ ଜୁଆଙ୍ଗ ମହିଳା ମୃତ
    ଜିଲ୍ଲା ପରିକ୍ରମା

    ନିଆଁରେ ପୋଡ଼ି ହୋଇ ଜୁଆଙ୍ଗ ମହିଳା ମୃତ

    14268
    Feb 07, 2023
  • CTY ଘୋଷଣା, ବିଶ୍ବର ପ୍ରତିଭାଶାଳୀ ଛାତ୍ରୀ ନତାଶା
    ଦେଶ-ଦେଶାନ୍ତର

    CTY ଘୋଷଣା, ବିଶ୍ବର ପ୍ରତିଭାଶାଳୀ ଛାତ୍ରୀ ନତାଶା

    13315
    Feb 07, 2023
  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା
    ମନୋରଞ୍ଜନ

    ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା

    13640
    Feb 07, 2023
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର
    ମନୋରଞ୍ଜନ

    ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14864
    Feb 07, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14864
    Feb 07, 2023
  • ଦେଶ-ଦେଶାନ୍ତର

    ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13799
    Feb 07, 2023
  • ଦେଶ-ଦେଶାନ୍ତର

    ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15142
    Feb 07, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14619
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13397
    Feb 07, 2023
  • ବିବାହରେ ବିଳମ୍ବ ହେଉଥିଲେ, ସେବନ କରନ୍ତୁ ଏହି ରଙ୍ଗ ଜିନିଷ

    14559
    Feb 06, 2023
  • ସ୍ୱାସ୍ଥ୍ୟ ପାଇଁ ଜରୁରୀ କଞ୍ଚାଲଙ୍କା

    15562
    Feb 06, 2023
  • ବିଳାସମୟ ଜୀବନ ଅତିବାହିତ କରୁଛି କୁକୁର

    15569
    Feb 05, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18815
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19086
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19220
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20815
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଆଁରେ ପୋଡ଼ି ହୋଇ ଜୁଆଙ୍ଗ ମହିଳା ମୃତ

    14268
    Feb 07, 2023
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14864
    Feb 07, 2023
  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ହାଇକୋର୍ଟ

    13353
    Feb 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In