Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, December 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

  • ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ...

  • ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ...

  • ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ...

  • ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ...

  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ...

  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ...

  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ...

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ...

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଦିୱାଲୀ, ଛଟ୍ ପାଇଁ ଭିଡ଼ : ସୁରତ ରେଳ ଷ୍ଟେସନରେ ଦଳାଚକଟା

ଦିୱାଲୀ, ଛଟ୍ ପାଇଁ ଭିଡ଼ : ସୁରତ ରେଳ ଷ୍ଟେସନରେ ଦଳାଚକଟା

2023-11-11 19:42:29
16090
Share:
Facebook
Twitter
E-Mail
WhatsApp
Telegram
ଦିୱାଲୀ, ଛଟ୍ ପାଇଁ ଭିଡ଼ : ସୁରତ ରେଳ ଷ୍ଟେସନରେ ଦଳାଚକଟା

ଗୁଜରାଟର ସୁରତ ରେଳ ଷ୍ଟେସନରେ ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଷ୍ଟେସନରେ ଦଳଚକଟା ହୋଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିବା ସହ ଆଉ କେତେଜଣ ଆହତ ହୋଇଛନ୍ତି ।  ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ବୟସ ୪୦ ବର୍ଷ ଥିବା ଜଣାଯାଇଛି । ତାଙ୍କ ନାମ ବୀରେନ୍ଦ୍ର କୁମାର ଓ ସେ ବିହାରର ଛପରା ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ଆଉ ଜଣେ ଆହତ ବ୍ୟକ୍ତିର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।

ବିହାରର ପ୍ରସିଦ୍ଧ ପର୍ବ ଛଟ୍ ପର୍ବ ପାଇଁ ବିହାର ଯିବାକୁ ଥିବା ସ୍ବତନ୍ତ୍ର ଟ୍ରେନରେ ବସିବା ପାଇଁ ଯାତ୍ରୀମାନେ ଉଦ୍ୟମ କରୁଥିବାବେଳେ ଏହି ଦଳାଚକଟା ହୋଇଥିଲା । ଅସମ୍ଭାଳ ଭିଡ଼ ଭିତରେ ଲୋକମାନେ ପରସ୍ପରକୁ ଠେଲାପେଲା କରି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପଶ୍ଚିମ ରେଳବାଇର ଆରକ୍ଷୀ ଅଧୀକ୍ଷକ ସର୍ଜୋ କୁମାରୀ କହିଛନ୍ତି ଯେ ସୁରତ ରେଳ ଷ୍ଟେସନରୁ ତାପ୍ତି ଗଙ୍ଗା ଏକ୍ସପ୍ରେସ ଟ୍ରେନରେ ଚଢିବା ପାଇଁ ଯାତ୍ରୀମାନେ ଦୌଡ଼ି ଆସିଥିଲେ, ଯାହା ଫଳରେ ଆତଙ୍କିତ ହୋଇ କିଛି ଲୋକ ଅଚେତ ହୋଇଯାଇଥିଲେ। ଦଳାଚକଟା ଯୋଗୁଁ କିଛି ଯାତ୍ରୀ ଭୟଭୀତ ହେବା ସହ ମୁଣ୍ଡ ବୁଲାଇବା ଅଣନିଶ୍ବାସୀ ଅନୁଭବ କରିଥିଲେ।

ପାର୍ବଣ ଋତୁ ଚାଲିଥିବାରୁ ରେଳବାଇ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଫୋର୍ସକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି।

Powered by Froala Editor

Tags station

Related articles Odisha News Lens 4.1

  • ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା
    ଖେଳ ଖବର

    ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

    14072
    Dec 16, 2025
  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ
    ଦେଶ-ଦେଶାନ୍ତର

    ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14219
    Dec 16, 2025
  • ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ
    ଦେଶ-ଦେଶାନ୍ତର

    ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ

    14698
    Dec 16, 2025
  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ
    ବିଶେଷ

    ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14386
    Dec 16, 2025
  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ
    ମନୋରଞ୍ଜନ

    ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

    15665
    Dec 15, 2025
  • ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ
    ଦେଶ-ଦେଶାନ୍ତର

    ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ

    14172
    Dec 16, 2025
  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଥାଇଲାଣ୍ଡରୁ ଦିଲ୍ଲୀ ଫେରିଲେ ଲୁଥ୍ରା ଭ୍ରାତା
    ଦେଶ-ଦେଶାନ୍ତର

    ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଥାଇଲାଣ୍ଡରୁ ଦିଲ୍ଲୀ ଫେରିଲେ ଲୁଥ୍ରା ଭ୍ରାତା

    15319
    Dec 16, 2025
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା
    ଦେଶ-ଦେଶାନ୍ତର

    ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା

    15528
    Dec 16, 2025
  • ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା

    14933
    Dec 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14386
    Dec 16, 2025
  • ଖେଳ ଖବର

    ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

    14072
    Dec 16, 2025
  • ଦେଶ-ଦେଶାନ୍ତର

    ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା

    14933
    Dec 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17253
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17338
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17683
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16155
    Apr 03, 2021

ବିଶେଷ

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14386
    Dec 16, 2025
  • ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ, ଭିଟାମିନ ବି୧୨ରେ ଭରପୁର

    14517
    Dec 15, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    14314
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    16107
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15740
    Dec 11, 2025

ବାଣିଜ୍ୟ

ରୂପା ମୂଲ୍ୟରେ ବଡ଼ ବୃଦ୍ଧି

ଚଳିତ ବର୍ଷ ସୁନା ଏବଂ ରୂପା ନିବେଶକମାନଙ୍କୁ ଦୃଢ଼ ରିଟର୍ଣ୍ଣ ପ୍ରଦାନ କରିଛି। ତେବେ ରୂପା ଦର ୧୨ହଜାରରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଯାହା ଫଳରେ ନିବେଶକ ଏବଂ କ୍ରେତାଙ୍କ ନଜର ପୁଣି ଥରେ ସେମାନଙ୍କ ଉପରେ ନିର ...

  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15990
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15145
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14244
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    15012
    Nov 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

    15665
    Dec 15, 2025
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    13822
    Dec 16, 2025
  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14219
    Dec 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In