Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ...

  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ...

  • ସୁସ୍ଥ ରହିବା ପାଇଁ ପ୍ରୟାସ କରିବାକୁ ...

  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

  • ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ରେ ନବଜୋତ ...

  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ...

  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ ...

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

Home ›› ››ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଆମେରିକାରେ କ୍ଲିନିକାଲ ଟ୍ରାଏଲ ହେବ

ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଆମେରିକାରେ କ୍ଲିନିକାଲ ଟ୍ରାଏଲ ହେବ

2021-06-12 18:30:08
15254
Share:
Facebook
Twitter
E-Mail
WhatsApp
Telegram
ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଆମେରିକାରେ କ୍ଲିନିକାଲ ଟ୍ରାଏଲ ହେବ

ଭାରତ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ହେବ ଆମେରିକାରେ । ଏହାର କାରଣ ମାର୍କେଟିଂ ଆବେଦନ ଉପରେ ମୋହର ଲଗାଇବା ପାଇଁ ଜଣାପଡିଛି । କିଛି ଦିନ ତଳେ ଭାରି ବାୟୋଟେକକୁ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ମନା କରିଥିଲା ଆମେରିକା ଫୁଡ ଓ ଡ୍ରଗ ଆଡମିନଷ୍ଟ୍ରେସନ (ୟୁଏସ୍‌ଏଫଡିଏ) ।

ଏଥିସହ ଏଫଡିଏମ ଭାରତ ବାୟୋଟେକର ଆମେରିକା ସହଯୋଗୀ ଉସୁଜେନକୁ କୋଭାକ୍ସିନର ବାୟୋଲଜିକ ଲାଇସେନ୍ସ ଆପ୍ଲେକସନ ରାସ୍ତା ଆପଣାଇବାକୁ ପରାମର୍ଶ ଦେଇଥିଲା। ଏହାପରେ ଭାରତ ବାୟୋଟେକ କହିଛି, ୟୁଏଏଫଡିଏ କହିଥିଲା ଯେ କୌଣସି ନୂଆ କରୋନା ଟିକାକୁ ତାଙ୍କ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ। ତେଣୁ ଆମେ ପୂର୍ଣ୍ଣକାଳୀନ ଅନୁମତି ପାଇଁ ଆବେଦନ କରିବୁଏକଥା ଏଫଡିଏ ମଧ୍ୟ ଆମ ସହଯୋଗୀ ଉସୁଜେନକୁ କହି ସାରିଛି। ତେଣୁ ଆମେ କ୍ଲିନିକାଲ ଟ୍ରାଏଲ ପରେ ଟିକାର ଅନୁମୋଦନ ପାଇଁ ଆବେଦନ କରିବୁ। ବର୍ତ୍ତମାନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ବ୍ଲିଶେଷଣ କରାଯିବା ସହ ଏକାଠି କରାଯାଉଛି।


ଚୂଡ଼ାନ୍ତ ବ୍ଲିଶେଷଣ ସହ ଖୁବଶୀଘ୍ର ୩ୟ ଟ୍ରାଏଲର ରିପୋର୍ଟକୁ ସାର୍ବଜନୀନ କରାଯିବ। ଥରେ ୩ୟ ଟ୍ରାଏଲ ରିପୋର୍ଟର ତଥ୍ୟ ମିଳିଯିବା ପରେ ଭାରତ ବାୟୋଟେକ କୋଭାକ୍ସିନର ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ। ପ୍ରଥମେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ନିକଟରେ ଦାଖଲ କରାଯିବ। ଏହାପରେ ଏହା ପ୍ରି-ରିଭ୍ୟୁଡ ଜର୍ଣ୍ଣାଲରେ ପ୍ରକାଶିତ ହେବ ବୋଲି କମ୍ପାନୀ କହିଛି।


Powered by Froala Editor

Tags covaxin

Related articles Odisha News Lens 4.1

  • ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା
    ଦେଶ-ଦେଶାନ୍ତର

    ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

    14419
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ
    ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15289
    Apr 06, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    13990
    Apr 07, 2026
  • ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

    13749
    Apr 07, 2026
  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?
    ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15386
    Apr 07, 2026
  • ଏହି ଦୁଇ କଲେଜକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15359
    Apr 06, 2026
  • ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ
    ମନୋରଞ୍ଜନ

    ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

    14340
    Apr 07, 2026
  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13608
    Apr 07, 2026
  • ସୁସ୍ଥ ରହିବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ସୁସ୍ଥ ରହିବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ ଦେଲେ ମୋଦୀ

    14174
    Apr 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13608
    Apr 07, 2026
  • ଦେଶ-ଦେଶାନ୍ତର

    ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା

    14419
    Apr 07, 2026
  • ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15386
    Apr 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15289
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14111
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15455
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14663
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16062
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଦୁଇ କଲେଜକୁ ବୋମା ଧମକ

    15359
    Apr 06, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    13990
    Apr 07, 2026
  • ଆମେରିକା ସେନା ଗୋଟିଏ ରାତିରେ ଇରାନକୁ ଶେଷ କରିଦେବ: ଟ୍ରମ୍ପ

    13608
    Apr 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In