Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ...

  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ...

  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ...

  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ...

  • ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

  • ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ...

  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

  • ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ...

Home ›› ››ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, କାହିଁକି ଜାଣନ୍ତୁ

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, କାହିଁକି ଜାଣନ୍ତୁ

2024-01-19 11:13:43
15103
Share:
Facebook
Twitter
E-Mail
WhatsApp
Telegram
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, କାହିଁକି  ଜାଣନ୍ତୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଥିବା ଜଣାପଡିଛି । ଏଥିସହ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କରାଇ ନଦେବା ପାଇଁ ସେ ଧମକ ଦେଇଛି । ତେବେ ଅଯୋଧ୍ୟାରେ ଉତ୍ତରପ୍ରଦେଶ ଏଟିଏସ ୩ ଜଣ ଖଲିସ୍ତାନୀଙ୍କୁ ହେପାଜତରେ ନେବା ପରେ ଏହି ଧମକପୂର୍ଣ୍ଣ ଅଡିଓ ଜାରି କରିଛି ପନ୍ନୁ । ଅଡିଓରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ସହ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବନ୍ଦ କରିଦେବା ନେଇ କହିଛି । ଏଥିସହ ଖଲିସ୍ତାନୀ ସାଥିମାନଙ୍କୁ ଅଯଥାରେ ହଇରାଣ ନ କରିବାକୁ ପନ୍ନୁ ଚେତାବନୀ ଦେଇଛି ।
ଅଯୋଧ୍ୟାରେ ୟୁପି ଏଟିଏସ ୩ଜଣ ଖଲିସ୍ତାନୀଙ୍କୁ ହେପାଜତରେ ନେବା ପରେ ଏହି ଧମକପୂର୍ଣ୍ଣ ଅଡିଓ ଜାରି କରିଛି ପନ୍ନୁ । ୟୁନାଇଟେଡ କିଙ୍ଗଡମର ଏକ ନମ୍ବରରୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଏହି ରେକଡିଂ ଜାରି କରିଛି । ଅଡିଓ ଅନୁଯାୟୀ, " ଅଯୋଧ୍ୟାରେ ୟୁପି ପୋଲିସ ୩ ଜଣଙ୍କୁ ଗିରଫ କରି ତାଙ୍କ ବିରୋଧରେ ମିଛ କେସ କରି ଫସାଇବାକୁ ଚାହୁଁଛି । ତାଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାଙ୍କୁ ଛଡ଼ାନଗଲେ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏସଏଫଜେ ପାଖରୁ କେହି ବଞ୍ଚାଇପାରିବେ ନାହିଁ । ଏସଏଫଜେ ପକ୍ଷରୁ ୨୨ ଜାନୁଆରୀରେ ଏହାର ଜବାବ ଦିଆଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ରାଜନୈତିକ ହତ୍ୟା କରାଯିବ ବୋଲି ଏହି ଅଡିଓରେ କୁହାଯାଇଛି ।

Powered by Froala Editor

Tags Yogi adityanath

Related articles Odisha News Lens 4.1

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌
    ବିଶେଷ

    ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    14055
    Dec 27, 2025
  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

    13872
    Dec 26, 2025
  •  ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ

    15082
    Dec 25, 2025
  • ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା
    ଦେଶ-ଦେଶାନ୍ତର

    ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା

    14531
    Dec 26, 2025
  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ
    ଦେଶ-ଦେଶାନ୍ତର

    ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

    14166
    Dec 27, 2025
  • ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ଛାତ୍ରଛାତ୍ରୀ
    ଦେଶ-ଦେଶାନ୍ତର

    ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ଛାତ୍ରଛାତ୍ରୀ

    15522
    Dec 27, 2025
  • ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ
    ରାଜନୀତି

    ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

    13570
    Dec 26, 2025
  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ
    ଦେଶ-ଦେଶାନ୍ତର

    ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15311
    Dec 26, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ
    ବିଶେଷ

    ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14561
    Dec 26, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14561
    Dec 26, 2025
  • ଦେଶ-ଦେଶାନ୍ତର

    ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ

    15082
    Dec 25, 2025
  • ଦେଶ-ଦେଶାନ୍ତର

    ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା

    14531
    Dec 26, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17271
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17352
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17699
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16169
    Apr 03, 2021

ବିଶେଷ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    14055
    Dec 27, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14561
    Dec 26, 2025
  • ଉଚ୍ଚ ରକ୍ତଚାପର ସଙ୍କେତ ଜାଣିବେ କିପରି?

    14983
    Dec 24, 2025
  • କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ?

    14470
    Dec 23, 2025
  • ଏକ ଘଣ୍ଟା ଚାଲିଲେ ମିଳିଥାଏ ଏହିସବୁ ଫାଇଦା

    14806
    Dec 22, 2025

ବାଣିଜ୍ୟ

୨୪ ଶହ ଟଙ୍କା ବଢ଼ିଲା ସୁନା

ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହ ...

  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14198
    Dec 18, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    15232
    Dec 15, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    16006
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15171
    Dec 08, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

    15098
    Dec 27, 2025
  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

    13872
    Dec 26, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14561
    Dec 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In