Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ଏହି ପ୍ଲାଟିନମ୍‌ ଗହଣା ଟ୍ରେଣ୍ଡ୍‌କୁ ଚିହ୍ନଟ କରି ରଖନ୍ତୁ

ଏହି ପ୍ଲାଟିନମ୍‌ ଗହଣା ଟ୍ରେଣ୍ଡ୍‌କୁ ଚିହ୍ନଟ କରି ରଖନ୍ତୁ

2024-03-05 05:59:01
16343
Share:
Facebook
Twitter
E-Mail
WhatsApp
Telegram
ଏହି ପ୍ଲାଟିନମ୍‌ ଗହଣା ଟ୍ରେଣ୍ଡ୍‌କୁ ଚିହ୍ନଟ କରି ରଖନ୍ତୁ

ଭୁବନେଶ୍ୱର: ବସନ୍ତର ଆଗମନ ସହିତ ଚମକଦାର ଔଜଲ୍ୟ ଥିବା ଗହଣା ଟ୍ରେଣ୍ଡ୍‌କୁ ନେଇ ଷ୍ଟାଇଲ୍‌କୁ ଆଉ ଏକ ଉଚ୍ଚତର ସୋପାନକୁ ନେଇଯିବାର ସମୟ ଆସିଛି! ୨୦୨୪ ଏହି ସମସ୍ତ ନୂଆ ଷ୍ଟାଇଲ୍‌ ଟ୍ରେଣ୍ଡ୍‌କୁ ନେଇ ପରୀକ୍ଷା ନିରୀକ୍ଷା କରୁଛି ଏବଂ ସେଥିରେ ଆପଣଙ୍କୁ ଆପଣଙ୍କ ଗହଣା ଯେଭଳି କେନ୍ଦ୍ର ସ୍ଥାନ ନେବ ସେହି ସୁଯୋଗ ଦେଉଛି! ଚଳିତ ବର୍ଷ ଗହଣା କେବଳ ଏକ ଚେହେରାକୁ ପରିବର୍ଦ୍ଧିତ କରିବା ଅଥବା କେବଳ ଅନୁସରଣ କରିବା ନୁହେଁ, ବରଂ ଆପଣଙ୍କ ମୁଡ୍‌କୁ ପରିପ୍ରକାଶ କରିବା, ନିଜର ମୁହୂର୍ତ୍ତିଗୁଡିକୁ ସ୍ମରଣୀୟ କରିବା ଏବଂ ସମସ୍ତଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡିବା ନିଶ୍ଚିତ କରିବା ନିମନ୍ତେ ଏକ ଅଭିବ୍ୟକ୍ତି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ହୋଇଛି । 

ଏହି ଟ୍ରେଣ୍ଡ୍‌ଗୁଡିକ ସମ୍ପର୍କରେ ପ୍ରକାଶ କରି ପଲ୍ଲବୀ ଶର୍ମା, ବିନିନେସ୍‌ ଡାଇରେକ୍ଟର, ପିଜିଆଇ ଇଣ୍ଡିଆ କହିଛନ୍ତି, “ମହିଳାଙ୍କ ଗହଣା ଦୃଶ୍ୟପଟ୍ଟ ବିଗତ ବର୍ଷଗୁଡିକରେ ବାସ୍ତବିକ୍‌ ପରିବର୍ତ୍ତିତ ହୋଇଛି, ଏକ ସମ୍ପୂର୍ଣ୍ଣ ନୂତନ ବର୍ଗ ସୃଷ୍ଟି କରିଛି ଯାହା ନିଜର ଜୀବନଶୈଳୀ ସହିତ ମେଳ ଖାଉଥିବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ପରିବ୍ୟାପ୍ତ କରିବା ଦିଗରେ ଅବଦାନ ରଖୁଥିବା ଆଧୁନିକ ମହିଳାମାନେ ପସନ୍ଦ କରୁଥିବା ସମକାଳୀନ ଡିଜାଇନ ହୋଇଛି । ୨୦୨୪ରେ ଶୁଦ୍ଧତା ବଜାୟ ରଖିବା କେନ୍ଦ୍ର ସ୍ଥାନ ଭାବରେ ବଜାୟ ରହିବ ଏବଂ ମହିଳାମାନେ ଆନନ୍ଦର ସହିତ ଗହଣାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯାହା ମଜାଦାର ଶୈଳୀ, ମୂଲ୍ୟବାନ ଧାତୁ ସମ୍ମିଶ୍ରଣରେ ଅନନ୍ୟ ପଦାର୍ଥ, ଦମ୍‌ଦାର ରଙ୍ଗ ଏବଂ ପପ୍‌ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ଦମ୍‌ଦାର ରଙ୍ଗଗୁଡିକ ଜରିଆରେ କଳାତ୍ମକ ଅଭିବ୍ୟକ୍ତିର ଏକ କାନ୍‌ଭାସ ହେଉଛି ।

ଆର୍ଟ ଡିକୋ ଟ୍ରେଣ୍ଡ୍‌ ପ୍ରସିଦ୍ଧି ଲାଭ କରିସାରିଛି । ଷ୍ଟାକିଂ ମଧ୍ୟ ପ୍ରିୟ ହୋଇ ରହିଛି ଏବଂ ମହିଳାମାନଙ୍କୁ ବିଭିନ୍ନ ଆକାର, ରଙ୍ଗ ଏବଂ ମୋତିଫ୍‌ର ସମ୍ମିଶ୍ରଣ କରି ସେମାନଙ୍କର ରିଷ୍ଟୱିଅର, ରିଙ୍ଗ ଏବଂ ଏପରିକି ନେକ୍‌ୱିଅର୍‌ରେ ସେମାନଙ୍କ ନିଜସ୍ୱ ଅନନ୍ୟ ଷ୍ଟାଇଲର କାହାଣୀ ସୃଷ୍ଟି କରିବାକୁ ଉତ୍ସାହିତ କରୁଛି । ଚଳିତ ବର୍ଷ ହେଉଛି ଜଣେ ନିଜକୁ ପରିପ୍ରକାଶ କରିବା ଏବଂ ଏହି ମାନସିକତା ସ୍ଥିର ନୁହେଁ, କିମ୍ବା ଷ୍ଟାଇଲ ଅଭିବ୍ୟକ୍ତି ମଧ୍ୟ ସ୍ଥିର ହେବା ଉଚିତ ନୁହେଁ । ସ୍ଥାପତ୍ୟ କଳାରୁ ନେଇ ପ୍ରଭାବୀ ଷ୍ଟାକିଂ ପର୍ଯ୍ୟନ୍ତ ୨୦୨୪ ନିମନ୍ତେ ଷ୍ଟାଇଲ୍‌ ମନ୍ତ୍ର ପ୍ରତ୍ୟେକ ମନୋଭାବକୁ ସୁହାଇବା ନିମନ୍ତେ ପରୀକ୍ଷା ନିରୀକ୍ଷା କରିବା ଏବଂ ସେହି ସମୟରେ ଜଣଙ୍କର ମୂଳ ପସନ୍ଦ ପ୍ରତି ବାସ୍ତବ ରହିବା ।”

ଆପଣ ନିଜର ଗହଣା ବର୍ଗମାଳାକୁ ଉନ୍ନୀତ କରିବା ନିମନ୍ତେ ଏକାଧିକ ବିକଳ୍ପ ସନ୍ଧାନ କରିବା ସମୟରେ ପ୍ଲାଟିନମ୍‌ ଗହଣା ଏହି ବର୍ଷ ପାଇଁ ଆପଣଙ୍କର ଷ୍ଟାଇଲ ଅଭିବ୍ୟକ୍ତିର ପରିପୂରକ ହେବାକୁ ଏକ ଆଦର୍ଶ ପସନ୍ଦ ଭାବରେ ଉଭା ହୋଇଛି । ବାରମ୍ବାର ପରିଧାନ କରିବା ସକାଶେ ତାହା ଦମ୍‌ଦାର ଅଭିବ୍ୟକ୍ତି ପରିପ୍ରକାଶ କରୁଥିବା ପିସ୍‌ ହେଉ ଅଥବା ବହୁବିଧ ଅଭିବ୍ୟକ୍ତି ପ୍ରକାଶକାରୀ ଏବଂ ଅଧିକ କାର୍ଯ୍ୟକାରିତାଗତ ଡିଜାଇନ, ଅତି ଚମକ୍ରାର ଓ ନିଖୁଣ ଭାବରେ ପିଜିଆଇ ଦ୍ୱାରା ପ୍ଲାଟିନମ୍‌ ଇଭାରାରୁ ପ୍ରସ୍ତୁତ ପିସ୍‌ଗୁଡିକ ପ୍ରତ୍ୟେକ ମନୋଭାବ ଏବଂ ଅବସର ନିମନ୍ତେ କିଛି ସ୍ୱତନ୍ତ୍ର ଯୋଗାଇ ଦେଉଛି । 

୯୫% ଶୁଦ୍ଧ ପ୍ଲାଟିନମ୍‌ରୁ ପ୍ରସ୍ତୁତ ଏହି ମଜଭୁତ ନିଖୁଣ କାରିଗରୀରେ ପ୍ରସ୍ତୁତ ପ୍ଲାଟିନମ୍‌ ଇଭାରାର ଏହି ଶ୍ୱେତ ପ୍ଲାଟିନମ୍‌ ଗହଣା ଆପଣଙ୍କ ଷ୍ଟାଇଲ୍‌କୁ ପରବର୍ତ୍ତୀ ସ୍ତରକୁ ନେଇଯିବାର ପ୍ରତିଶୃତି ଦେଉଛି, ଯେତେବେଳେ ଆପଣ ନୂତନ ଚେହେରାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି, ନୂତନ ଟ୍ରେଣ୍ଡ୍‌ ପରଖୁଛନ୍ତି ଅଥବା ସରଳ ଭାବରେ ସଠିକ୍‌ ଦୈନନ୍ଦିନ ଗଣୋର ସମ୍ଭାର ଯୋଗ କରିବାକୁ ଚାହୁଛନ୍ତି । 

ନିମ୍ନରେ ଆମର ଶ୍ରେଷ୍ଠ ୩ଟି ସୁପାରିଶ ପ୍ରଦାନ କରାଯାଇଛି ଯାହା ଆପଣଙ୍କୁ ସମୁଦାୟ ୨୦୨୪ରେ ଝଟିକା ଏବଂ ଚମକଦାର ଦିଶିବା ସୁନିଶ୍ଚିତ କରିବ । 

ଚଳିତ ବର୍ଷଟି ଆପଣଙ୍କ ମନୋଭାବ ଅନୁଯାୟୀ ପରିଧାନ କରିବା ଉପରେ ପର୍ଯ୍ୟବସିତ ଏବଂ ସେହି ସମୟରେ ଆପଣ ସବୁ ସମୟରେ କେବଳ ନିଜ ମତ ମୁତାବକ ରହିବା ପାଇଁ ଉଦ୍ଦିଷ୍ଟ । ବୋଲ୍‌ଡ ଅର୍ଥ ନୁହେଁ ନ୍ୟୁନତାବାଦୀ ଓ ସ୍ପଷ୍ଟ ଲାଇନ୍‌ ପ୍ରତି ରହିଥିବା ଆପଣଙ୍କ ଭଲ ପାଇବାରୁ ଦୂରେଇଯିବା । କଫ୍‌ ବ୍ରେସଲେଟ୍‌ ଭଳି ସ୍ପଷ୍ଟ, ସ୍ଥାପତ୍ୟ ଗହଣାରେ ‘ସ୍ଥାପତ୍ୟଗତ ନ୍ୟୁନତା’ ଅଥବା ସ୍ପଷ୍ଟ ଲାଇନ ଥିବା ଅର୍ଗାନିକ ଆକୃତିର ଇୟରିଂ କିମ୍ବା ଦୃଢ ଅଭିବ୍ୟକ୍ତି ପ୍ରଦାନ କରୁଥିବା ପ୍ଲାଟିନମ୍‌ ରିଂଗୁଡିକ ଯେକୋ÷ଣସି ଚେହେରାକୁ ଏକ ଆଧୁନିକ, ଶିଳ୍ପ ଅନୁଭବ ପ୍ରଦାନ କରୁଛି । ଏହି ଡିଜାଇନଗୁଡିକ ସହିତ ଅର୍ଗାନିକ ଆକାରର ପ୍ରଭାବୀ ପରିମାପ, ଏକ ପରିଷ୍କୃତ, ନୂ୍ୟନତାବାଦୀ ଚେହେରାର ଚିରନ୍ତନ ସୋ÷ନ୍ଦର୍ଯ୍ୟ ନିମନ୍ତେ ପ୍ଲାଟିନମ୍‌ର ଆନ୍ତରିକ ସାମର୍ଥ୍ୟ ତତ୍ତୁଲ୍ୟ ହୋଇଛି । ପ୍ଲାଟିନମ୍‌ ତାହାର ପ୍ରାକୃତିକ ସଫେଦ୍‌ ଚମକ ସହିତ ଏକ ଅନ୍ତର୍ନିହିତ ସୋନ୍ଦର୍ଯ୍ୟର ପ୍ରତିଶୃତି ଦେଉଛି ଯାହା ସମୟ ସ୍ର୍ରୋତରେ ଅକ୍ଷତ ରହୁଛି । 


ଏଭଳି ଗହଣା ନିମନ୍ତେ ଏବେ ପସନ୍ଦ ବୃଦ୍ଧି ପାଇବାରେ ଲାଗିଛି ଯାହା କଳା ଭାବରେ ପ୍ରତିଧ୍ୱନିତ ହେଉଛି ଏବଂ ଏକ କାନ୍‌ଭାସ ଭଳି ପ୍ରାୟତଃ କାର୍ଯ୍ୟ କରୁଛି । ମୋଜାଇକ୍‌ସ୍‌, ମୋତିଫ ଏବଂ ମୂଳ ଡିଜାଇନରେ ଅତି ସୁନ୍ଦର ଭାବରେ ସନ୍ନିବେଶିତ ପପ୍‌ ସଂସ୍କୃତିର ସୂକ୍ଷ୍ମ ରୂପ ଠାରୁ ନେଇ ରଙ୍ଗ ଏବଂ ପୁରାତନ ଅନୁଭବର ଏକ ସ୍ପର୍ଶ ଦେବାକୁ ସେରାମିକ୍ସ, ଓନିକ୍ସ ଏବଂ ଜେମ୍‌ଷ୍ଟୋନ୍‌ ଭଳି ସ୍ୱତନ୍ତ୍ର ପଦାର୍ଥର ବ୍ୟବହାର ନିଶ୍ଚିତ ଭାବରେ ଏକ ସୋ÷ନ୍ଦର୍ଯ୍ୟଗତ ଦିଗ ପ୍ରଦର୍ଶନ କରୁଛି ଯାହାର ବିଶେଷ ଚମକ ରହିଛି । ବିଶ୍ୱର ରହସ୍ୟଗୁଡିକୁ ପ୍ରତିବିମ୍ବିତ କରୁଥିବା ଢାଞ୍ଚାଗୁଡିକ ଏକ ଅତି ମନୋରମ ବ୍ରେସଲେଟ୍‌ରେ ହୀରାଖଚିତ ହେବାଠାରୁ ନେଇ କ୍ୱିର୍କି ପେଣ୍ଡାଣ୍ଟ ପର୍ଯ୍ୟନ୍ତ ଏବଂ ସେହି ମନୋରମତା- କଳାତ୍ମକ ଭାବଧାରା ଏଠାରେ ରହିଛି । 


ପ୍ଲାଟିନମ୍‌ ଅନ୍ୟ ଯେକୋ÷ଣସି ମୂଲ୍ୟବାନ ଧାତୁ ତୁଳନାରେ ଅଧିକ ଘନତା ବିଶିଷ୍ଟ ଏବଂ ଏହା ହୀରା ଓ ଜେମ୍‌ ଷ୍ଟୋନ୍‌ ଉପରେ ଅନନ୍ୟ ସୁରକ୍ଷିତ ବନ୍ଧନକୁ ସୁନିଶ୍ଚିତ କରୁଛି । ଏହାର ଶୁଦ୍ଧ ସଫେଦ ଚମକ ମୂଲ୍ୟବାନ ଷ୍ଟୋନ୍‌ଗୁଡିକ ସେଗୁଡିକର ସମସ୍ତ ବାସ୍ତବ ଔଜଲ୍ୟ ସହିତ ଚମକିବାକୁ ଦେଉଛି । 


୨୦୨୪ ଷ୍ଟାକ୍‌ ଟ୍ରେଣ୍ଡ ଗୋଟିଏ ନିୟମ ସହିତ ଆସୁଛି, ତାହା ହେଉଛି କୋ÷ଣସି ନିୟମ ନାହିଁ! ପ୍ରାକ୍‌ ସଂଯୁକ୍ତ ରିଂ କମ୍ବୋଠାରୁ ନେଇ ଅତି ନିଖୁଣ ମିକ୍ସ ଓ ମ୍ୟାଚ୍‌ ଷ୍ଟାକ୍‌ ପର୍ଯ୍ୟନ୍ତ ରିଂ ଷ୍ଟାକ୍‌ଗୁଡିକ ଏକ ଦମ୍‌ଦାର ଲେୟର୍ଡ ଗହଣାର ଏକ ମାୟାଜାଲ ସୃଷ୍ଟି କରୁଛି ଏବଂ ଏହା ଏକ ଉପଯୁକ୍ତ କଥୋପକଥନ ଶୁଭାରମ୍ଭକାରୀ ହୋଇଛି, କାରଣ ଏହା ଏକ କାହାଣୀ ବର୍ଣ୍ଣନା କରିବା ସହିତ ଆପଣଙ୍କ ବ୍ୟକ୍ତିଗତ ଷ୍ଟାଇଲ ସମ୍ପର୍କରେ ଆଲୋକପାତ କରୁଛି ।

କୋମଳ, ଷ୍ଟାକ୍‌ଡ ନେକ୍‌ପିସ୍‌ ଏକ ଚମକଦାର ପୋଷାକ ଅଥବା ଏକ ଗର୍ଜିଅସ୍‌ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକର ମନମୁଗ୍ଧକର ନେକ୍‌ଲାଇନକୁ ତତ୍‌କ୍ଷଣାତ ସର୍ବସମ୍ମୁଖକୁ ଆଣିବାର ପ୍ରତିଶୃତି ଦେଉଛି । କଫ୍‌ ଅଥବା ଷ୍ଟ୍ରକ୍‌ଚର୍ଡ ରିଷ୍ଟୱିୟର ସଦୃଶ ତାହା ଆପଣଙ୍କର ମୋଟାମୋଟି ଚେହେରା ସହିତ ଏକ ଅନନ୍ୟ ଦିଗ ଯୋଡିଥାଏ, ଅଥବା ଆପଣ ଉତ୍ସବ ଛାଡି ଆସିବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ପ୍ରଭାବ ସୃଷ୍ଟି କରିଥାଏ । କଫ୍‌ ବ୍ରେସଲେଟଗୁଡିକ ବିଗତ କିଛି ସିଜନ ଧରି ବିଶେଷ ଆଦୃତି ଲାଭ କରିଛି ଏବଂ ସେଗୁଡିକ ମୋଟା, ପତଳା, ଡୁଆଲ ଟୋନ୍‌ଡ୍‌, ଆସିମାଟ୍ରିକ ଅଥବା ଅନ୍ୟ କୋ÷ଣସି ଷ୍ଟ୍ରକଚର୍ଡ ଶୈଳୀରେ ଦେଖିବାକୁ ମିଳିପାରିବ । 

ସିଜନ୍‌ର ଅଧୁନତାମ ପ୍ଲାଟିନମ୍‌ ଇଭାରା କଲେକ୍ସନ ଭାରତରେ ସମସ୍ତ ଅଗ୍ରଣୀ ଗହଣା ରିଟେଲ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେଉଛି ।

Powered by Froala Editor

Tags Platinum

Related articles Odisha News Lens 4.1

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14574
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13437
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14570
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  • ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14321
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15043
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13645
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15528
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14574
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In