Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ...

  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ...

  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ...

  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ...

  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା ...

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ...

  • କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ...

  • ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ...

  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

  • ଘରୋଇ ଏଲପିଜି ସିଲିଣ୍ଡର ଦର ମହଙ୍ଗା

Home ›› ››ନକଲି ଆର୍ମି ଗାଡ଼ିକୁ ଧରିଲେ ଅସଲି ମାଲିକ, ତାପରେ ଜାଣନ୍ତୁ କ’ଣ ହେଲା...

ନକଲି ଆର୍ମି ଗାଡ଼ିକୁ ଧରିଲେ ଅସଲି ମାଲିକ, ତାପରେ ଜାଣନ୍ତୁ କ’ଣ ହେଲା...

2021-06-12 07:06:31
15508
Share:
Facebook
Twitter
E-Mail
WhatsApp
Telegram
ନକଲି ଆର୍ମି ଗାଡ଼ିକୁ ଧରିଲେ ଅସଲି ମାଲିକ, ତାପରେ ଜାଣନ୍ତୁ କ’ଣ ହେଲା...

ଭୁବନେଶ୍ୱରରୁ ଧରାପଡ଼ିଛି ନକଲି ଆର୍ମି ଅଫିସର ଗାଡି । ନକଲି ଗାଡି ଧରି ଅଭିଯୁକ୍ତ ଜଣଙ୍କ ଖୁଲମଖୁଲ୍ଲା ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ । ତେବେ ଗାଡିର ଅସଲି ମାଲିକ ହିଁ ନକଲି ଗାଡିର ପର୍ଦ୍ଦାଫାସ କରିଛନ୍ତି । ଅସଲି ଗାଡି ମାଲିକଙ୍କ ଠାରୁ ସତ ଜାଣିଲା ପରେ ଚକିତ କରିଦେବା ଭଳି ତଥ୍ୟ ସାମ୍‌ନାକୁ ଆସିଛି । 

ପୋଲିସ ରିପୋର୍ଟ ଅନୁଯାୟୀ, ଓଡି-୦୨ୱାଇ-୦୦୨୩ ନମ୍ବର ଥିବା  ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା ।  ଏହି ଗାଡିଟି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିଲା । ଏପରିକି ଗାଡି ମାଲିକଙ୍କୁ ୧୦ ହଜାରରୁ ଅଧିକ ଟଙ୍କାର ଚାଲାଣ ବି ଯାଇଥିଲା । ତେବେ ଗାଡି ମାଲିକ ଏ ନେଇ ଚକିତ ହୋଇଥିଲେ । କାହିଁକି ନା ଏହି ଗାଡିରେ ଥିବା ପ୍ରକୃତ ନମ୍ବରର ଗାଡି ମାଲିକ ହେଉଛନ୍ତି ଧନଂଜୟ ହୋତା । ତାଙ୍କ ଗାଡି ଘରେ ଥିବାବେଳେ ଚାଲାଣ କଟିବା ତାଙ୍କ ହୋସ୍ ଉଡାଇ ଦେଇଥିଲା ।

ଘଟଣାର ସତ୍ୟାସତ୍ୟ ଜାଣିବାକୁ ଖୋଦ ଧନଂଜୟ ଖୋଳତାଡ କରିଥିଲେ । ଶେଷରେ ସାମ୍ନାକୁ ଆସିଥିଲା ଅସଲ ଘଟଣା । ଗତକାଲି ଏହି ଦାମୀ ଏସ୍‌ୟୁଭି ଗାଡିିକୁ ଧନଂଜୟ ଜୟଦେବ ବିବାହର ଛକରେ ଅଟକାଇବାକୁ ସଫଳ ହୋଇଥିଲେ । ହେଲେ ଗାଡି ଭିତରୁ ଜଣେ ଯୁବକ ହଠାତ୍ ବାହାରି ନିଜକୁ ଆର୍ମି ଅଫିସର ରତିକାନ୍ତ କହିବା ସହ ଧମକ ଦେବାକୁ ବି ପଛାଇନଥିଲା । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ସଂପୃକ୍ତ ଯୁବକ ଜଣକ ସତ ଓଗାଳିଥିଲା ।

ରତିକାନ୍ତ ଆର୍ମି ଅଫିସର ନୁହେଁ ବରଂ ଜଣେ ସଫ୍ଟୱେୟାର ଇଂଜିନିୟର । ଗାଡିଟିକୁ ରତିକାନ୍ତ ଜଣେ ଆଳୁ ବ୍ୟବସାୟୀଙ୍କ ନିକଟରୁ କିଣିଥିବା ଓ ମାଲିକାନା ବଦଳିନଥିବା କହିଥିଲେ । ତେବେ ଯୁବକଙ୍କ କଥା ଗ୍ରହଣୀୟ ନହେବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଳୁ ବ୍ୟବସାୟୀ , ଗାଡି କିଣା ସତ୍ୟତା ଓ ରତିକାନ୍ତଙ୍କ ବୟାନ କେତେଦୂର ସତ ତାହା ଏବେ ବି ରହସ୍ୟ ଘେରରେ । ଗୋଟିଏ ପଟେ ରତିକାନ୍ତଙ୍କ ବୟାନକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଆଳୁ ବ୍ୟବସାୟୀକୁ ପୋଲିସ ଖୋଜିବାକୁ ଚେଷ୍ଟା କରୁଛି । ତେବେ ରତିକାନ୍ତ ନକଲି ଗାଡି ଧରି ନିଦ୍ୱନ୍ଦ୍ୱରେ ଘୂରିବୁଲିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏସବୁ ପଛରେ ଆଉ କିଛି କାରଣ ଥାଇପାରେ ବୋଲି ପୁଲିସ ଖୋଳତାଡ କରୁଛି । 

Powered by Froala Editor

Tags army officer

Related articles Odisha News Lens 4.1

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14778
    Jun 07, 2026
  • ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA
    ଦେଶ-ଦେଶାନ୍ତର

    ୨୧ରେ ଏନ୍‌ଇଇଟି-ୟୁଜି ପରୀକ୍ଷା, ସହର ଆଲର୍ଟମେଣ୍ଟ କଲା NTA

    15465
    Jun 08, 2026
  • ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ
    ଦେଶ-ଦେଶାନ୍ତର

    ଲକ୍ଷେ କୋଟି ସମ୍ପତ୍ତିର ଅଧିକାରୀ ହେବେ ଏଲନ ମସ୍କ

    13773
    Jun 08, 2026
  • ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ

    14799
    Jun 08, 2026
  • ଘରୋଇ ଏଲପିଜି ସିଲିଣ୍ଡର ଦର ମହଙ୍ଗା
    ଦେଶ-ଦେଶାନ୍ତର

    ଘରୋଇ ଏଲପିଜି ସିଲିଣ୍ଡର ଦର ମହଙ୍ଗା

    14660
    Jun 07, 2026
  • କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
    ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14673
    Jun 08, 2026
  •  ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର

    15096
    Jun 07, 2026
  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'
    ଦେଶ-ଦେଶାନ୍ତର

    କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

    14814
    Jun 07, 2026
  • କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ

    13983
    Jun 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୁଣି ୨୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର

    15096
    Jun 07, 2026
  • ଦେଶ-ଦେଶାନ୍ତର

    କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ

    13983
    Jun 07, 2026
  • ଦେଶ-ଦେଶାନ୍ତର

    କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ

    14673
    Jun 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16912
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17529
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17578
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17968
    Sep 06, 2023

ବିଶେଷ

  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    13881
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13972
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14898
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14764
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15304
    May 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15455
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15197
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15684
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14023
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପିଜା ଡେଲିଭରୀ ପାଇଁ ଯାଇଥିଲେ ଭାରତୀୟ ଯୁବକ, ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

    14778
    Jun 07, 2026
  • ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ

    13915
    Jun 08, 2026
  • କୁନୋ ଜଙ୍ଗଲରେ ବିରଳ ଶିକାରୀ 'କାରାକାଲ୍'

    14814
    Jun 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In