Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, November 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

  • ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ...

  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ...

  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

  • ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ...

  • ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ : ୫ ଘର ...

  • ଚୀନ ସଂକ୍ରମଣକୁ ଦେଖି ସରକାର ସତର୍କ : ୭ ...

  • ଫ୍ଲାଇଟ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ଫାଇଟ୍‌, ...

  • ଆଉ ୫ ବର୍ଷ ବଢ଼ିଲା ଅବଧି, ୨୦୨୯ ଯାଏ ମିଳିବ ...

  • ପିଲାଙ୍କ ପାଇଁ ପାକିସ୍ତାନରୁ ଭାରତ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଚଳନ୍ତା ଭୋଲ୍‌ବୋ ବସ୍‌ରେ ନିଆଁ : ନିଜକୁ ବଞ୍ଚାଇବା ପାଇଁ ଡେଇଁ ପଡ଼ିଲେ ଯାତ୍ରୀ

ଚଳନ୍ତା ଭୋଲ୍‌ବୋ ବସ୍‌ରେ ନିଆଁ : ନିଜକୁ ବଞ୍ଚାଇବା ପାଇଁ ଡେଇଁ ପଡ଼ିଲେ ଯାତ୍ରୀ

2023-11-16 00:56:57
15618
Share:
Facebook
Twitter
E-Mail
WhatsApp
Telegram
ଚଳନ୍ତା ଭୋଲ୍‌ବୋ ବସ୍‌ରେ ନିଆଁ : ନିଜକୁ ବଞ୍ଚାଇବା ପାଇଁ ଡେଇଁ ପଡ଼ିଲେ ଯାତ୍ରୀ

ବୁଧବାର ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ଏକ ଭୋଲବୋ ବସ୍‌ ୬୦ ଯାତ୍ରୀଙ୍କୁ ନେଇ ବିହାର ଯାଉଥିଲା। ଏତିକି ବେଳେ ଯାତ୍ରୀବାହୀ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ବିକଟାଳ ରୂପ ନେଇଥିଲା।

ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍‌ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୟୁପି ୫୩ ଜିଟି ୨୯୦୭ ନମ୍ବର ବିଶିଷ୍ଟ ବସ୍‌ଟି ସେକ୍ଟର ୩୭ରୁ ସିଓ୍ବାନ ବିହାରକୁ ଯାଉଥିଲା। ସମସ୍ତ ଯାତ୍ରୀ ଛଟ୍ଟ୍‌ ପୂଜା ପାଇଁ ଘରକୁ ଯାଉଥିଲେ। ବସ୍‌ ଶୀତତାପ ନିୟନ୍ତ୍ରିତ ଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥାଇପାରେ।

Powered by Froala Editor

Tags bus

Related articles Odisha News Lens 3.2

  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ
    ଦେଶ-ଦେଶାନ୍ତର

    ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ

    14791
    Nov 30, 2023
  • ଫ୍ଲାଇଟ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ଫାଇଟ୍‌, ଜରୁରି ଅବତରଣ କରି ଓହ୍ଲାଇଦେଲେ ପାଇଲଟ୍
    ଦେଶ-ଦେଶାନ୍ତର

    ଫ୍ଲାଇଟ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ଫାଇଟ୍‌, ଜରୁରି ଅବତରଣ କରି ଓହ୍ଲାଇଦେଲେ ପାଇଲଟ୍

    15474
    Nov 30, 2023
  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ
    ବିଶେଷ

    ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

    13929
    Nov 30, 2023
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ
    ଦେଶ-ଦେଶାନ୍ତର

    କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

    14847
    Nov 30, 2023
  • ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ : ୫ ଘର ଭୁଶୁଡ଼ିଲା
    ଦେଶ-ଦେଶାନ୍ତର

    ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ : ୫ ଘର ଭୁଶୁଡ଼ିଲା

    13579
    Nov 30, 2023
  • ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ
    ବିଶେଷ

    ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

    15240
    Nov 30, 2023
  • ଆଉ ୫ ବର୍ଷ ବଢ଼ିଲା ଅବଧି, ୨୦୨୯ ଯାଏ ମିଳିବ ମାଗଣା ଚାଉଳ
    ଦେଶ-ଦେଶାନ୍ତର

    ଆଉ ୫ ବର୍ଷ ବଢ଼ିଲା ଅବଧି, ୨୦୨୯ ଯାଏ ମିଳିବ ମାଗଣା ଚାଉଳ

    15330
    Nov 30, 2023
  •  ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ
    ଦେଶ-ଦେଶାନ୍ତର

    ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ

    14265
    Nov 30, 2023
  • ଚୀନ ସଂକ୍ରମଣକୁ ଦେଖି ସରକାର ସତର୍କ : ୭ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ...
    ଦେଶ-ଦେଶାନ୍ତର

    ଚୀନ ସଂକ୍ରମଣକୁ ଦେଖି ସରକାର ସତର୍କ : ୭ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ...

    15021
    Nov 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ

    14791
    Nov 30, 2023
  • ବିଶେଷ

    ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

    15240
    Nov 30, 2023
  • ଦେଶ-ଦେଶାନ୍ତର

    ଫ୍ଲାଇଟ୍‌ରେ ସ୍ୱାମୀ-ସ୍ତ୍ରୀଙ୍କ ଫାଇଟ୍‌, ଜରୁରି ଅବତରଣ କରି ଓହ୍ଲାଇଦେଲେ ପାଇଲଟ୍

    15474
    Nov 30, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15332
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15679
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14360
    Apr 03, 2021

ବିଶେଷ

  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

    13929
    Nov 30, 2023
  • ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

    15240
    Nov 30, 2023
  • ଶରୀରର ଏହି ଅଙ୍ଗ ଡେଇଁବା ଦ୍ୱାରା ମିଳିଥାଏ ଶୁଭ ସଙ୍କେତ

    14379
    Nov 29, 2023
  • କ୍ଷୀର ଗୁଡରେ ରହିଛି ଆଶ୍ଚର୍ଯ୍ୟଜନକ ଲାଭ

    15116
    Nov 29, 2023
  • କେଶକୁ ଧଳା କରିବାରେ ରୋକିବ ଏହି ୮ଟି ସୁପରଫୁଡ

    15859
    Nov 28, 2023

ବାଣିଜ୍ୟ

ଖୁଦ୍ରାସ୍ଫୀତି ୪.୮୭% ଖସିଲା, ୪ ମାସରେ ସର୍ବନିମ୍ନ

ଅକ୍ଟୋବର ୨୦୨୩ ରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ଫୀତି। ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଛି। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିବା ସରକାର କହିଛନ୍ତି।

ଜୁଲାଇ ୨୦୨୩ ପରେ କ୍ରମାଗତ ତୃତୀୟ ମାସ ପାଇଁ ଖୁ ...

  • ଜିଓ ପକ୍ଷରୁ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ

    13756
    Nov 09, 2023
  • ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

    14614
    Sep 28, 2023
  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15103
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14530
    Aug 28, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

    13929
    Nov 30, 2023
  • ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ : ୫ ଘର ଭୁଶୁଡ଼ିଲା

    13579
    Nov 30, 2023
  • ପିଲାଙ୍କ ପାଇଁ ପାକିସ୍ତାନରୁ ଭାରତ ଫେରିଲେ ଅଞ୍ଜୁ

    14025
    Nov 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In