Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ...

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

ବାଣିଜ୍ୟ
Home ›› ବାଣିଜ୍ୟ ››ନୁ୍ୟ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥ୍‌ପେଷ୍ଟ ସହିତ ସାମଗ୍ରିକ କଲ୍ୟାଣ ନିମନ୍ତେ ଏକ ସ୍ୱାସ୍ଥ୍ୟକର ଓରାଲ୍‌ ମାଇକ୍ରୋବାୟୋମ୍‌କୁ ଆମୱେ ଇଣ୍ଡିଆ ପୃଷ୍ଠପୋଷକତା କରୁଛି

ନୁ୍ୟ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥ୍‌ପେଷ୍ଟ ସହିତ ସାମଗ୍ରିକ କଲ୍ୟାଣ ନିମନ୍ତେ ଏକ ସ୍ୱାସ୍ଥ୍ୟକର ଓରାଲ୍‌ ମାଇକ୍ରୋବାୟୋମ୍‌କୁ ଆମୱେ ଇଣ୍ଡିଆ ପୃଷ୍ଠପୋଷକତା କରୁଛି

2023-12-12 04:20:45
15018
Share:
Facebook
Twitter
E-Mail
WhatsApp
Telegram
ନୁ୍ୟ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥ୍‌ପେଷ୍ଟ ସହିତ ସାମଗ୍ରିକ କଲ୍ୟାଣ ନିମନ୍ତେ ଏକ ସ୍ୱାସ୍ଥ୍ୟକର ଓରାଲ୍‌ ମାଇକ୍ରୋବାୟୋମ୍‌କୁ ଆମୱେ ଇଣ୍ଡିଆ ପୃଷ୍ଠପୋଷକତା କରୁଛି

ଭୁବନେଶ୍ୱର: ମୁଖ ଗହ୍ୱର ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ମଧ୍ୟରେ ଏକ ନିବିଡ ସଂଯୋଗକୁ ହୃଦୟଙ୍ଗମ କରି ଅନ୍ୟତମ ଅଗ୍ରଣୀ ଏଫଏମସିଜି ଡାଇରେକ୍ଟର ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ଅଲ୍‌ ନୁ୍ୟ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥ୍‌ପେଷ୍ଟ ବହୁଧା ଫାଇଦା ସହିତ ପ୍ରଚଳନ କରିଛି । 

ଏହି ନୂଆ ଉତ୍ପାଦ ସମ୍ପର୍କରେ ପ୍ରକାଶ କରି ଅଜୟ ଖାନ୍ନା, ସିଏମ୍‌ଓ, ଆମୱେ ଇଣ୍ଡିଆ କହିଥିଲେ, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୯୫%ରୁ ଅଧିକ ଭାରତୀୟ ବୟସ୍କ ନାଗରିକ ଦନ୍ତକ୍ଷୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ୫୦%ରୁ ଅଧିକ ମାଢି ଜନିତ ସମସ୍ୟା, ଦାନ୍ତର ସମ୍ବେଦନଶୀଳତା ଏବଂ ନିଃଶ୍ୱାସରେ ଦୁର୍ଗନ୍ଧ ଆଦି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଆମେ ଏକ ପୂର୍ଣ୍ଣାଙ୍ଗ କଲ୍ୟାଣକୁ ବର୍ଦ୍ଧିତ ଭାବରେ ରୂପାନ୍ତରିତ ହେଉଥିବାବେଳେ ଆମୱେର ଅନ୍ୟତମ ସର୍ବାଧିକ ବିକ୍ରି ହେଉଥିବା ବ୍ରାଣ୍ଡ୍‌ ଗ୍ଲିଷ୍ଟର ବିଶ୍ୱବ୍ୟାପୀ ନିୟୁତ ନିୟୁତ ଗ୍ରାହକଙ୍କର ବିଶ୍ୱାସଭାଜନ ହୋଇଛି, ଏବଂ ମୁଖ ଗହ୍ୱର ଯନôକୁ ଏକ ପ୍ରଶସ୍ତ ରୂପାନ୍ତରଣ ସହିତ ସମନ୍ୱିତ କରିବା ପ୍ରୟାସକୁ ସଗର୍ବେ ଆଗେଇ ନେଉଛି । ସ୍ୱାସ୍ଥ୍ୟ ଓ କଲ୍ୟାଣର ବିଶାଳ ପ୍ରସଙ୍ଗରେ ମୁଖ ଗହ୍ୱର ଯନô ଏକ ସୂତ୍ର ଭାବରେ ବିବେଚିତ ହେଉଛି ଯାହା ଆମ ଜୀବନର ପ୍ରତ୍ୟେକ ଦିଗ ସହିତ ଅତି ନିବିଡ ଭାବରେ ଜଡିତ ଏବଂ ଏହା ଆମର ସାମଗ୍ରିକ କଲ୍ୟାଣର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ କାର୍ଯ୍ୟ କରୁଛି । ପାଞ୍ଚ ଦଶନ୍ଧିର ଏକ ମଜଭୁତ ପୃଷ୍ଠଭୂମି ସହିତ ଗ୍ଲିଷ୍ଟର୍‌ ଉପଭୋକ୍ତାଙ୍କର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାକୁ ନିରନ୍ତର ଭାବରେ ପରିବର୍ତ୍ତିତ ହୋଇ ଚାଲିଛି । ଆମର ସଦ୍ୟତମ ଉତ୍ପାଦ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟ ଆମର ଓରାଲ୍‌ କେୟାର ମାଇକ୍ରୋବାୟୋମ୍‌ରେ ଅତ୍ୟନ୍ତ ଯନôର ସହିତ ତାଳମେଳ ବଜାୟ ରଖିବା ଏବଂ ତାହାର ପରିପୋଷଣକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ୪୨% ଏନାମେଲ ହ୍ୱାଇଟନିଂ, ୧୨ ଘଣ୍ଟା ପର୍ଯ୍ୟନ୍ତ ତାଜା ନିଃଶ୍ୱାସ, ପ୍ଲାକ୍‌ ହ୍ରାସ ଭଳି ବହୁଧା ଫାଇଦା ପ୍ରଦାନ କରୁଛି ଏବଂ ଏହାର ସ୍ୱାଦରେ ପିପରମେଣ୍ଟ୍‌ ଏସେନ୍‌ସିଆଲ ଅଏଲ ରହିଛି ଯାହା ନୁ୍ୟଟି୍ରଲାଇଟ ଦ୍ୱାରା ସଂଗୃହୀତ / ପ୍ରମାଣିକୃତ, ଏବଂ ଏହା ଶ୍ୱାସ ପ୍ରଶ୍ୱାସରେ ତାଜାପଣକୁ ସମର୍ଥନ କରିବାରେ ସହାୟକ ହେଉଛି ଏବଂ ଏହା ଉଦ୍ଭିଦ ଭିତ୍ତିକ ଉତ୍ତମତାରେ ସମୃଦ୍ଧ ହୋଇଛି ।

ଏଥିସହିତ ପ୍ରାକୃତିକ ଏବଂ ହର୍ବାଲ ଉପାଦାନ ଥିବା ଟୁଥ୍‌ପେଷ୍ଟ ପାଇଁ ବର୍ଦ୍ଧିତ ପସନ୍ଦ ପ୍ରତି ଦୃଷ୍ଟିଦେବାକୁ ଆମେ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟ ହର୍ବାଲ ପ୍ରଚଳନ କରିଛୁ ଯାହା ୧୧ଟି ପ୍ରାକୃତିକ ଉପାଦାନ ସହିତ ଆସୁଛି । ଏହି ଟୁଥପେଷ୍ଟଗୁଡିକ କେବଳ ହସକୁ ଉଜ୍ଜ୍ୱଳ କରୁନାହିଁ, ତାହାସହିତ ସେଗୁଡିକ ବ୍ୟକ୍ତିବିଶେଷଙ୍କୁ ମୁଖ ଗହ୍ୱର ସ୍ୱାସ୍ଥ୍ୟ ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ମଧ୍ୟରେ ଆନ୍ତଃସଂଯୋଗକୁ ହୃଦ୍‌ବୋଧ କରି ସେମାନଙ୍କର ସ୍ୱାସ୍ଥ୍ୟ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ଆଭିମୁଖ୍ୟ ଗ୍ରହଣ କରିବାକୁ ସେମାନଙ୍କୁ ସଶକ୍ତ କରୁଛି ।”

ମୁଖ ହେଉଛି ଶରୀରର ପ୍ରବେଶ ଦ୍ୱାର, ଏବଂ ଏଠାରେ ବିବିଧ ବର୍ଗର ୭୦୦ରୁ ଅଧିକ ଅଣୁଜୀବର ଉପସ୍ଥିତି ରହିଥାଏ,  ଯାହା ଶରୀରରେ ଦ୍ୱିତୀୟ ସର୍ବବୃହତ୍‌ ମାଇକ୍ରୋବାୟୋମ୍‌ ଭାବରେ ପରିଚିତ । ଗବେଷଣାରୁ ଜଣାଯାଇଛି ଯେ ସମସ୍ତ ପ୍ରଣାଳୀଗତ ରୋଗ ମୁଖ ଗହ୍ୱରରୁ ସୃଷ୍ଟି ହୋଇଥାଏ, ଯାହା ସାମଗ୍ରିକ କଲ୍ୟାଣ ନିମନ୍ତେ ମୁଖ ଗହ୍ୱର ଯନôର ଅତ୍ୟନ୍ତ ଗୁରୁତ୍ୱ ସମ୍ପର୍କରେ ଦର୍ଶାଉଛି । ଏ କ୍ଷେତ୍ରରେ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟ ଏବଂ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟ ହର୍ବାଲ ଉଦ୍ଭିଦ ଭିତ୍ତିକ ଉତ୍ତମତାରେ ସମୃଦ୍ଧ ହୋଇଛି, ଯେଉଁଥିରେ ସର୍ବିଟଲ ଏବଂ ଗ୍ଲିସେରିନ ଭଳି ଉପାଦାନ ରହିଛି । ସେଗୁଡିକ ବିନା କୋ÷ଣସି ପ୍ରାଣୀଜ ଉତ୍ପାଦ, ଶର୍କରା ବିହୀନ, ଆଲ୍‌କୋହଲ ବିହୀନ, ପେରୋକ୍ସାଇଡ ବିହୀନ ଏବଂ ପାରାବିନ୍‌ ବିହୀନ ଭାବରେ ଅତି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି । ନୁ୍ୟ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟ ୪୨% ଏନାମେଲ୍‌ ହ୍ୱାଇଟନିଂ ବୃଦ୍ଧି କରିଥାଏ ଏବଂ ଦନ୍ତକ୍ଷୟର ମୁକାବିଲା କରିବାରେ ସହାୟତା କରେ, ଏବଂ ଏହାଦ୍ୱାରା ମଜଭୁତ ଏବଂ ସୁସ୍ଥ ଦାନ୍ତ ବଜାୟ ରଖିଥାଏ । ରେମିନାକ୍ଟ ଫାଇଦା ଦନ୍ତ ଏନାମେଲ୍‌ ପାଇଁ ପୁନଃ ଖଣିଜତତ୍ତ୍ୱ ଯୋଗାଣରେ ସହାୟକ ହୋଇଥାଏ ଏବଂ ଏହାଦ୍ୱାରା ଏନାମେଲ୍‌ ପୃଷ୍ଠଭାଗରେ ଅତ୍ୟାବଶ୍ୟକ ଖଣିଜତତ୍ତ୍ୱ ପୁନଃଜମା ହେବାରେ ସହାୟତା କରି ଦାନ୍ତକୁ ଅବକ୍ଷୟ ମୁକାବିଲା କରିବାରେ ଅଧିକ ସୁଦୃଢ କରିଥାଏ । ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟର ସ୍ୱାଦରେ ପିପରମେଣ୍ଟ ଏସେନସିଆଲ୍‌ ଅଏଲ ରହିଛି ଯାହା ନୁ୍ୟଟ୍ରିଲାଇଟ ଦ୍ୱାରା ସଂଗୃହୀତ / ପ୍ରମାଣିକୃତ ଏବଂ ଏହା ଶ୍ୱାସ ପ୍ରଶ୍ୱାସର ତାଜାପଣ ବଜାୟ ରଖିବାରେ ସହାୟକ ହୋଇଥାଏ । ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥ୍‌ପେଷ୍ଟର ସମସ୍ତ ଫାଇଦା ସହିତ ଗ୍ଲିଷ୍ଟର୍‌ର ହର୍ବାଲ ସଂସ୍କରଣ ଲବଙ୍ଗ, ନିମ, ପିପରମେଣ୍ଟ, ସ୍ପିଅରମିଣ୍ଟ, ଅଦା, ଟି ଟ୍ରି, ମୁଲେଥି, ବାସିଲ, ଇୟୁକାଲିପ୍‌ଟଲ, ଲେମ୍ବୁ ଏବଂ କର୍ପୁର ଆଦି ୧୧ଟି ପ୍ରାକୃତିକ ଉପାଦାନ ସହିତ ଆସୁଛି । ଏଥିସହିତ ଉଭୟ ପ୍ରକାର ଆଇଡିଏ ପ୍ରମାଣିକୃତ ଅଟେ । 

ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥପେଷ୍ଟ ଏବଂ ଗ୍ଲିଷ୍ଟର ମଲ୍‌ଟି-ଆକ୍ସନ ଟୁଥ୍‌ପେଷ୍ଟ ହର୍ବାଲ ମୂଲ୍ୟ ୨୦୦ଗ୍ରାମ ପ୍ୟାକ୍‌ ପିଛା ଯଥାକ୍ରମେ ୩୨୨ ଟଙ୍କା ଏବଂ ୩୩୩ ଟଙ୍କା (ସମସ୍ତ ଟିକସ ସହିତ) ରଖାଯାଇଛି । ଏହି ଉତ୍ପାଦ ପ୍ୟାକ୍‌ ମଧ୍ୟ ୫୦ ଗ୍ରାମ ପ୍ୟାକ୍‌ରେ ଉପଲବ୍ଧ ହେଉଛି ଯାହା କ୍ରୟ କରିବାର ନମନୀୟତା ପ୍ରଦାନ କରୁଛି । 

ଗ୍ଲିଷ୍ଟର ମଲ୍‌ଟି ଆକ୍ସନ ଟୁଥପେଷ୍ଟ ଏବଂ ଗ୍ଲିଷ୍ଟରର ପୂର୍ଣ୍ଣାଙ୍ଗ କଲ୍ୟାଣ ନିମନ୍ତେ ଅଧିକ ସୂଚନ ଜାଣିବାକୁ କୃପାପୂର୍ବକ ଯୋଗାଯୋଗ କରନ୍ତୁ ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭ.

Powered by Froala Editor

Tags Amway

Related articles Odisha News Lens 4.1

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14398
    Sep 21, 2026
  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା
    ଦେଶ-ଦେଶାନ୍ତର

    ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

    13738
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13623
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13580
    Sep 21, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
    ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13322
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14563
    Sep 21, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13665
    Sep 20, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14348
    Sep 21, 2026
  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15216
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13623
    Sep 21, 2026
  • ଦେଶ-ଦେଶାନ୍ତର

    ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

    13738
    Sep 21, 2026
  • ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13665
    Sep 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17111
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17798
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18182
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14543
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14422
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14675
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16300
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14824
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15606
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15364
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14656
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14330
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

    14563
    Sep 21, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14398
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ

    13580
    Sep 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In