Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

ମନୋରଞ୍ଜନ
Home ›› ମନୋରଞ୍ଜନ ››ମେକ୍‌ଅପ୍ ଆର୍ଟିଷ୍ଟଙ୍କୁ ବାହା ହେବେ ଅରବାଜ

ମେକ୍‌ଅପ୍ ଆର୍ଟିଷ୍ଟଙ୍କୁ ବାହା ହେବେ ଅରବାଜ

2023-12-21 20:29:06
15786
Share:
Facebook
Twitter
E-Mail
WhatsApp
Telegram
ମେକ୍‌ଅପ୍ ଆର୍ଟିଷ୍ଟଙ୍କୁ ବାହା ହେବେ ଅରବାଜ

ବଲିଉଡ ଅଭିନେତା ଅରବାଜ ଖାନ ପୁଣିଥରେ ବିବାହ କରିବେ। ଡିସେମ୍ବର ୨୪ ତାରିଖରେ ବାହା ହେବେ ଅରବାଜ । ୫୬ ବର୍ଷୀୟ ଅରବାଜ ମେକ୍‌ଅପ୍ ଆର୍ଟିଷ୍ଟ ଶୂରା ଖାନଙ୍କୁ ବାହା ହେବେ। ଏହା ହେବ ଅରବାଜଙ୍କର ଦ୍ୱିତୀୟ ବିବାହ। ମୁମ୍ବାଇରେ ହେବାକୁ ଥିବା ଏହି ବିବାହରେ କେବଳ ଉଭୟଙ୍କ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ। ଅଭିନେତାଙ୍କ ବିବାହ ଖବର ଏବ ଚର୍ଚ୍ଚାରେ ରହିଛି।

ବଲିଉଡ୍ ଫିଲ୍ମ 'ପଟନା ଶୁକ୍ଲା'ର ଶୁଟିଂ ସେଟ୍‌ରେ ଅରବାଜ ଓ ଶୂରାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଆଉ ଏବେ ବାହା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଅରବାଜ ଖାନ ୧୯୯୮ ମସିହା ଡିସେମ୍ବର ୧୨ ତାରିଖରେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ବିବାହର ୧୯ ବର୍ଷ ପରେ ମଲାଇକା ଓ ଅରବାଜଙ୍କର ଛାଡ଼ପତ୍ର ହୋଇଯାଇଥିଲା । ମଲାଇକାଙ୍କ ଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ କରୁଥିଲେ। କିଛିଦିନର ଡେଟ ପରେ ଅରବାଜ ଏବଂ ଜର୍ଜିଆଙ୍କ ଅଲଗା ହୋଇଯାଇଥିଲେ। କିଛି ଦିନ ହେବ ଅରବାଜ ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ଡେଟ କରୁଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି।

Powered by Froala Editor

Tags arbaz

Related articles Odisha News Lens 4.1

  • ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13774
    Jul 08, 2025
  • ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ
    ରାଜନୀତି

    ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

    15201
    Jul 08, 2025
  •  ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା
    ଦେଶ-ଦେଶାନ୍ତର

    ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15331
    Jul 10, 2025
  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....
    ବିଶେଷ

    ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    13848
    Jul 08, 2025
  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ
    ରାଜନୀତି

    ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14369
    Jul 09, 2025
  • ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...
    ଦେଶ-ଦେଶାନ୍ତର

    ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...

    15488
    Jul 10, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ
    ବିଶେଷ

    ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15968
    Jul 08, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...
    ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...

    14408
    Jul 09, 2025
  • ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ

    14039
    Jul 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା କରିଥିଲା ସ୍ଵାମୀ

    15488
    Jul 10, 2025
  • ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    14408
    Jul 09, 2025
  • ରାଜନୀତି

    ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

    15201
    Jul 08, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16612
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16729
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17042
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15530
    Apr 03, 2021

ବିଶେଷ

  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    13848
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15968
    Jul 08, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14710
    Jul 07, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    15436
    Jul 07, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15579
    Jul 06, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15864
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16405
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14052
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15573
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

    15005
    Jul 10, 2025
  • ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15331
    Jul 10, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15968
    Jul 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In