Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ ...

  • କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ...

  • ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ...

  • ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ...

  • ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ...

  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

ଖେଳ ଖବର
Home ›› ଖେଳ ଖବର ›› ଆରସିବିର ପୁଣି ଜଣେ ଖେଳାଳି କରୋନା ଆକ୍ରାନ୍ତ

ଆରସିବିର ପୁଣି ଜଣେ ଖେଳାଳି କରୋନା ଆକ୍ରାନ୍ତ

2021-04-08 06:48:30
15509
Share:
Facebook
Twitter
E-Mail
WhatsApp
Telegram
 ଆରସିବିର ପୁଣି ଜଣେ ଖେଳାଳି କରୋନା ଆକ୍ରାନ୍ତ
ଚେନ୍ନାଇ: ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ) ଚତୁର୍ଦ୍ଧତମ ସଂସ୍କରଣ ଉପରେ କରୋନା ଆକ୍ରମଣ ଜାରି ରହିଛି । ଦେବଦତ୍ତ ପାଡ଼ିକଲଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଡାନିଏଲ ସାମସ କରୋନା ଆକ୍ରାନ୍ତ ହୋଇଛନ୍ତି । ସାମସଙ୍କ ନିକଟରେ କୋଭିଡ-୧୯ର କୌଣସି ଲକ୍ଷଣ ନଥିବା ବେଳେ ସେ ସଙ୍ଗରୋଧରେ ରହିଛନ୍ତି । ୨୮ ବର୍ଷୀୟ ଅଲରାଉଣ୍ଡର ସାମଏ ଏପି୍ରଲ ୩ରେ ଚେନ୍ନାଇରେ ପହଞ୍ଚିବା ପରେ କରୋନା ପରୀକ୍ଷା କରିଥିଲେ । ଉକ୍ତ ରିପୋର୍ଟ ନେଗେଟିଭ ରହିଥିଲା । ତାଙ୍କର ଦ୍ୱିତୀୟ ପରୀକ୍ଷଣର ରିପୋର୍ଟ ବୁଧବାର ଆସିଥିଲା । ଯେଉଁଥିରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବାମହାତୀ ଅଷ୍ଟ୍ରେଲିୟ ବୋଲର ସାମସ ଜଣେ ପାୱାର ହିଟର ଭାବେ ପରିଚିତ । ସେ ୫୧ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳି ୬୩ଟି ୱିକେଟ ନେଇଛନ୍ତି । ସେହିପରି କରୋନା ଆକ୍ରାନ୍ତ ହୋଇଥିବା ଓପନର ଦେବଦତ୍ତ ପାଡିକଲ ସୁସ୍ଥ ହୋଇ ବୁଧବାର ଦଳ ସହିତ ଯୋଗ ଦେଇଛନ୍ତି । ପାଡିକଲ ଅଭ୍ୟାସ ଆରମ୍ଭ କରିଥିବା ବେଳେ ଶୁକ୍ରବାର ଉଦଘାଟନୀ ମ୍ୟାଚ ଖେଳିବାରେ କୌଣସି ସମସ୍ୟା ନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେଡିକାଲ ଦଳ ସୂଚନା ଅନୁସାରେ ପାଡିକଲ କରୋନା ରିପୋର୍ଟ ବୁଧବାର ନେଗେଟିଭ ଆସିଛି ।
Tags corona

Related articles Odisha News Lens 4.1

  • ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା
    ଦେଶ-ଦେଶାନ୍ତର

    ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

    13661
    Aug 13, 2025
  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ
    ଦେଶ-ଦେଶାନ୍ତର

    ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ

    15437
    Aug 13, 2025
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15636
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15365
    Aug 13, 2025
  • ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା
    ଦେଶ-ଦେଶାନ୍ତର

    ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା

    14760
    Aug 13, 2025
  • କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ
    ଖେଳ ଖବର

    କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

    14161
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....
    ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13620
    Aug 13, 2025
  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ
    ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15518
    Aug 13, 2025
  • ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ
    ମନୋରଞ୍ଜନ

    ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ

    15540
    Aug 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15636
    Aug 13, 2025
  • ଦେଶ-ଦେଶାନ୍ତର

    ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା

    14760
    Aug 13, 2025
  • ମନୋରଞ୍ଜନ

    ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ

    15540
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16669
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16775
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17110
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15584
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15365
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13620
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14176
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15325
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15485
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14731
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14540
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14273
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14739
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13620
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15365
    Aug 13, 2025
  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ

    15437
    Aug 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In