Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ...

  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ...

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ...

  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ...

  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ...

  • ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ...

  • ଠକାମୀ କରି ଆସନ କବଜା କରିବାକୁ ଯୋଜନା ...

  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ...

Home ›› ››ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ

2024-03-13 10:50:37
13799
Share:
Facebook
Twitter
E-Mail
WhatsApp
Telegram
ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରେଳ ଲାଇନ କରାଯିବ । ଏଥିପାଇଁ ୬୩୦ କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟ ଆକଳନ କରାଯାଇଛି । ୬ଟି ଷ୍ଟେସନ ନିର୍ମାଣ ହେବାକୁ ଥିବାବେଳେ ୩ ବର୍ଷରେ କାମ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି । ତେବେ ଟେଣ୍ଡର ପାଇଁ ପ୍ରି-ବିଡ ବୈଠକ ଆସନ୍ତା ୧୯ ତାରିଖ ବସିବ ବୋଲି ଜଣାଯାଇଛି । 

ନୂଆ ପରିକଳ୍ପନା ଅନୁସାରେ, ରାସ୍ତାରୁ ପ୍ରାୟ ୮ ମିଟର (ପ୍ରାୟ ୨୬.୨୪ ଫୁଟ୍‌) ଉପରେ ରହିବ ଫ୍ଲାଏଓଭର । ତା’ ଉପରେ ଯିବ ମେଟ୍ରୋ । ମାଟିରୁ ୧୪ ମିଟର ଉପରେ (ପ୍ରାୟ ୪୬ ଫୁଟ) ମେଟ୍ରୋ ରେଳ ପଥ ରହିବ । ଏସବୁ ଦିଗକୁ ଲକ୍ଷ୍ୟ କରି ମେଟ୍ରୋ ପାଇଁ ଡିପିଆର୍‌ରେ ପ୍ରସ୍ତୁତ କରାଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ୟ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ରେଳ ପଥ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇଛି।
ଅପରପକ୍ଷରେ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ୟ୍ୟବିହାର ଛକ, ଜୟଦେବବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍‌ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ ତ୍ରିଶୁଳିଆ ଛକରେ ପହଞ୍ଚିବ । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ୟ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ପଥ ପ୍ରାୟତଃ ମେଡିଆନ୍‌ ଉପରେ ନିର୍ମାଣ ହେବ । ପ୍ରିକାଷ୍ଟ ଟେକ୍ନୋଲୋଜିରେ ନିର୍ମାଣ କାର୍ୟ୍ୟ କରାଯିବ ।

Powered by Froala Editor

Tags Metro train

Related articles Odisha News Lens 4.1

  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ
    ଦେଶ-ଦେଶାନ୍ତର

    ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ

    14653
    Apr 13, 2026
  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା
    ଦେଶ-ଦେଶାନ୍ତର

    ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା

    14052
    Apr 13, 2026
  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ
    ଦେଶ-ଦେଶାନ୍ତର

    ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

    14474
    Apr 13, 2026
  •  ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ
    ଦେଶ-ଦେଶାନ୍ତର

    ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

    13412
    Apr 13, 2026
  • ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି
    ଦେଶ-ଦେଶାନ୍ତର

    ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି

    14566
    Apr 12, 2026
  •  ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ
    ବିଶେଷ

    ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    14907
    Apr 13, 2026
  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ

    14864
    Apr 12, 2026
  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ
    ଦେଶ-ଦେଶାନ୍ତର

    ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ

    14099
    Apr 13, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା
    ଦେଶ-ଦେଶାନ୍ତର

    ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15216
    Apr 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି

    14566
    Apr 12, 2026
  • ଦେଶ-ଦେଶାନ୍ତର

    ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା

    14052
    Apr 13, 2026
  • ଦେଶ-ଦେଶାନ୍ତର

    ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ

    14099
    Apr 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17415
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17472
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17826
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16300
    Apr 03, 2021

ବିଶେଷ

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    14907
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15626
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14630
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15611
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14463
    Apr 08, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15329
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15059
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15563
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13858
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

    13412
    Apr 13, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    14907
    Apr 13, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15216
    Apr 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In