Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ...

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ...

  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ...

  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ...

  • ପୂର୍ବତନ ବାଚସ୍ପତି ଆଣ୍ଡ୍ରି ...

  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ...

  • ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ...

  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ...

  • ଦୈନିକ ପିଅନ୍ତୁ ଏହି ଜୁସ୍‌

ରାଜ୍ୟ
Home ›› ରାଜ୍ୟ ››କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର କଲା ପୋଲିସ

କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର କଲା ପୋଲିସ

2023-12-03 09:59:02
15468
Share:
Facebook
Twitter
E-Mail
WhatsApp
Telegram
କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର କଲା ପୋଲିସ

କଟକ: କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର । ଅପରାଧୀ ଲିପୁ ଓରଫ ସୁଶାନ୍ତ ସାହୁଙ୍କୁ ଏନ୍‌କାଉଣ୍ଟର କଲା ନିଶ୍ଚିନ୍ତକୋଇଲି ପୋଲିସ । ଶନିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଅସୁରେଶ୍ୱର ଠାରେ ସୁଶାନ୍ତକୁ ଏନକାଉଣ୍ଟର କରାଯାଇଥିଲା । ଗୋଡରେ ଗୁଳି ବାଜିବାରୁ ଚିକିତ୍ସା ନିମନ୍ତେ ତାକୁ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
 ସହଯୋଗୀ ମିଶି ଅପରାଧ କରିବା ପାଇଁ ପ୍ଲାନ କରୁଥିବା ବେଳେ ନିଶ୍ଚିନ୍ତକୋଇଲି ଥାନା ଏସଆଇ ତପନ ନାୟକ ଏବଂ ପୋଲିସ ଷ୍ଟାଫ ଚଢ଼ାଉ କରିଥିଲା । ଏହି ସମୟରେ ସୁଶାନ୍ତ ସାହୁ ପ୍ରଥମେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲାଇ ଥିଲା । ନିଜକୁ ରକ୍ଷା କରିବା ପାଇଁ ଏଲଆଇ ତପନ ନାୟକ ଲିପୁ ଉପରକୁ ଗୋଟେ ରାଉଣ୍ଡ ଗୁଳି ଚଳାଇଥିଲେ । ଯାହା ଫଳରେ ଅପରାଧୀ ଲିପୁର ବାମ ଗୋଡରେ ଗୁଳି ବାଜିଥିଲା । ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ କେନ୍ଦ୍ର ନିଆଯାଇଥିଲା । ପରେ ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ କହିଛି। 
ଗତ ସେପ୍ଟେମ୍ବର ମାସରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡକାୟତ ମଙ୍ଗୁ ମହାରଣାକୁ ଏନକାଉଣ୍ଟର କରିଥିଲା କଟକ କମିଶନରେଟ ପୋଲିସ । ସଦର ଅଞ୍ଚଳରେ ତାକୁ ଏନକାଉଣ୍ଟର କରାଯାଇଥିଲା । ଫଳରେ ମଙ୍ଗୁର ବାମ ଗୋଡର ଠିକ୍ ଆଣ୍ଠୁ ଉପରକୁ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଏସସିବି କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା । କନ୍ଦରପୁର ଅଞ୍ଚଳରେ ହୋଇଥିବା ଡକାୟତିରେ ମଙ୍ଗୁ ସମ୍ପୃକ୍ତ ଥିଲା । ଏହି ଘଟଣା ପରେ ସେ ଫେରାର୍ ରହିଥିଲା । କନ୍ଦରପୁର ଡକାୟତି ଘଟଣାରେ ତାକୁ ଧରିବା ପାଇଁ ପୋଲିସ ଟିମ୍ ଯାଇଥିଲା । ଏହି ସମୟରେ ସେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା । ଫଳରେ ପୋଲିସ ମଧ୍ୟ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା ।

Powered by Froala Editor

Tags Encounter

Related articles Odisha News Lens 4.1

  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ
    ଦେଶ-ଦେଶାନ୍ତର

    ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ

    15456
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌
    ବିଶେଷ

    ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ
    ବିଶେଷ

    ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13768
    Aug 30, 2025
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା
    ଦେଶ-ଦେଶାନ୍ତର

    କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା

    13351
    Aug 30, 2025
  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ...
    ଦେଶ-ଦେଶାନ୍ତର

    କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ...

    13715
    Aug 29, 2025
  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ
    ଦେଶ-ଦେଶାନ୍ତର

    ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ

    13943
    Aug 30, 2025
  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ
    ଦେଶ-ଦେଶାନ୍ତର

    ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

    14184
    Aug 29, 2025
  •  ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା

    13331
    Aug 30, 2025
  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14358
    Aug 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

    14184
    Aug 29, 2025
  • ବିଶେଷ

    ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ଦେଶ-ଦେଶାନ୍ତର

    କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ପଟ୍ଟନାୟକ

    13715
    Aug 29, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16707
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16809
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17158
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15625
    Apr 03, 2021

ବିଶେଷ

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13768
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16164
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14326
    Aug 26, 2025
  • ପୃଥିବୀକୁ ପ୍ରଥମେ ଆସିଥିଲା ଏହି ପରିବା

    15416
    Aug 25, 2025

ବାଣିଜ୍ୟ

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...

  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15198
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15681
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14778
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14591
    Aug 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା

    13351
    Aug 30, 2025
  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14358
    Aug 30, 2025
  • ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?

    14323
    Aug 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In