Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ...

  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ...

  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ...

Home ›› ››ଏ ପରିବା ବିଶ୍ୱର ସବୁଠୁ ଦାମୀ, କିଲୋ ଲକ୍ଷେ ଟଙ୍କା

ଏ ପରିବା ବିଶ୍ୱର ସବୁଠୁ ଦାମୀ, କିଲୋ ଲକ୍ଷେ ଟଙ୍କା

2021-06-06 20:45:34
14182
Share:
Facebook
Twitter
E-Mail
WhatsApp
Telegram
ଏ ପରିବା ବିଶ୍ୱର ସବୁଠୁ ଦାମୀ, କିଲୋ ଲକ୍ଷେ ଟଙ୍କା

ଦରଦାମ ଯେଉଁଭଳି ବଢୁଛି ସାଧାରଣ ଲୋକର ମେରୁଦଣ୍ଡ ଭାଙ୍ଗି ଦେଉଛି । ଏପଟେ ଚାଷୀ ବି ନାଚାର । ଉତ୍ପାଦିତ ଜିନିଷର ସଠିକ୍ ମୂଲ୍ୟ ନପାଇଲେ ହାରାଶ ହୋଇଯାଉଛି । ହେଲେ ଏମିତି ବି ପରିବା ଅଛି ଯାହା ବିଶ୍ୱର ସବୁଠାରୁ ଦାମୀ । କିଲୋ ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏବଂ ଏହାକୁ ବି ଲୋକ କିଣନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା! କିନ୍ତୁ ଏହା ସତ । ଏହି ପରିବାର ବୈଜ୍ଞାନିକ ନାଁ ହ୍ୟୁମୁଲାସ୍ ଲୁପୁଲାସ । 

ସାରା ବିଶ୍ୱ  ପାଖରେ ଏହି ଗଛଟିର ଅବଶ୍ୟ ଭିନ୍ନ ଏକ ପରିଚୟ ରହିଛି । ଭାରତରେ ଏହି ପରିବା ଚାଷ କରାଯାଏ ନାହିଁ । ୟୁରୋପ ଏବଂ ଆମେରିକାରେ ଏହି ପରିବା ପ୍ରଚୁର ମାତ୍ରାରେ ଉତ୍ପାଦନ କରାଯାଏ । ହ୍ୟୁମୁଲାସ ଲୁପୁଲାସ ଏକ ବହୁବର୍ଷଜୀବୀ ଉଦ୍ଭିଦ । କିଛି ଦିନ ତଳେ ବିହାରର ଜୈନିକ ବ୍ୟକ୍ତି ତାଙ୍କ ଜମିରେ ଏହି ପରିବା ଚାଷ ଆରମ୍ଭ କରିଛନ୍ତି । ଜଣେ ଆଇଏଏସ୍ ଅଧିକାରୀ ପରିବାର ଫଟୋ ସହ ଏହାର ମୂଲ୍ୟ ବିଷୟରେ ଉଲ୍ଲେଖ କରିବା ପରେ ଏହା ଏବେ ଚର୍ଚ୍ଚାରେ । ବିହାରର ସେହି ବ୍ୟକ୍ତିଙ୍କ ନାଁ ଅମରେଶ ସିଂହ । ଭାରତରେ ସେ ହିଁ ପ୍ରଥମେ ଏହି ପରିବା ଚାଷ କରିଛନ୍ତି ।ପରିବାଟିକୁ କୁହାଯାଉଛି ହପ୍ ସୁଟସ୍ । ବିହାରର େଔରାଙ୍ଗାବାଦରେ ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ୫ଏକର ଜମିରେ ସେ ହପ୍ ସୁଟସ୍ ଚାଷ କରିଛନ୍ତି । ହପ୍ ସୁଟସ୍ ଦେଖିବାକୁ ଅନକାଂଶରେ । ଆସ୍ପାରଗସ୍ ପରି । ଖାଇବାକୁ ମଧ୍ୟ ଆସ୍ପାରଗସ୍ ଭଳି । ଆସ୍ପାରଗସ୍ ଯେଉଁପରି ରୋଷେଇ କରାଯାଏ ହପ୍ ସୁଟସ୍ କୁ ମଧ୍ୟ ସେହିପରି ରନ୍ଧାଯାଇ ପାରିବ । ଏହା ବ୍ୟତୀତ ହପ୍ ସୁଟସ୍‌ର ଆହୁରି ମଧ୍ୟ ଅନେକ ବ୍ୟବହାର ରହିଛି ।ଏହି ଗଛର ଫୁଲ ହପ୍ ନାମରେ ପରିଚିତ ।ଏହି ଫୁଲରୁ ବିୟର ପ୍ରସ୍ତୁତ ହୋଇଥାଏ ।କୈାଣସି ପାନୀୟରେ ସୁଗନ୍ଧି ମିଶାଇବା କାମରେ ମଧ୍ୟ ଏହି ଫୁଲର ବ୍ୟବହାର କରାଯାଥାଏ । ହପ୍ ଫୁଲରୁ ପ୍ରସ୍ତୁତ ବିୟର ନଷ୍ଟ ହୁଏ ନାହିଁ ମୁଖ୍ୟତଃ ସୁସ୍ୱାଦୁ ପାନୀୟ ତିଆରିରେ ହପ୍ ସୁଟସ୍ ର ବ୍ୟବହାର ଏହାକୁ ସାରା ବିଶ୍ୱରେ ଲୋକପ୍ରିୟ କରିପାରିଥିଲା । ଧୀରେଧୀରେ ଏହାର ଔଷଧୀୟ ଗୁଣ ଲୋକଲୋଚନକୁ ଆସିଲା । 

ପ୍ରଥମେ ଏହି ପରିବା ଜର୍ମାନୀରେ ଚାଷ କରାଗଲା । ପରବତ୍ତୀ ସମୟରେ ହପ୍ ସୁଟସ୍  ଆହୁରି ଅନେକ ଔଷଧୀୟ ଗୁଣ କଥା ସମସ୍ତେ ଜାଣିବାକୁ ପାଇଲେ । ହପ୍ ସୁଟସର ଏକ ସ୍ୱତନ୍ତ୍ର ଆଣ୍ଟବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଟ୍ୟୁବରକ୍ୟୁଲୋସିସ୍ ,କ୍ୟାନସ୍ ଭଳି ରୋଗର ଚିକିତ୍ସାରେ ବ୍ୟବହୃତଔଷଧ ତିଆରିରେ ହପ୍ ସୁଟସ୍ ବ୍ୟବହାର କରାଯାଉଛି । ଏଥିପାଇଁ ହପ୍ ସୁଟସ୍‌ର ଦରମ ଆକାଶଛୁଆଁ କୁ଼ୁହାଯାଉଛି ହପ୍ ସୁଟସ୍‌ରେ ଥିବା ଏକ ପ୍ରକାର ଆମୋନି ଏସିଡ୍ କ୍ୟାନସର ଆକ୍ରାନ୍ତ କୋଷ ଗୁଡିକୁ ମାରି ଦେଇଥାଏ । ଏନେଇ ଉଚ୍ଚତର ଗବେଷଣା ଚାଲିଛି । ଏହି ଗଛଟି ବୁଦାଳିଆ । ପୁଲଗୁଡିକ ସବୁଜ ରଙ୍ଗର ଏବଂ ଖୁବ୍ ନରମ । ଅତି ସାବଧାନରେ ତୋଳିବାକୁ ହୋଇଥାଏ କାରଣ ତୋଳିବା ବେଳେ ଫୁଲ ସାମାନ୍ୟ ନଷ୍ଟ ହେଲେ ତାହା ଆଉ ବିକ୍ରୟଯୋଗ୍ୟ ହୁଏ ନାହିଁ । ଏହି ଉଦ୍ଭିଦ ବିଷୟରେ ଜାଣିବାକୁ ବିଶେଷଜ୍ଞମାନେ ଆହୁରି ରିସର୍ଚ୍ଚ ଜାରି ରଖିଛନ୍ତି । 

Powered by Froala Editor

Tags humulus

Related articles Odisha News Lens 4.1

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15124
    Feb 23, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14921
    Feb 23, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍
    ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15364
    Feb 23, 2026
  • ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ
    ଦେଶ-ଦେଶାନ୍ତର

    ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ଜାରି, ୭୪ ଲକ୍ଷରୁ ଅଧିକ ଭୋଟର ପଡିଛନ୍ତି ବାଦ

    13420
    Feb 24, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    15063
    Feb 23, 2026
  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14629
    Feb 23, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15245
    Feb 24, 2026
  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    14988
    Feb 24, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14291
    Feb 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15245
    Feb 24, 2026
  • ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15364
    Feb 23, 2026
  • ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15124
    Feb 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17350
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17419
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17761
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16237
    Apr 03, 2021

ବିଶେଷ

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15364
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16090
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14489
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15257
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15973
    Feb 17, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15113
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14964
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14476
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16087
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14291
    Feb 24, 2026
  • ସଂସଦୀୟ ମୈତ୍ରୀ ଗୋଷ୍ଠୀ ଗଠନ କଲେ ବାଚସ୍ପତି

    13387
    Feb 24, 2026
  • ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ମୂର୍ତ୍ତି ସ୍ଥାପନ

    14988
    Feb 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In